କେନ୍ଦୁଝର ବିରିକଳା ଗାଁରେ ସନ୍ଦିଗ୍ଧ ବେଲୁନ୍ ଓ ଯନ୍ତ୍ରାଂଶ ଠାବ

The Sakala Picture
Published On

କେନ୍ଦୁଝର: ପାରା ପରେ ସନ୍ଦିଗ୍ଧ ବେଲୁନକୁ ନେଇ ଚର୍ଚ୍ଚା ଜୋର ଧରିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ବିରିକଳା ଗାଁରେ ଏକ ସନ୍ଦିଗ୍ଧ ବେଲୁନ୍ ଓ ଯନ୍ତ୍ରାଂଶ ଠାବ ହୋଇଛି। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏକ ଆମ୍ବ ଗଛରେ ଗୋଟିଏ ଯନ୍ତ୍ରାଂଶ ଲାଗିଥିବା ବେଳେ, ବେଲୁନ୍ ତଳେ ପଡ଼ି ଫାଟି ଯାଇଛି । ଆକାଶ ମାର୍ଗରୁ ଏହି ବେଲୁନ ଗଛରେ ଘଷି ହୋଇ ଫାଟି ଯାଇଥିବା ଅନୁମାନ […]

କେନ୍ଦୁଝର: ପାରା ପରେ ସନ୍ଦିଗ୍ଧ ବେଲୁନକୁ ନେଇ ଚର୍ଚ୍ଚା ଜୋର ଧରିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ବିରିକଳା ଗାଁରେ ଏକ ସନ୍ଦିଗ୍ଧ ବେଲୁନ୍ ଓ ଯନ୍ତ୍ରାଂଶ ଠାବ ହୋଇଛି। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏକ ଆମ୍ବ ଗଛରେ ଗୋଟିଏ ଯନ୍ତ୍ରାଂଶ ଲାଗିଥିବା ବେଳେ, ବେଲୁନ୍ ତଳେ ପଡ଼ି ଫାଟି ଯାଇଛି । ଆକାଶ ମାର୍ଗରୁ ଏହି ବେଲୁନ ଗଛରେ ଘଷି ହୋଇ ଫାଟି ଯାଇଥିବା ଅନୁମାନ କରାଯାଉଛି । ତେବେ ବେଲୁନ କିଏ ଉଡ଼ାଉଥିଲା ଓ ଉଦ୍ଦେଶ୍ୟ କଣ ସେନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ତଦନ୍ତ ପାଇଁ ଲୋକମାନେ ଦାବି କରିଥନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

27 Mar 2023 By The Sakala

କେନ୍ଦୁଝର ବିରିକଳା ଗାଁରେ ସନ୍ଦିଗ୍ଧ ବେଲୁନ୍ ଓ ଯନ୍ତ୍ରାଂଶ ଠାବ

କେନ୍ଦୁଝର: ପାରା ପରେ ସନ୍ଦିଗ୍ଧ ବେଲୁନକୁ ନେଇ ଚର୍ଚ୍ଚା ଜୋର ଧରିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ବିରିକଳା ଗାଁରେ ଏକ ସନ୍ଦିଗ୍ଧ ବେଲୁନ୍ ଓ ଯନ୍ତ୍ରାଂଶ ଠାବ ହୋଇଛି। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏକ ଆମ୍ବ ଗଛରେ ଗୋଟିଏ ଯନ୍ତ୍ରାଂଶ ଲାଗିଥିବା ବେଳେ, ବେଲୁନ୍ ତଳେ ପଡ଼ି ଫାଟି ଯାଇଛି । ଆକାଶ ମାର୍ଗରୁ ଏହି ବେଲୁନ ଗଛରେ ଘଷି ହୋଇ ଫାଟି ଯାଇଥିବା ଅନୁମାନ କରାଯାଉଛି । ତେବେ ବେଲୁନ କିଏ ଉଡ଼ାଉଥିଲା ଓ ଉଦ୍ଦେଶ୍ୟ କଣ ସେନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ତଦନ୍ତ ପାଇଁ ଲୋକମାନେ ଦାବି କରିଥନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର