ମାଆକୁ ହତ୍ୟା ପରେ ପୁଅର ଆତ୍ମହତ୍ୟା ସନ୍ଦେହ

The Sakala Picture
Published On

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗାଁର ଭାଲୁଧରି ସାହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଆ ଓ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି ।  ମାଆକୁ ହତ୍ୟା ପରେ ପୁଅ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତକ ମାଆ ଓ ପୁଅ ହେଲେ ଦ୍ରୌପଦୀ ସାହୁ ଏବଂ ପୁଅ ରଞ୍ଜିତ ସାହୁ। ମାଆ ପୁଅଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମାଆ ଦ୍ରୌପଦୀଙ୍କର ବେକରେ ଧାରୁଆ ଅସ୍ତ୍ରରେ କଟା ଯାଇଥିବା […]

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗାଁର ଭାଲୁଧରି ସାହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଆ ଓ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି ।  ମାଆକୁ ହତ୍ୟା ପରେ ପୁଅ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତକ ମାଆ ଓ ପୁଅ ହେଲେ ଦ୍ରୌପଦୀ ସାହୁ ଏବଂ ପୁଅ ରଞ୍ଜିତ ସାହୁ। ମାଆ ପୁଅଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମାଆ ଦ୍ରୌପଦୀଙ୍କର ବେକରେ ଧାରୁଆ ଅସ୍ତ୍ରରେ କଟା ଯାଇଥିବା ଦେଖବାକୁ ମିଳିଛି। ପୁଅ ରଞ୍ଜିତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଖବରପାଇ ଅନୁଗୁଳ ଏସଡିପିଓ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

30 Mar 2024 By The Sakala

ମାଆକୁ ହତ୍ୟା ପରେ ପୁଅର ଆତ୍ମହତ୍ୟା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗାଁର ଭାଲୁଧରି ସାହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଆ ଓ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି ।  ମାଆକୁ ହତ୍ୟା ପରେ ପୁଅ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତକ ମାଆ ଓ ପୁଅ ହେଲେ ଦ୍ରୌପଦୀ ସାହୁ ଏବଂ ପୁଅ ରଞ୍ଜିତ ସାହୁ। ମାଆ ପୁଅଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମାଆ ଦ୍ରୌପଦୀଙ୍କର ବେକରେ ଧାରୁଆ ଅସ୍ତ୍ରରେ କଟା ଯାଇଥିବା ଦେଖବାକୁ ମିଳିଛି। ପୁଅ ରଞ୍ଜିତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଖବରପାଇ ଅନୁଗୁଳ ଏସଡିପିଓ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

https://www.thesakala.in/latest-odisha-news/suspect-of-sons-suicide-after-killing-his-mother/article-31036
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର