ଓଡ଼ିଶା ମୋ ପରିବାର ସଂଯୋଜକଙ୍କୁ ଧନ୍ୟବାଦ ଦେଲେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ସଂଯୋଜକ ସୁବାସ ମହାରଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଲିଉଡ୍ ଅଭିନେତା ଖିଲାଡ଼ି ବୟ ଅକ୍ଷୟ କୁମାର । ସୁବାସଙ୍କ ସହାୟତା ପାଇଁ ଅକ୍ଷୟ ଏହି କୃତଜ୍ଞତା ପତ୍ର ପଠାଇଛନ୍ତି । ଅକ୍ଷୟଙ୍କ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କୁ ସାହାଯ୍ୟ କରଥିଲେ ସୁବାସ । ଟୁଟୁ ଭୂୟାଁଙ୍କ ପତ୍ନୀ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ବ୍ରହ୍ଣପୁର ମେଡିକାଲରେ ଭର୍ତ୍ତି ପରେ ଓଡ଼ିଶା ମୋ ପରିବାରର ସଂଯୋଜକ ସୁବାସଙ୍କ ସମସ୍ତ ସହାୟତା ଏବଂ ସାହାଯ୍ୟ […]

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ସଂଯୋଜକ ସୁବାସ ମହାରଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଲିଉଡ୍ ଅଭିନେତା ଖିଲାଡ଼ି ବୟ ଅକ୍ଷୟ କୁମାର । ସୁବାସଙ୍କ ସହାୟତା ପାଇଁ ଅକ୍ଷୟ ଏହି କୃତଜ୍ଞତା ପତ୍ର ପଠାଇଛନ୍ତି । ଅକ୍ଷୟଙ୍କ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କୁ ସାହାଯ୍ୟ କରଥିଲେ ସୁବାସ । ଟୁଟୁ ଭୂୟାଁଙ୍କ ପତ୍ନୀ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ବ୍ରହ୍ଣପୁର ମେଡିକାଲରେ ଭର୍ତ୍ତି ପରେ ଓଡ଼ିଶା ମୋ ପରିବାରର ସଂଯୋଜକ ସୁବାସଙ୍କ ସମସ୍ତ ସହାୟତା ଏବଂ ସାହାଯ୍ୟ ଜାରି ରହିଥିଲା । ଫଳରେ ଭୂୟାଁଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ସୁବାସ । ମେଡିକାଲରେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇପାରିଥିଲା । ଏଥିପାଇଁ ଅଭିନେତା ତଥା ବଲିଉଡ ସୁପରଷ୍ଟାର କୃତଜ୍ଞତା ପତ୍ର ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର