ଜଙ୍ଗଲ ନିଆଁ ଲିଭାଇବାକୁ ଯାଇଥିବା ବେଳେ ଜଳିଗଲା ବନ ବିଭାଗ ଗାଡ଼ି

The Sakala Picture
Published On

ସୁନ୍ଦରଗଡ଼: ଜଙ୍ଗଲ ନିଆଁରେ ଜଳିଗଲା ବନ ବିଭାଗର ଜିପ୍‌। ଜଙ୍ଗଲ ନିଆଁ ଲିଭାଇବା ପାଇଁ ଯାଇଥିବା ବେଳେ ବନ ବିଭାଗ ଗାଡି ନିଆଁରେ ଜଳି ଯାଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ବନଖଣ୍ଡ ଅନ୍ତର୍ଗତ ମେଦିନୀପୁର ନିକଟରେ ଗାଡିଟି ଜଳିଯାଇଛି। ସୂଚନା ଅନୁଯାୟୀ, ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ବନ ବିଭାଗର ୬ ଜଣିଆ ଟିମ୍ ଯାଇଥିଲେ । ଗାଡି ରଖି ଜଙ୍ଗଲ ଭିତରକୁ ନିଆଁ ଲିଭାଇବା ପାଇଁ ଯାଇଥିବା ବେଳେ ଜଙ୍ଗଲ ନିଆଁରେ ଉକ୍ତ ଗାଡିଟି […]

ସୁନ୍ଦରଗଡ଼: ଜଙ୍ଗଲ ନିଆଁରେ ଜଳିଗଲା ବନ ବିଭାଗର ଜିପ୍‌। ଜଙ୍ଗଲ ନିଆଁ ଲିଭାଇବା ପାଇଁ ଯାଇଥିବା ବେଳେ ବନ ବିଭାଗ ଗାଡି ନିଆଁରେ ଜଳି ଯାଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ବନଖଣ୍ଡ ଅନ୍ତର୍ଗତ ମେଦିନୀପୁର ନିକଟରେ ଗାଡିଟି ଜଳିଯାଇଛି।

ସୂଚନା ଅନୁଯାୟୀ, ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ବନ ବିଭାଗର ୬ ଜଣିଆ ଟିମ୍ ଯାଇଥିଲେ । ଗାଡି ରଖି ଜଙ୍ଗଲ ଭିତରକୁ ନିଆଁ ଲିଭାଇବା ପାଇଁ ଯାଇଥିବା ବେଳେ ଜଙ୍ଗଲ ନିଆଁରେ ଉକ୍ତ ଗାଡିଟି ଜଳିଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର