ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ତହସିଲ ଅଫିସର ଅତିରିକ୍ତ ତହସିଲଦାର

The Sakala Picture
Published On

ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ତହସିଲ ଅଫିସର ଅତିରିକ୍ତ ତହସିଲଦାର କୁଳମଣି ପଟେଲ ଭିଜିଲାନ୍ସ ଜାଲରେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ସମୟରେ ୮ ଟି ସ୍ଥାନରେ ଚଢାଉ। ସୁନ୍ଦରଗଡ଼ର ଦୁଇଟି ସ୍ଥାନ, ଡୁମାଵାହଲର ୪ ଟି ସ୍ଥାନ, ଲେଫ୍ରିପଡାର ଗୋଟିଏ ସ୍ଥାନ ଓ ଟାଙ୍ଗରପାଲିର ଗୋଟିଏ ସ୍ଥାନରେ ଚଢାଉ। ସୁନ୍ଦରଗଡ଼ରେ ଗୋଟିଏ ଦୁଇ ମହଲା କୋଠା, ଲେଫ୍ରିପଡାରେ ଗୋଟିଏ ତିନି ମହଲା କୋଠା ଘର ଓ ନିଜ ଗ୍ରାମରେ […]

ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ତହସିଲ ଅଫିସର ଅତିରିକ୍ତ ତହସିଲଦାର କୁଳମଣି ପଟେଲ ଭିଜିଲାନ୍ସ ଜାଲରେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ସମୟରେ ୮ ଟି ସ୍ଥାନରେ ଚଢାଉ। ସୁନ୍ଦରଗଡ଼ର ଦୁଇଟି ସ୍ଥାନ, ଡୁମାଵାହଲର ୪ ଟି ସ୍ଥାନ, ଲେଫ୍ରିପଡାର ଗୋଟିଏ ସ୍ଥାନ ଓ ଟାଙ୍ଗରପାଲିର ଗୋଟିଏ ସ୍ଥାନରେ ଚଢାଉ। ସୁନ୍ଦରଗଡ଼ରେ ଗୋଟିଏ ଦୁଇ ମହଲା କୋଠା, ଲେଫ୍ରିପଡାରେ ଗୋଟିଏ ତିନି ମହଲା କୋଠା ଘର ଓ ନିଜ ଗ୍ରାମରେ ତିନୋଟି ଘର ଠାବ। ଦୁଇଟି ଟ୍ରାକ୍ଟର, ତିନି ବାଇକ, ଦୁଇଟି ବୋଲେରୋ ଓ ଗୋଟିଏ କମାଣ୍ଡର ଠାଵ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର