ମଝି ରାସ୍ତାରେ ଗୁଳିମାଡ, ଦୁଇ ଆହତ

The Sakala Picture
Published On

ସୁନ୍ଦରଗଡ଼: ୧୦ ନମ୍ବର ରାଜ୍ୟ ରାଜପଥ ବଡ଼ଗାଁ-କୁତ୍ରା ମଝି ରାସ୍ତାରେ ଗୁଳିମାଡ ଘଟିଛି। ଗୁଳି ମାଡରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର। ୪ ରୁ ୫ ଜଣ ମୁଖା ପିନ୍ଧା ଯୁବକ ଆସି ଅତର୍କିତ ଗୁଳି ଚାଳନା କରିଥିଲେ। ପିକଅପ୍ ଗାଡ଼ିରେ ଯାଉଥିବା ବେଳେ ଏହି ଗୁଳିମାଡ ହୋଇଥିଲା। ତେବେ କେଉଁ କାରଣରୁ ଏହି ଗୁଳିମାଡ଼ ଘଟିଛି ସେ […]

ସୁନ୍ଦରଗଡ଼: ୧୦ ନମ୍ବର ରାଜ୍ୟ ରାଜପଥ ବଡ଼ଗାଁ-କୁତ୍ରା ମଝି ରାସ୍ତାରେ ଗୁଳିମାଡ ଘଟିଛି। ଗୁଳି ମାଡରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର। ୪ ରୁ ୫ ଜଣ ମୁଖା ପିନ୍ଧା ଯୁବକ ଆସି ଅତର୍କିତ ଗୁଳି ଚାଳନା କରିଥିଲେ। ପିକଅପ୍ ଗାଡ଼ିରେ ଯାଉଥିବା ବେଳେ ଏହି ଗୁଳିମାଡ ହୋଇଥିଲା। ତେବେ କେଉଁ କାରଣରୁ ଏହି ଗୁଳିମାଡ଼ ଘଟିଛି ସେ ନେଇ ସ୍ପଷ୍ଟ ଜଣାପଡ଼ି ନାହିଁ।

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

ଜଣଙ୍କ ଛାତିରେ ଗୁଳିମାଡ ହୋଇଥିବାବେଳେ ଅନ୍ୟଜଣଙ୍କ ବେକରେ ବାଜିଛି ଗୁଳି। ଖବରପାଇ ଆହତଙ୍କ ଘରଲୋକେ ଘଟଣାସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ।ଖବର ପାଇ ପୁଲିସ ମେଡ଼ିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର

15 Mar 2024 By The Sakala

ମଝି ରାସ୍ତାରେ ଗୁଳିମାଡ, ଦୁଇ ଆହତ

ସୁନ୍ଦରଗଡ଼: ୧୦ ନମ୍ବର ରାଜ୍ୟ ରାଜପଥ ବଡ଼ଗାଁ-କୁତ୍ରା ମଝି ରାସ୍ତାରେ ଗୁଳିମାଡ ଘଟିଛି। ଗୁଳି ମାଡରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର। ୪ ରୁ ୫ ଜଣ ମୁଖା ପିନ୍ଧା ଯୁବକ ଆସି ଅତର୍କିତ ଗୁଳି ଚାଳନା କରିଥିଲେ। ପିକଅପ୍ ଗାଡ଼ିରେ ଯାଉଥିବା ବେଳେ ଏହି ଗୁଳିମାଡ ହୋଇଥିଲା। ତେବେ କେଉଁ କାରଣରୁ ଏହି ଗୁଳିମାଡ଼ ଘଟିଛି ସେ ନେଇ ସ୍ପଷ୍ଟ ଜଣାପଡ଼ି ନାହିଁ।

ଜଣଙ୍କ ଛାତିରେ ଗୁଳିମାଡ ହୋଇଥିବାବେଳେ ଅନ୍ୟଜଣଙ୍କ ବେକରେ ବାଜିଛି ଗୁଳି। ଖବରପାଇ ଆହତଙ୍କ ଘରଲୋକେ ଘଟଣାସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ।ଖବର ପାଇ ପୁଲିସ ମେଡ଼ିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର