ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ପହଞ୍ଚିଲେ ୪ ଜଣିଆ ବିଶେଷଜ୍ଞ ଟିମ୍

The Sakala Picture
Published On

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ାରେ ପହଞ୍ଚିଲା ନିମହାନ୍ସର ୪ଜଣିଆ ଟିମ୍‌ । ଏହି ୪ ଜଣିଆ ବିଶେଷଜ୍ଞ ଟିମ ବେଙ୍ଗାଲୁରୁ ଆସି ଗତକାଲି ରାତିରେ ଝାରସୁଗୁଡାରେ ପହଞ୍ଚିଛନ୍ତି । ବିଶେଷଜ୍ଞ ଟିମ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ନେଇ ଯାଞ୍ଚ କରିବେ ବୋଲି ଜଣାପଡ଼ିଛି। ସେପଟେ, ସବୁ ଦିଗକୁ ଦୃଷ୍ଟିରେ ରଖି ଟିକିନିଖି ଯାଞ୍ଚ କରାଯାଉଛି । ଏ ପରିପ୍ରେକ୍ଷୀରେ ଗୋପାଳର […]

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ାରେ ପହଞ୍ଚିଲା ନିମହାନ୍ସର ୪ଜଣିଆ ଟିମ୍‌ । ଏହି ୪ ଜଣିଆ ବିଶେଷଜ୍ଞ ଟିମ ବେଙ୍ଗାଲୁରୁ ଆସି ଗତକାଲି ରାତିରେ ଝାରସୁଗୁଡାରେ ପହଞ୍ଚିଛନ୍ତି । ବିଶେଷଜ୍ଞ ଟିମ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ନେଇ ଯାଞ୍ଚ କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ସେପଟେ, ସବୁ ଦିଗକୁ ଦୃଷ୍ଟିରେ ରଖି ଟିକିନିଖି ଯାଞ୍ଚ କରାଯାଉଛି । ଏ ପରିପ୍ରେକ୍ଷୀରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ଆଜି ନିମହାନ୍ସର ବିଶେଷଜ୍ଞ ଦଳ ଆସି ଝାରସୁଗୁଡାରେ ପହଞ୍ଚିଛନ୍ତି । ନବ ଦାସଙ୍କୁ ହତ୍ୟା କରିବା ପଛରେ ପ୍ରକୃତ ରହସ୍ୟ କଣ, ତାହା ଜାଣିବାକୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ବ୍ୟାପକ କରିଛି। ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି କଣ ଥିଲା । ସେନେଇ  ତାର ପରୀକ୍ଷା ନିରୀକ୍ଷା ଏବଂ ମାନସିକ ବିଶ୍ଳେଷଣ ଚାଲିଛି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ନବ ଦାସଙ୍କୁ ଗୁଳି କରିବା ଘଟଣା ପ୍ରଚାର ହେବା ପରେ ଗୋପାଳଙ୍କ ପତ୍ନୀ ଓ ପରିବାର ବର୍ଗ ତାଙ୍କର ମାନସିକ ସ୍ଥିତି ଠିକ ନ ଥିବା କହିଥିଲେ । ଏପରିକି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ସମାନ କଥା ଦୋହରାଇଥିଲେ । ତାଙ୍କର ମାନସିକ ସ୍ଥିତି ଭଲ ନ ଥିବା ଏବଂ ପ୍ରାୟ ବର୍ଷେ ତଳେ ତାଙ୍କ ପାଖରେ ଚିକିତ୍ସିତ ହେଉଥିଲେ ବୋଲି କହିଥିଲେ ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

07 Feb 2023 By The Sakala

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ପହଞ୍ଚିଲେ ୪ ଜଣିଆ ବିଶେଷଜ୍ଞ ଟିମ୍

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ାରେ ପହଞ୍ଚିଲା ନିମହାନ୍ସର ୪ଜଣିଆ ଟିମ୍‌ । ଏହି ୪ ଜଣିଆ ବିଶେଷଜ୍ଞ ଟିମ ବେଙ୍ଗାଲୁରୁ ଆସି ଗତକାଲି ରାତିରେ ଝାରସୁଗୁଡାରେ ପହଞ୍ଚିଛନ୍ତି । ବିଶେଷଜ୍ଞ ଟିମ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ନେଇ ଯାଞ୍ଚ କରିବେ ବୋଲି ଜଣାପଡ଼ିଛି।

ସେପଟେ, ସବୁ ଦିଗକୁ ଦୃଷ୍ଟିରେ ରଖି ଟିକିନିଖି ଯାଞ୍ଚ କରାଯାଉଛି । ଏ ପରିପ୍ରେକ୍ଷୀରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ଆଜି ନିମହାନ୍ସର ବିଶେଷଜ୍ଞ ଦଳ ଆସି ଝାରସୁଗୁଡାରେ ପହଞ୍ଚିଛନ୍ତି । ନବ ଦାସଙ୍କୁ ହତ୍ୟା କରିବା ପଛରେ ପ୍ରକୃତ ରହସ୍ୟ କଣ, ତାହା ଜାଣିବାକୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ବ୍ୟାପକ କରିଛି। ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି କଣ ଥିଲା । ସେନେଇ  ତାର ପରୀକ୍ଷା ନିରୀକ୍ଷା ଏବଂ ମାନସିକ ବିଶ୍ଳେଷଣ ଚାଲିଛି ।

ନବ ଦାସଙ୍କୁ ଗୁଳି କରିବା ଘଟଣା ପ୍ରଚାର ହେବା ପରେ ଗୋପାଳଙ୍କ ପତ୍ନୀ ଓ ପରିବାର ବର୍ଗ ତାଙ୍କର ମାନସିକ ସ୍ଥିତି ଠିକ ନ ଥିବା କହିଥିଲେ । ଏପରିକି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ସମାନ କଥା ଦୋହରାଇଥିଲେ । ତାଙ୍କର ମାନସିକ ସ୍ଥିତି ଭଲ ନ ଥିବା ଏବଂ ପ୍ରାୟ ବର୍ଷେ ତଳେ ତାଙ୍କ ପାଖରେ ଚିକିତ୍ସିତ ହେଉଥିଲେ ବୋଲି କହିଥିଲେ ।

https://www.thesakala.in/latest-odisha-news/sundargarh/minister-naba-das-death-case-incident-a-team-of-4-experts-arrived-to-check-the-mental-condition-of-accused-gopala/article-18745
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର