କୋଲ୍‌ ୱାସେରୀର ମାଲିକାନାକୁ ନେଇ ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ; ଫାଙ୍କା ଗୁଳି ଚାଳନା !

The Sakala Picture
Published On

ସୁନ୍ଦରଗଡ଼: ହେମଗିରି ଥାନା ଅଧୀନ ଗର୍ଜନବାହାଲସ୍ଥିତ ଭାଟିଆ କୋଲ ଓାସେରୀରେ ମାଲିକାନାକୁ ନେଇ ଗୁରୁବାର ବିଳମ୍ବିତ ରାତିରେ ୨ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏପରିକି ଫାଙ୍କାଗୁଳି ଚାଳନା ମଧ୍ୟ ହୋଇଥିବା କୁହା ଯାଉଛି। ପାର୍ଟନରସିପକୁ ନେଇ ଝଗଡ଼ା ହେବାରୁ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି । ଉତ୍ୟକ୍ତ ହୋଇ ଗୋଟିଏ ଗୋଷ୍ଠ ବୋମା ମାଡ କରିବା ସହ ୨ଶହ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ଖବର ମିଳିଛି । ଗୁଳିମାଡ଼ରେ ସୁନ୍ଦରଗଡ଼ର ୨ଜଣ […]

ସୁନ୍ଦରଗଡ଼: ହେମଗିରି ଥାନା ଅଧୀନ ଗର୍ଜନବାହାଲସ୍ଥିତ ଭାଟିଆ କୋଲ ଓାସେରୀରେ ମାଲିକାନାକୁ ନେଇ ଗୁରୁବାର ବିଳମ୍ବିତ ରାତିରେ ୨ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏପରିକି ଫାଙ୍କାଗୁଳି ଚାଳନା ମଧ୍ୟ ହୋଇଥିବା କୁହା ଯାଉଛି। ପାର୍ଟନରସିପକୁ ନେଇ ଝଗଡ଼ା ହେବାରୁ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି । ଉତ୍ୟକ୍ତ ହୋଇ ଗୋଟିଏ ଗୋଷ୍ଠ ବୋମା ମାଡ କରିବା ସହ ୨ଶହ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ଖବର ମିଳିଛି । ଗୁଳିମାଡ଼ରେ ସୁନ୍ଦରଗଡ଼ର ୨ଜଣ ଯୁବକ ଆହତ ହୋଇଥିବା ସୂଚନା । ଆହତ ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ଛତିଶଗଡର ରାୟଗଡ଼କୁ ସ୍ଥାନାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ଉକ୍ତ କୋଲ ଓାସେରୀରେ ରାୟଗଡ଼ର ୨ ଜଣ ମାଲିକଙ୍କ ମାଲିକାନା ବିବାଦ ରହିଛି। ଉକ୍ତ ବିବାଦ ଆଜି ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଉକ୍ତ ଗୋଷ୍ଠୀ ସଂଘର୍ଷରେ ଜଣେ ମାଲିକ ରାୟଗଡ଼ର ଅସାମାଜିକ ଯୁବକଙ୍କୁ ନିୟୋଜିତ କରିଥିବା ବେଳେ ଅନ୍ୟ ଜଣେ ମାଲିକ ସୁନ୍ଦରଗଡ଼ର କିଛି ଅସାମାଜିକ ଯୁବକଙ୍କୁ ନିୟୋଜିତ କରିଥିଲେ। ଉକ୍ତ ଗୋଷ୍ଠୀ ସଂଘର୍ଷରେ ସୁନ୍ଦରଗଡ଼ ଭବାନୀପୁର ଗ୍ରାମର ମଣ୍ଟୁ ତୋଲାନୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିକୁ ଆୟତ କରିଛି।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

05 Jul 2024 By The Sakala

କୋଲ୍‌ ୱାସେରୀର ମାଲିକାନାକୁ ନେଇ ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ; ଫାଙ୍କା ଗୁଳି ଚାଳନା !

ସୁନ୍ଦରଗଡ଼: ହେମଗିରି ଥାନା ଅଧୀନ ଗର୍ଜନବାହାଲସ୍ଥିତ ଭାଟିଆ କୋଲ ଓାସେରୀରେ ମାଲିକାନାକୁ ନେଇ ଗୁରୁବାର ବିଳମ୍ବିତ ରାତିରେ ୨ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏପରିକି ଫାଙ୍କାଗୁଳି ଚାଳନା ମଧ୍ୟ ହୋଇଥିବା କୁହା ଯାଉଛି। ପାର୍ଟନରସିପକୁ ନେଇ ଝଗଡ଼ା ହେବାରୁ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି । ଉତ୍ୟକ୍ତ ହୋଇ ଗୋଟିଏ ଗୋଷ୍ଠ ବୋମା ମାଡ କରିବା ସହ ୨ଶହ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ଖବର ମିଳିଛି । ଗୁଳିମାଡ଼ରେ ସୁନ୍ଦରଗଡ଼ର ୨ଜଣ ଯୁବକ ଆହତ ହୋଇଥିବା ସୂଚନା । ଆହତ ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ଛତିଶଗଡର ରାୟଗଡ଼କୁ ସ୍ଥାନାନ୍ତର କରାଯାଇଛି ।

ଉକ୍ତ କୋଲ ଓାସେରୀରେ ରାୟଗଡ଼ର ୨ ଜଣ ମାଲିକଙ୍କ ମାଲିକାନା ବିବାଦ ରହିଛି। ଉକ୍ତ ବିବାଦ ଆଜି ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଉକ୍ତ ଗୋଷ୍ଠୀ ସଂଘର୍ଷରେ ଜଣେ ମାଲିକ ରାୟଗଡ଼ର ଅସାମାଜିକ ଯୁବକଙ୍କୁ ନିୟୋଜିତ କରିଥିବା ବେଳେ ଅନ୍ୟ ଜଣେ ମାଲିକ ସୁନ୍ଦରଗଡ଼ର କିଛି ଅସାମାଜିକ ଯୁବକଙ୍କୁ ନିୟୋଜିତ କରିଥିଲେ। ଉକ୍ତ ଗୋଷ୍ଠୀ ସଂଘର୍ଷରେ ସୁନ୍ଦରଗଡ଼ ଭବାନୀପୁର ଗ୍ରାମର ମଣ୍ଟୁ ତୋଲାନୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିକୁ ଆୟତ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର