ଗାଧୋଇବାକୁ ଯାଇଥିବାବେଳେ ଡ୍ୟାମରେ ବୁଡି ଦୁଇ ମୃତ

The Sakala Picture
Published On

ସୁନ୍ଦରଗଡ: ସୁନ୍ଦରଗଡ ସୀମାନ୍ତ କେନ୍ଦୁଝର ଜିଲ୍ଲାର ରୁଗୁଡି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଡ୍ୟାମରେ ବୁଡି ୧୦ ବର୍ଷର ଝିଅ ଓ ୯ ବର୍ଷର ସମ୍ପର୍କୀୟ ଭାଇର ମୃତ୍ୟୁ ଘଟିଛି । ରୁଗୁଡି ଥାନା ଅଧିନସ୍ଥ ଗନ୍ଦଲପଦା ଗ୍ରାମର ଦୁଇ ସମ୍ପର୍କୀୟ ଭାଇ ଓ ଭଉଣୀ କୁଦରସାହି ଡ୍ୟାମକୁ ଗାଧୋଇବାକୁ ଯାଇ ଆଉ ଫେରି ନ ଥିଲେ । ଅନେକ ଖୋଜାଖୋଜି ପରେ ଦୁଇ ଜଣଙ୍କ ମୃତଦେହ କୁଦରସାହି ଡ୍ୟାମରୁ ମିଳିଥିଲା । ଏପରି ଘଟଣା […]

ସୁନ୍ଦରଗଡ: ସୁନ୍ଦରଗଡ ସୀମାନ୍ତ କେନ୍ଦୁଝର ଜିଲ୍ଲାର ରୁଗୁଡି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଡ୍ୟାମରେ ବୁଡି ୧୦ ବର୍ଷର ଝିଅ ଓ ୯ ବର୍ଷର ସମ୍ପର୍କୀୟ ଭାଇର ମୃତ୍ୟୁ ଘଟିଛି । ରୁଗୁଡି ଥାନା ଅଧିନସ୍ଥ ଗନ୍ଦଲପଦା ଗ୍ରାମର ଦୁଇ ସମ୍ପର୍କୀୟ ଭାଇ ଓ ଭଉଣୀ କୁଦରସାହି ଡ୍ୟାମକୁ ଗାଧୋଇବାକୁ ଯାଇ ଆଉ ଫେରି ନ ଥିଲେ । ଅନେକ ଖୋଜାଖୋଜି ପରେ ଦୁଇ ଜଣଙ୍କ ମୃତଦେହ କୁଦରସାହି ଡ୍ୟାମରୁ ମିଳିଥିଲା । ଏପରି ଘଟଣା ପରେ ଅଞ୍ଚଳକୁ ଶୋକର ଛାୟା ଖେଳିଯାଇଛି । ପୁଲିସ ଉଭୟ ଶବକୁ ଉଦ୍ଧାର କରି ବ୍ୟବେଛେଦ ପାଇଁ ପଠାଇଛି।

16 Aug 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର