ସୁନ୍ଦରଗଡ କୋଇଡାରେ ଗୁଳିମାଡ଼, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଢାବା ମାଲିକଙ୍କୁ ଗୁଳି କରି ହତ୍ୟା

The Sakala Picture
Published On

କୋଇଡା: ଢାବା ମାଲିକଙ୍କୁ ଗୁଳି କରି ହତ୍ୟା । ସୁନ୍ଦରଗଡ ଜିଲ୍ଲା ବଣାଇଁର କୋଇଡ଼ା ଥାନା ଅନ୍ତର୍ଗତ ମାଲଦା ଛକରେ ଥିବା ଏକ ଢାବା ମାଲିକଙ୍କୁ ଗୁଳି କରି ହତ୍ୟା । ଗୁଳିମାଡ଼ରେ ଢ଼ାବା ମାଲିକ ରମେଶଙ୍କ ମୃତ୍ୟୁ ଘଟିଛି। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ୪ ଜଣ ଦୁର୍ବୃତ୍ତ ଆସି ରମେଶଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣାପଡିଛି । ଚାରି ରାଉଣ୍ଡ ଗୁଳି ଚାଳନା ଘଟିଥିବା ସୂଚନା ମିଳିଛି । ସୂଚନା […]

କୋଇଡା: ଢାବା ମାଲିକଙ୍କୁ ଗୁଳି କରି ହତ୍ୟା । ସୁନ୍ଦରଗଡ ଜିଲ୍ଲା ବଣାଇଁର କୋଇଡ଼ା ଥାନା ଅନ୍ତର୍ଗତ ମାଲଦା ଛକରେ ଥିବା ଏକ ଢାବା ମାଲିକଙ୍କୁ ଗୁଳି କରି ହତ୍ୟା । ଗୁଳିମାଡ଼ରେ ଢ଼ାବା ମାଲିକ ରମେଶଙ୍କ ମୃତ୍ୟୁ ଘଟିଛି। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ୪ ଜଣ ଦୁର୍ବୃତ୍ତ ଆସି ରମେଶଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣାପଡିଛି । ଚାରି ରାଉଣ୍ଡ ଗୁଳି ଚାଳନା ଘଟିଥିବା ସୂଚନା ମିଳିଛି । ସୂଚନା ପାଇଁ ଘଟଣାସ୍ଥଳରେ କୋଇଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

26 Feb 2023 By The Sakala

ସୁନ୍ଦରଗଡ କୋଇଡାରେ ଗୁଳିମାଡ଼, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଢାବା ମାଲିକଙ୍କୁ ଗୁଳି କରି ହତ୍ୟା

କୋଇଡା: ଢାବା ମାଲିକଙ୍କୁ ଗୁଳି କରି ହତ୍ୟା । ସୁନ୍ଦରଗଡ ଜିଲ୍ଲା ବଣାଇଁର କୋଇଡ଼ା ଥାନା ଅନ୍ତର୍ଗତ ମାଲଦା ଛକରେ ଥିବା ଏକ ଢାବା ମାଲିକଙ୍କୁ ଗୁଳି କରି ହତ୍ୟା । ଗୁଳିମାଡ଼ରେ ଢ଼ାବା ମାଲିକ ରମେଶଙ୍କ ମୃତ୍ୟୁ ଘଟିଛି। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ୪ ଜଣ ଦୁର୍ବୃତ୍ତ ଆସି ରମେଶଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣାପଡିଛି । ଚାରି ରାଉଣ୍ଡ ଗୁଳି ଚାଳନା ଘଟିଥିବା ସୂଚନା ମିଳିଛି । ସୂଚନା ପାଇଁ ଘଟଣାସ୍ଥଳରେ କୋଇଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର