ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ, ଠିକା କର୍ମଚାରୀଙ୍କଠୁ ନେଉଥିଲେ ଲାଞ୍ଚ

The Sakala Picture
Published On

ସୁନ୍ଦରଗଡ଼: ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ଦାସ । ସେ ବଡ଼ଗାଁ ଇଲେକ୍ଟ୍ରିକାଲ ସବ ଡିଭିଜନରେ କାର୍ଯ୍ୟରତ । ଜଣେ ଠିକାରେ ଚାକିରି କରୁଥିବା କର୍ମଚାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉକ୍ତ ଠିକା କର୍ମଚାରୀଙ୍କ ନାଁ ପ୍ରବୀଣ କୁଲ୍ଲୁ ବୋଲି ଜଣାପଡ଼ିଛି।  ଟଙ୍କା ନ ଦେଲେ ପ୍ରବୀଣଙ୍କୁ ଚାକିରିରୁ ବହିଷ୍କାର କରେଇଦେବା ନେଇ ଧମକ ଦେଇଥିଲେ ରଞ୍ଜନ । ପ୍ରବୀଣ ଆଜି ଟଙ୍କା […]

ସୁନ୍ଦରଗଡ଼: ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ଦାସ । ସେ ବଡ଼ଗାଁ ଇଲେକ୍ଟ୍ରିକାଲ ସବ ଡିଭିଜନରେ କାର୍ଯ୍ୟରତ । ଜଣେ ଠିକାରେ ଚାକିରି କରୁଥିବା କର୍ମଚାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉକ୍ତ ଠିକା କର୍ମଚାରୀଙ୍କ ନାଁ ପ୍ରବୀଣ କୁଲ୍ଲୁ ବୋଲି ଜଣାପଡ଼ିଛି।  ଟଙ୍କା ନ ଦେଲେ ପ୍ରବୀଣଙ୍କୁ ଚାକିରିରୁ ବହିଷ୍କାର କରେଇଦେବା ନେଇ ଧମକ ଦେଇଥିଲେ ରଞ୍ଜନ । ପ୍ରବୀଣ ଆଜି ଟଙ୍କା ଦେବା ବେଳେ ସୁନ୍ଦରଗଡ଼ ଭିଜିଲାନ୍ସ ରଞ୍ଜନ କୁମାରଙ୍କୁ ମାଡ଼ି ବସିଛି। ଧରା ପଡିବା ପରେ ତାଙ୍କ କାର୍ଯ୍ୟାଳୟ, କ୍ବାଟର ଓ ରାଉରକେଲା ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

20 Dec 2023 By The Sakala

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ, ଠିକା କର୍ମଚାରୀଙ୍କଠୁ ନେଉଥିଲେ ଲାଞ୍ଚ

ସୁନ୍ଦରଗଡ଼: ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ଦାସ । ସେ ବଡ଼ଗାଁ ଇଲେକ୍ଟ୍ରିକାଲ ସବ ଡିଭିଜନରେ କାର୍ଯ୍ୟରତ । ଜଣେ ଠିକାରେ ଚାକିରି କରୁଥିବା କର୍ମଚାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉକ୍ତ ଠିକା କର୍ମଚାରୀଙ୍କ ନାଁ ପ୍ରବୀଣ କୁଲ୍ଲୁ ବୋଲି ଜଣାପଡ଼ିଛି।  ଟଙ୍କା ନ ଦେଲେ ପ୍ରବୀଣଙ୍କୁ ଚାକିରିରୁ ବହିଷ୍କାର କରେଇଦେବା ନେଇ ଧମକ ଦେଇଥିଲେ ରଞ୍ଜନ । ପ୍ରବୀଣ ଆଜି ଟଙ୍କା ଦେବା ବେଳେ ସୁନ୍ଦରଗଡ଼ ଭିଜିଲାନ୍ସ ରଞ୍ଜନ କୁମାରଙ୍କୁ ମାଡ଼ି ବସିଛି। ଧରା ପଡିବା ପରେ ତାଙ୍କ କାର୍ଯ୍ୟାଳୟ, କ୍ବାଟର ଓ ରାଉରକେଲା ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।

https://www.thesakala.in/latest-odisha-news/sundargarh/vigilance-raid-when-junior-engineer-of-the-electrical-department-taking-bribes/article-28437
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର