ବଣଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ ୩ ଯୁବକ: ଜଣେ ଉଦ୍ଧାର, ୨ ନିଖୋଜ

The Sakala Picture
Published On

ଭୁବନେଶ୍ବର: ବଣଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ ୩ ଯୁବକ । ସୁନ୍ଦରଗଡ଼ କନକୁଣ୍ଡା ଇବ୍ ନଦୀରେ ଏଭଳି ଅଘଟଣ ଘଟିଛି। ଜଣେ ଉଦ୍ଧାର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ ଜଣ ନିଖୋଜ ରହିଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି।  କନାକୁଣ୍ଡାରେ ବଣଭୋଜି କରିବାକୁ ଯାଇଥିଲେ କିଛି ଯୁବକ। ନିଖୋଜ ଯୁବକ ଝାରସୁଗୁଡାର ହୋଇଥିବା ସୂଚନା ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

04 Jan 2023 By The Sakala

ବଣଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ ୩ ଯୁବକ: ଜଣେ ଉଦ୍ଧାର, ୨ ନିଖୋଜ

ଭୁବନେଶ୍ବର: ବଣଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ ୩ ଯୁବକ । ସୁନ୍ଦରଗଡ଼ କନକୁଣ୍ଡା ଇବ୍ ନଦୀରେ ଏଭଳି ଅଘଟଣ ଘଟିଛି। ଜଣେ ଉଦ୍ଧାର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ ଜଣ ନିଖୋଜ ରହିଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି।  କନାକୁଣ୍ଡାରେ ବଣଭୋଜି କରିବାକୁ ଯାଇଥିଲେ କିଛି ଯୁବକ। ନିଖୋଜ ଯୁବକ ଝାରସୁଗୁଡାର ହୋଇଥିବା ସୂଚନା ।

https://www.thesakala.in/latest-odisha-news/sundargarh/3-youths-drowned-in-the-river-after-going-out-for-a-picnic-1-rescued-2-missing/article-17879
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର