ଦଶମ ଶ୍ରେଣୀ ଛାତ୍ରକୁ ପଥରରେ ଛେଚି ହତ୍ୟା କଲେ ଆଉ ତିନି ସାଙ୍ଗ

The Sakala Picture
Published On

ରାଉରକେଲା: ପଥରରେ ଛେଚି ଛାତ୍ରକୁ ହତ୍ୟା । ରାଉରକେଲା ସହରର ହେକେଟ ରୋଡର ‌କଚରା ପୁଲିଆ ନିକଟରୁ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଵାଲୁଘାଟ ବସ୍ତିର ରୁଦ୍ର ପାଢୀ ବୋଲି ଜଣାପଡିଛି । ସେ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ର ଥିଲେ। ତିନି ଜଣ ସାଙ୍ଗ ମିଶି ରୁଦ୍ରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ତିନି ନାଵାଳକ ସାଙ୍ଗଙ୍କୁ ପୋଲିସ ଥାନାରେ […]

ରାଉରକେଲା: ପଥରରେ ଛେଚି ଛାତ୍ରକୁ ହତ୍ୟା । ରାଉରକେଲା ସହରର ହେକେଟ ରୋଡର ‌କଚରା ପୁଲିଆ ନିକଟରୁ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଵାଲୁଘାଟ ବସ୍ତିର ରୁଦ୍ର ପାଢୀ ବୋଲି ଜଣାପଡିଛି । ସେ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ର ଥିଲେ। ତିନି ଜଣ ସାଙ୍ଗ ମିଶି ରୁଦ୍ରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ତିନି ନାଵାଳକ ସାଙ୍ଗଙ୍କୁ ପୋଲିସ ଥାନାରେ ଅଟକ ରଖିଛି । ବୋତଲରେ ଭୁଷି ଓ ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ସୂଚନା ଅନୁସାରେ ହତ୍ୟାକାରୀ ଅଭିଯୁକ୍ତ ତିନି ଛାତ୍ର ରୁଦ୍ରର ସାଙ୍ଗ। ଗତ ଦୁଇ ଦିନ ତଳେ ସେମାନେ ରୁଦ୍ରଙ୍କୁ ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲେ। ରୁଦ୍ର ପାଖରେ ଟଙ୍କା ନ ଥିବାରୁ ଅରାଜି ହୋଇଥିଲା। ରୁଦ୍ରଙ୍କୁ ତିନି ଅଭିଯୁକ୍ତ ଛାତ୍ର କଲକରି ଉଦିତନଗର ଡାକିଥିଲେ। ରୁଦ୍ର ଘରକୁ ନ ଫେରିବାରୁ ପରିବାର ଲୋକ ରଘୁନାଥପାଲି ଥାନାରେ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ କଚଡ଼ା ପୁଲିଆ ନିକଟରେ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

26 Sep 2023 By The Sakala

ଦଶମ ଶ୍ରେଣୀ ଛାତ୍ରକୁ ପଥରରେ ଛେଚି ହତ୍ୟା କଲେ ଆଉ ତିନି ସାଙ୍ଗ

ରାଉରକେଲା: ପଥରରେ ଛେଚି ଛାତ୍ରକୁ ହତ୍ୟା । ରାଉରକେଲା ସହରର ହେକେଟ ରୋଡର ‌କଚରା ପୁଲିଆ ନିକଟରୁ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଵାଲୁଘାଟ ବସ୍ତିର ରୁଦ୍ର ପାଢୀ ବୋଲି ଜଣାପଡିଛି । ସେ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ର ଥିଲେ। ତିନି ଜଣ ସାଙ୍ଗ ମିଶି ରୁଦ୍ରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ତିନି ନାଵାଳକ ସାଙ୍ଗଙ୍କୁ ପୋଲିସ ଥାନାରେ ଅଟକ ରଖିଛି । ବୋତଲରେ ଭୁଷି ଓ ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ ହତ୍ୟାକାରୀ ଅଭିଯୁକ୍ତ ତିନି ଛାତ୍ର ରୁଦ୍ରର ସାଙ୍ଗ। ଗତ ଦୁଇ ଦିନ ତଳେ ସେମାନେ ରୁଦ୍ରଙ୍କୁ ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲେ। ରୁଦ୍ର ପାଖରେ ଟଙ୍କା ନ ଥିବାରୁ ଅରାଜି ହୋଇଥିଲା। ରୁଦ୍ରଙ୍କୁ ତିନି ଅଭିଯୁକ୍ତ ଛାତ୍ର କଲକରି ଉଦିତନଗର ଡାକିଥିଲେ। ରୁଦ୍ର ଘରକୁ ନ ଫେରିବାରୁ ପରିବାର ଲୋକ ରଘୁନାଥପାଲି ଥାନାରେ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ କଚଡ଼ା ପୁଲିଆ ନିକଟରେ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର