ପୁଣି ବାଗଚୀ ଦମ୍ପତିଙ୍କ ବଡ଼ ପଣ: ଓଡ଼ିଶା ପରେ ବେଙ୍ଗାଲୁରରେ ବିଶ୍ୱ ସ୍ତରୀୟ ହସ୍ପିଟାଲ ପାଇଁ ଦାନ କଲେ ୪୨୫କୋଟି

The Sakala Picture
Published On

ଭୁବନେଶ୍ୱର: ପୁଣି ବଡ ହୃଦୟ ଦେଖାଇଲେ ବାଗଚୀ ଦମ୍ପତି । ଓଡ଼ିଶା ପରେ ବେଙ୍ଗାଲୁରୁରେ ବାଗଚୀ ଦମ୍ପତିଙ୍କ ଚର୍ଚ୍ଚା । ବେଙ୍ଗାଲୁରୁରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପାଇଁ ପାର୍ଥସାରଥିଙ୍କ ସହ ୪୨୫କୋଟି ଟଙ୍କା ଦାନ କଲେ ସୁଶ୍ମିତା ବାଗଚୀ ଓ ସୁବ୍ରତ ବାଗଚୀ । ପାର୍ଥସାରଥିଙ୍କ ସହ ମିଶି ନିର୍ମାଣ କରିବେ ବିଶ୍ୱସ୍ତରୀୟ ଚିକିତ୍ସା ବିଜ୍ଞାନ ଗବେଷଣା କେନ୍ଦ୍ର । ମେଡିକାଲରେ ରହିବ ୮୦୦ ବେଡ ଏବଂ ହସ୍ପିଟାଲର ନାଁ ରହିବ ବାଗଚୀ-ପାର୍ଥସାରଥି ହସ୍ପିଟାଲ । ପୂର୍ବରୁ […]

ଭୁବନେଶ୍ୱର: ପୁଣି ବଡ ହୃଦୟ ଦେଖାଇଲେ ବାଗଚୀ ଦମ୍ପତି । ଓଡ଼ିଶା ପରେ ବେଙ୍ଗାଲୁରୁରେ ବାଗଚୀ ଦମ୍ପତିଙ୍କ ଚର୍ଚ୍ଚା । ବେଙ୍ଗାଲୁରୁରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପାଇଁ ପାର୍ଥସାରଥିଙ୍କ ସହ ୪୨୫କୋଟି ଟଙ୍କା ଦାନ କଲେ ସୁଶ୍ମିତା ବାଗଚୀ ଓ ସୁବ୍ରତ ବାଗଚୀ । ପାର୍ଥସାରଥିଙ୍କ ସହ ମିଶି ନିର୍ମାଣ କରିବେ ବିଶ୍ୱସ୍ତରୀୟ ଚିକିତ୍ସା ବିଜ୍ଞାନ ଗବେଷଣା କେନ୍ଦ୍ର । ମେଡିକାଲରେ ରହିବ ୮୦୦ ବେଡ ଏବଂ ହସ୍ପିଟାଲର ନାଁ ରହିବ ବାଗଚୀ-ପାର୍ଥସାରଥି ହସ୍ପିଟାଲ । ପୂର୍ବରୁ ବାଗଚୀ ଓଡିଶାରେ ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ ଓ ପାଲିଆଟିଭ୍ କେୟାର ସେଂଟର ପ୍ରତିଷ୍ଠା ପାଇଁ ୩୪୦ କୋଟି ଟଙ୍କା ଦାନ କରିଥିଲେ ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ଓଡ଼ିଶାର ଲୋକଙ୍କ କୋଭଡ ବିପତ୍ତି ବେଳେ ସତର୍କ ଏବଂ ସାବଧାନ କରାଇଥିବା ସୁବ୍ରତ ବାଗଚୀ, ଓ଼ଡିଶାରେ କ୍ୟାନସର ମେଡିକାଲ ନିର୍ମାଣ ପାଇଁ ପୂର୍ବରୁ ୩୪୦ କୋଟି ଟଙ୍କା ଦାନ କରିଥିଲେ । ଓଡିଶାରେ ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ ଓ ପାଲିଆଟିଭ୍ କେୟାର ସେଂଟର ପ୍ରତିଷ୍ଠା ପାଇଁ ଏହି ଅର୍ଥ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ଏବେ ପୁଣି ଥରେ ବାଗଚୀ ଦମ୍ପତିଙ୍କୁ ମିଳିଛି ବାହବା । ସଞ୍ଚିତ ଅର୍ଥରେ ନିର୍ମାଣ କରିବେ ବିଶ୍ୱ ସ୍ତରୀୟ ଗବେଷଣା କେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ନିଜେ ସୁସ୍ମିତା ବାଗଚୀ ।

14 Feb 2022 By The Sakala

ପୁଣି ବାଗଚୀ ଦମ୍ପତିଙ୍କ ବଡ଼ ପଣ: ଓଡ଼ିଶା ପରେ ବେଙ୍ଗାଲୁରରେ ବିଶ୍ୱ ସ୍ତରୀୟ ହସ୍ପିଟାଲ ପାଇଁ ଦାନ କଲେ ୪୨୫କୋଟି

ଭୁବନେଶ୍ୱର: ପୁଣି ବଡ ହୃଦୟ ଦେଖାଇଲେ ବାଗଚୀ ଦମ୍ପତି । ଓଡ଼ିଶା ପରେ ବେଙ୍ଗାଲୁରୁରେ ବାଗଚୀ ଦମ୍ପତିଙ୍କ ଚର୍ଚ୍ଚା । ବେଙ୍ଗାଲୁରୁରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପାଇଁ ପାର୍ଥସାରଥିଙ୍କ ସହ ୪୨୫କୋଟି ଟଙ୍କା ଦାନ କଲେ ସୁଶ୍ମିତା ବାଗଚୀ ଓ ସୁବ୍ରତ ବାଗଚୀ । ପାର୍ଥସାରଥିଙ୍କ ସହ ମିଶି ନିର୍ମାଣ କରିବେ ବିଶ୍ୱସ୍ତରୀୟ ଚିକିତ୍ସା ବିଜ୍ଞାନ ଗବେଷଣା କେନ୍ଦ୍ର । ମେଡିକାଲରେ ରହିବ ୮୦୦ ବେଡ ଏବଂ ହସ୍ପିଟାଲର ନାଁ ରହିବ ବାଗଚୀ-ପାର୍ଥସାରଥି ହସ୍ପିଟାଲ । ପୂର୍ବରୁ ବାଗଚୀ ଓଡିଶାରେ ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ ଓ ପାଲିଆଟିଭ୍ କେୟାର ସେଂଟର ପ୍ରତିଷ୍ଠା ପାଇଁ ୩୪୦ କୋଟି ଟଙ୍କା ଦାନ କରିଥିଲେ ।

ଓଡ଼ିଶାର ଲୋକଙ୍କ କୋଭଡ ବିପତ୍ତି ବେଳେ ସତର୍କ ଏବଂ ସାବଧାନ କରାଇଥିବା ସୁବ୍ରତ ବାଗଚୀ, ଓ଼ଡିଶାରେ କ୍ୟାନସର ମେଡିକାଲ ନିର୍ମାଣ ପାଇଁ ପୂର୍ବରୁ ୩୪୦ କୋଟି ଟଙ୍କା ଦାନ କରିଥିଲେ । ଓଡିଶାରେ ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ ଓ ପାଲିଆଟିଭ୍ କେୟାର ସେଂଟର ପ୍ରତିଷ୍ଠା ପାଇଁ ଏହି ଅର୍ଥ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ଏବେ ପୁଣି ଥରେ ବାଗଚୀ ଦମ୍ପତିଙ୍କୁ ମିଳିଛି ବାହବା । ସଞ୍ଚିତ ଅର୍ଥରେ ନିର୍ମାଣ କରିବେ ବିଶ୍ୱ ସ୍ତରୀୟ ଗବେଷଣା କେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ନିଜେ ସୁସ୍ମିତା ବାଗଚୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର