‘ସୁଭଦ୍ରା’ ଯୋଜନା: ଆବେଦନକୁ ନେଇ ଦୂର କରନ୍ତୁ ସନ୍ଦେହ, ଜାଣନ୍ତୁ ସଠିକ ଉତ୍ତର। ଦେଖନ୍ତୁ ଏହି ଭିଡିଓ…

The Sakala Picture
Published On

ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନା ପାଇଁ ଆରମ୍ଭ ହୋଇଛି ଆବେଦନ। ଏହି ଫର୍ମଟି ଅଙ୍ଗନବାଡି କେନ୍ଦ୍ର ବ୍ୟତୀତ ବ୍ଲକ୍ ଅଫିସ୍, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ମିଳୁଛି। ତା’ସହିତ ଫର୍ମ କେମିତି ପୂରଣ କରିବେ, ଆଉ କେଉଁ କେଉଁ ପ୍ରମାଣପତ୍ର ଦେଇ ଆବେଦନ କରିବେ ସେ ନେଇ ମଧ୍ୟ ସଚେତନ କରାଯାଉଛି। ଏହାରି ମଧ୍ୟରେ ‘ସୁଭଦ୍ରା’ ଯୋଜନାରେ ଆବେଦନକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଆସିଛି। ଯେମିତିକି- ବିବାହିତ ଝିଅ ଫର୍ମରେ ବାପାଙ୍କ ନାମ […]

ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନା ପାଇଁ ଆରମ୍ଭ ହୋଇଛି ଆବେଦନ। ଏହି ଫର୍ମଟି ଅଙ୍ଗନବାଡି କେନ୍ଦ୍ର ବ୍ୟତୀତ ବ୍ଲକ୍ ଅଫିସ୍, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ମିଳୁଛି। ତା’ସହିତ ଫର୍ମ କେମିତି ପୂରଣ କରିବେ, ଆଉ କେଉଁ କେଉଁ ପ୍ରମାଣପତ୍ର ଦେଇ ଆବେଦନ କରିବେ ସେ ନେଇ ମଧ୍ୟ ସଚେତନ କରାଯାଉଛି। ଏହାରି ମଧ୍ୟରେ ‘ସୁଭଦ୍ରା’ ଯୋଜନାରେ ଆବେଦନକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଆସିଛି। ଯେମିତିକି- ବିବାହିତ ଝିଅ ଫର୍ମରେ ବାପାଙ୍କ ନାମ ଲେଖିବ ନା ସ୍ବାମୀଙ୍କ ନାମ ଲେଖିବ । ଆଧାର କାର୍ଡରେ ମୋବାଇଲ ନମ୍ବର ସଂଯୋଗ ନ ଥିଲେ ଆବେଦନ କରିପାରିବେ କି ନାହିଁ। ଆକାଉଣ୍ଟ ନମ୍ବର ସହ ଆଧାର କାର୍ଡ ସଂଯୋଗ ନ ଥିଲେ ଟଙ୍କା ଆସିବ କି ନାହିଁ । ଏମିତି ଆହୁରି ଅନେକ ପ୍ରଶ୍ନ ସୋସିଆଲ ମିଡିଆରେ ଘୁରୁ ବୁଲୁଛି। ଏହାର ଉତ୍ତର ଜାଣିବା ପାଇଁ ଦେଖନ୍ତୁ ଆମର ଏହି ଭିଡିଓ…..

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

05 Sep 2024 By The Sakala

‘ସୁଭଦ୍ରା’ ଯୋଜନା: ଆବେଦନକୁ ନେଇ ଦୂର କରନ୍ତୁ ସନ୍ଦେହ, ଜାଣନ୍ତୁ ସଠିକ ଉତ୍ତର। ଦେଖନ୍ତୁ ଏହି ଭିଡିଓ…

ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନା ପାଇଁ ଆରମ୍ଭ ହୋଇଛି ଆବେଦନ। ଏହି ଫର୍ମଟି ଅଙ୍ଗନବାଡି କେନ୍ଦ୍ର ବ୍ୟତୀତ ବ୍ଲକ୍ ଅଫିସ୍, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ମିଳୁଛି। ତା’ସହିତ ଫର୍ମ କେମିତି ପୂରଣ କରିବେ, ଆଉ କେଉଁ କେଉଁ ପ୍ରମାଣପତ୍ର ଦେଇ ଆବେଦନ କରିବେ ସେ ନେଇ ମଧ୍ୟ ସଚେତନ କରାଯାଉଛି। ଏହାରି ମଧ୍ୟରେ ‘ସୁଭଦ୍ରା’ ଯୋଜନାରେ ଆବେଦନକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଆସିଛି। ଯେମିତିକି- ବିବାହିତ ଝିଅ ଫର୍ମରେ ବାପାଙ୍କ ନାମ ଲେଖିବ ନା ସ୍ବାମୀଙ୍କ ନାମ ଲେଖିବ । ଆଧାର କାର୍ଡରେ ମୋବାଇଲ ନମ୍ବର ସଂଯୋଗ ନ ଥିଲେ ଆବେଦନ କରିପାରିବେ କି ନାହିଁ। ଆକାଉଣ୍ଟ ନମ୍ବର ସହ ଆଧାର କାର୍ଡ ସଂଯୋଗ ନ ଥିଲେ ଟଙ୍କା ଆସିବ କି ନାହିଁ । ଏମିତି ଆହୁରି ଅନେକ ପ୍ରଶ୍ନ ସୋସିଆଲ ମିଡିଆରେ ଘୁରୁ ବୁଲୁଛି। ଏହାର ଉତ୍ତର ଜାଣିବା ପାଇଁ ଦେଖନ୍ତୁ ଆମର ଏହି ଭିଡିଓ…..

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର