ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋଟିପତି ସେକ୍ସନ ଅଫିସର ଗିରଫ

The Sakala Picture
Published On

ସୋନପୁର: ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଜାରି ରହିଛି କାର୍ଯ୍ୟାନୁଷ୍ଠାନ । ନୟାଗଡ ରଣପୁର ଆରଡି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଆୟ ବହିର୍ଭୂତ ମାମଲାରେ ଗିରଫ ହେବା ପରେ ସମାନ ଅଭିଯୋଗରେ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୋଇଥିବା କୋଟିପତି ସେକ୍ସନ ଅଫିସର ରମେଶ ପ୍ରସାଦ ନାଗଙ୍କୁ ମଧ୍ୟ ଗିରଫ କରାଯାଇଛି । ସୁବର୍ଣ୍ଣପୁର ଉପଜିଲ୍ଲାପାଳଙ୍କ ଅଫିସରେ ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଥିବା ରମେଶଙ୍କୁ ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଗିରଫ କରାଯାଇଛି । ଗୁରୁବାର […]

ସୋନପୁର: ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଜାରି ରହିଛି କାର୍ଯ୍ୟାନୁଷ୍ଠାନ । ନୟାଗଡ ରଣପୁର ଆରଡି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଆୟ ବହିର୍ଭୂତ ମାମଲାରେ ଗିରଫ ହେବା ପରେ ସମାନ ଅଭିଯୋଗରେ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୋଇଥିବା କୋଟିପତି ସେକ୍ସନ ଅଫିସର ରମେଶ ପ୍ରସାଦ ନାଗଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ସୁବର୍ଣ୍ଣପୁର ଉପଜିଲ୍ଲାପାଳଙ୍କ ଅଫିସରେ ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଥିବା ରମେଶଙ୍କୁ ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଗିରଫ କରାଯାଇଛି । ଗୁରୁବାର ରମେଶଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ତାଙ୍କ ନିକଟରୁ ପାଖାପାଖି ୧ କୋଟି ୩ ଲକ୍ଷ ଟଙ୍କାର ଆୟବହିର୍ଭୂତ ସଂପତ୍ତି ଠାବ ହୋଇଛି । ତାଙ୍କର ବଲାଙ୍ଗିରରେ ୨ଟି କୋଠା ରହିଛି । ଏହାଛଡା ବଲାଙ୍ଗୀରରେ ୩ଟି ପ୍ଲଟ ରହିଥିବା ବେଳେ ସୋନପୁରରେ ରହିଛି ଗୋଟିଏ ପ୍ଲଟ । ସୂଚନାନୁସାରେ, ରମେଶ ଦେବୋତ୍ତର ମ୍ୟାନେଜର ଭାବେ ଅତିରିକ୍ତି ଦାୟିତ୍ବ ମଧ୍ୟ ତୁଲାଉଥିଲେ। ଗୁରୁବାର ସକାଳୁ ତାଙ୍କ ବଲାଙ୍ଗୀର ଶାନ୍ତିପଡା ଓ ତାଲପାଲିପଡା ଘରେ ଚଢାଉ ଚାଲିଥିଲା । ସେହିପରି ସୋନପୁର ଅଫିସରେ ମଧ୍ୟ ଚଢାଉ ଚାଲିଥିଲା।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

19 Nov 2021 By The Sakala

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋଟିପତି ସେକ୍ସନ ଅଫିସର ଗିରଫ

ସୋନପୁର: ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଜାରି ରହିଛି କାର୍ଯ୍ୟାନୁଷ୍ଠାନ । ନୟାଗଡ ରଣପୁର ଆରଡି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଆୟ ବହିର୍ଭୂତ ମାମଲାରେ ଗିରଫ ହେବା ପରେ ସମାନ ଅଭିଯୋଗରେ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୋଇଥିବା କୋଟିପତି ସେକ୍ସନ ଅଫିସର ରମେଶ ପ୍ରସାଦ ନାଗଙ୍କୁ ମଧ୍ୟ ଗିରଫ କରାଯାଇଛି ।

ସୁବର୍ଣ୍ଣପୁର ଉପଜିଲ୍ଲାପାଳଙ୍କ ଅଫିସରେ ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଥିବା ରମେଶଙ୍କୁ ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଗିରଫ କରାଯାଇଛି । ଗୁରୁବାର ରମେଶଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ତାଙ୍କ ନିକଟରୁ ପାଖାପାଖି ୧ କୋଟି ୩ ଲକ୍ଷ ଟଙ୍କାର ଆୟବହିର୍ଭୂତ ସଂପତ୍ତି ଠାବ ହୋଇଛି । ତାଙ୍କର ବଲାଙ୍ଗିରରେ ୨ଟି କୋଠା ରହିଛି । ଏହାଛଡା ବଲାଙ୍ଗୀରରେ ୩ଟି ପ୍ଲଟ ରହିଥିବା ବେଳେ ସୋନପୁରରେ ରହିଛି ଗୋଟିଏ ପ୍ଲଟ । ସୂଚନାନୁସାରେ, ରମେଶ ଦେବୋତ୍ତର ମ୍ୟାନେଜର ଭାବେ ଅତିରିକ୍ତି ଦାୟିତ୍ବ ମଧ୍ୟ ତୁଲାଉଥିଲେ। ଗୁରୁବାର ସକାଳୁ ତାଙ୍କ ବଲାଙ୍ଗୀର ଶାନ୍ତିପଡା ଓ ତାଲପାଲିପଡା ଘରେ ଚଢାଉ ଚାଲିଥିଲା । ସେହିପରି ସୋନପୁର ଅଫିସରେ ମଧ୍ୟ ଚଢାଉ ଚାଲିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର