ଟ୍ରାକ୍ଟରକୁ ଧକ୍କା ଦେଲା ମିନିଟ୍ରକ, ୧୦ ଗୁରୁତର
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚେରୁପାଳି ଛକ ନିକଟରେ ସଡକ ଦୁର୍ଘଟଣା ଘଟିଛି। ଟ୍ରାକଟରକୁ ଏକ ମିନିଟ୍ରକ ପଛପଟୁ ଧକ୍କା ଦେଇଛି। ଫଳରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଡୁଙ୍ଗୁରିପାଲି ମେଡିକାଲରେ ଭର୍ତ୍ତି କରାଯାଇଛି।

09 Apr 2023
By The Sakala

⊕ https://www.thesakala.in/latest-odisha-news/subarnapur/minitruck-hits-tractor-10-serious-injured/article-20600