ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ASI, ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ

The Sakala Picture
Published On

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଏଏସଆଇ ବୁଦୁ ଭୋଇ। ଏକ ଦୁର୍ଘଟଣା ମାମଲାରେ ଜବତ ହୋଇଥିବା ମୋଟରସାଇକେଲକୁ ଛାଡିବା ପାଇଁ ଜଣେ ଅଭିଯୋଗକାରୀଙ୍କୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଏହି ଲାଞ୍ଚ ଟଙ୍କା ନେଉଥିବାବେଲେ ମାଡିବସିଥିଲା ଭିଜିଲାନ୍ସ। ଖବର ଅନୁଯାୟୀ, ଗତ ଏକ ମାସ ଧରି ଅଭିଯୋଗକାରୀ ଏଏସଆଇ ବୁଦୁ ଭାଇଙ୍କୁ ତାଙ୍କ ମୋଟରସାଇକେଲ ଛାଡିବା ପାଇଁ ଅନୁରୋଧ କରି ଆସୁଥିଲେ। କିନ୍ତୁ ବୁଦୁ ଭୋଇ ଏହାକୁ ଛାଡିବା ପାଇଁ ୬ […]

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଏଏସଆଇ ବୁଦୁ ଭୋଇ। ଏକ ଦୁର୍ଘଟଣା ମାମଲାରେ ଜବତ ହୋଇଥିବା ମୋଟରସାଇକେଲକୁ ଛାଡିବା ପାଇଁ ଜଣେ ଅଭିଯୋଗକାରୀଙ୍କୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଏହି ଲାଞ୍ଚ ଟଙ୍କା ନେଉଥିବାବେଲେ ମାଡିବସିଥିଲା ଭିଜିଲାନ୍ସ।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ଖବର ଅନୁଯାୟୀ, ଗତ ଏକ ମାସ ଧରି ଅଭିଯୋଗକାରୀ ଏଏସଆଇ ବୁଦୁ ଭାଇଙ୍କୁ ତାଙ୍କ ମୋଟରସାଇକେଲ ଛାଡିବା ପାଇଁ ଅନୁରୋଧ କରି ଆସୁଥିଲେ। କିନ୍ତୁ ବୁଦୁ ଭୋଇ ଏହାକୁ ଛାଡିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏହାପରେ ଅଭିଯୋଗକାରୀ ଜଣଙ୍କ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ  ଆଜି ଅଭିଯୋଗକାରୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅଭିଯୁକ୍ତ ଏଏସଆଇ ବୁଦୁ ଭୋଇଙ୍କୁ ଗିରଫ କରିଛି। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହାପରେ ତାଙ୍କର ଏକକାଳୀନ ୨ ସ୍ଥନାରେ ଚଢାଉ ଜାରି ରହିଥିବା ସୂଚନା ।

04 Feb 2025 By The Sakala

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ASI, ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଏଏସଆଇ ବୁଦୁ ଭୋଇ। ଏକ ଦୁର୍ଘଟଣା ମାମଲାରେ ଜବତ ହୋଇଥିବା ମୋଟରସାଇକେଲକୁ ଛାଡିବା ପାଇଁ ଜଣେ ଅଭିଯୋଗକାରୀଙ୍କୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଏହି ଲାଞ୍ଚ ଟଙ୍କା ନେଉଥିବାବେଲେ ମାଡିବସିଥିଲା ଭିଜିଲାନ୍ସ।

ଖବର ଅନୁଯାୟୀ, ଗତ ଏକ ମାସ ଧରି ଅଭିଯୋଗକାରୀ ଏଏସଆଇ ବୁଦୁ ଭାଇଙ୍କୁ ତାଙ୍କ ମୋଟରସାଇକେଲ ଛାଡିବା ପାଇଁ ଅନୁରୋଧ କରି ଆସୁଥିଲେ। କିନ୍ତୁ ବୁଦୁ ଭୋଇ ଏହାକୁ ଛାଡିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏହାପରେ ଅଭିଯୋଗକାରୀ ଜଣଙ୍କ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ  ଆଜି ଅଭିଯୋଗକାରୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅଭିଯୁକ୍ତ ଏଏସଆଇ ବୁଦୁ ଭୋଇଙ୍କୁ ଗିରଫ କରିଛି। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହାପରେ ତାଙ୍କର ଏକକାଳୀନ ୨ ସ୍ଥନାରେ ଚଢାଉ ଜାରି ରହିଥିବା ସୂଚନା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର