କ୍ରିକେଟ ମ୍ୟାଚ୍ ଖେଳୁଥିବା ବେଳେ ପଡ଼ିଆରେ ଟଳି ପଡିଲେ ଛାତ୍ର

The Sakala Picture
Published On

ନିମାପଡ଼ା: କ୍ରିକେଟ ମ୍ୟାଚ୍ ଖେଳୁଥିବା ବେଳେ ପଡ଼ିଆରେ ଟଳି ପଡିଲେ ଛାତ୍ର । ନିମାପଡ଼ା ଅଞ୍ଚଳର ଏକ ଘରୋଇ କଲେଜ ଛାତ୍ରଙ୍କ ଦ୍ଵାରା ଆୟୋଜିତ ବନ୍ଧୁତ୍ଵ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଚାଲିଥିବା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ବ୍ରହ୍ମଗିରି ଯଦୁପୁର ଅଞ୍ଚଳର ଓମ୍ ପ୍ରସାଦ ଜେନା(୨୨)। ସୂଚନା ଅନୁସାରେ, ନିମାପଡ଼ା ଅଞ୍ଚଳର ଏକ ଘରୋଇ କଲେଜ ଛାତ୍ରଙ୍କ ଦ୍ଵାରା ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଆୟୋଜିତ ହୋଇଥିଲା। କ୍ରିକେଟ ମ୍ୟାଚ ଚାଲିଥିବା ବେଳେ […]

ନିମାପଡ଼ା: କ୍ରିକେଟ ମ୍ୟାଚ୍ ଖେଳୁଥିବା ବେଳେ ପଡ଼ିଆରେ ଟଳି ପଡିଲେ ଛାତ୍ର । ନିମାପଡ଼ା ଅଞ୍ଚଳର ଏକ ଘରୋଇ କଲେଜ ଛାତ୍ରଙ୍କ ଦ୍ଵାରା ଆୟୋଜିତ ବନ୍ଧୁତ୍ଵ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଚାଲିଥିବା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ବ୍ରହ୍ମଗିରି ଯଦୁପୁର ଅଞ୍ଚଳର ଓମ୍ ପ୍ରସାଦ ଜେନା(୨୨)।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ସୂଚନା ଅନୁସାରେ, ନିମାପଡ଼ା ଅଞ୍ଚଳର ଏକ ଘରୋଇ କଲେଜ ଛାତ୍ରଙ୍କ ଦ୍ଵାରା ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଆୟୋଜିତ ହୋଇଥିଲା। କ୍ରିକେଟ ମ୍ୟାଚ ଚାଲିଥିବା ବେଳେ ହଠାତ ଖେଳ ପଡିଆରେ ବ୍ରହ୍ମଗିରି ଯଦୁପୁର ଅଞ୍ଚଳର ଓମ୍ ପ୍ରସାଦ ଜେନା ଟଳି ପଡିଥିଲେ। ତୁରନ୍ତ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

03 Dec 2024 By The Sakala

କ୍ରିକେଟ ମ୍ୟାଚ୍ ଖେଳୁଥିବା ବେଳେ ପଡ଼ିଆରେ ଟଳି ପଡିଲେ ଛାତ୍ର

ନିମାପଡ଼ା: କ୍ରିକେଟ ମ୍ୟାଚ୍ ଖେଳୁଥିବା ବେଳେ ପଡ଼ିଆରେ ଟଳି ପଡିଲେ ଛାତ୍ର । ନିମାପଡ଼ା ଅଞ୍ଚଳର ଏକ ଘରୋଇ କଲେଜ ଛାତ୍ରଙ୍କ ଦ୍ଵାରା ଆୟୋଜିତ ବନ୍ଧୁତ୍ଵ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଚାଲିଥିବା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ବ୍ରହ୍ମଗିରି ଯଦୁପୁର ଅଞ୍ଚଳର ଓମ୍ ପ୍ରସାଦ ଜେନା(୨୨)।

ସୂଚନା ଅନୁସାରେ, ନିମାପଡ଼ା ଅଞ୍ଚଳର ଏକ ଘରୋଇ କଲେଜ ଛାତ୍ରଙ୍କ ଦ୍ଵାରା ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଆୟୋଜିତ ହୋଇଥିଲା। କ୍ରିକେଟ ମ୍ୟାଚ ଚାଲିଥିବା ବେଳେ ହଠାତ ଖେଳ ପଡିଆରେ ବ୍ରହ୍ମଗିରି ଯଦୁପୁର ଅଞ୍ଚଳର ଓମ୍ ପ୍ରସାଦ ଜେନା ଟଳି ପଡିଥିଲେ। ତୁରନ୍ତ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର