ଫେଲ୍ ମାରିଲା ମାଇଲେଜ୍ ରାଜନୀତି: ବିଜେପି ସଭାରେ ହଟହଟା ହେଲେ ବିଜେପି ସାଂସଦ ବସନ୍ତ ପଣ୍ଡା

The Sakala Picture
Published On

ଧର୍ମଗଡ଼: ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କୁ ମହାଲିଙ୍ଗବାସୀ ତୀବ୍ର ବିରୋଧ । ଫେଲ୍ ମାରିଲା ବିଜେପିର ମାଇଲେଜ୍ ରାଜନୀତି । ବିଜେପି ସଭାରେ ହଟହଟା ହୋଇଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା । ଅପ୍ରସଙ୍ଗକୁ ସବୁବେଳେ ପ୍ରସଙ୍ଗ କରୁଥିବା ବିଜେପିକୁ ପୁଣିଥରେ ହିନସ୍ତା ହେବାକୁ ପଡିଛି । କଳାହାଣ୍ଡି ସାଂସଦଙ୍କୁ ଅଞ୍ଚଳରେ ପୂରାଇ ଦେଲେନି ଲୋକ । ନିର୍ବାଚନ ଜିତିବାର ଏତେଦିନ ପରେ କଳାହାଣ୍ଡି ଯାଇଥିବାରୁ ପ୍ରଶ୍ନବାଣରେ ଘେରିଲେ ଜନସାଧାରଣ । ଏତେ ଦିନ କେଉଁଠି ଥିଲ ବୋଲି […]

ଧର୍ମଗଡ଼: ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କୁ ମହାଲିଙ୍ଗବାସୀ ତୀବ୍ର ବିରୋଧ । ଫେଲ୍ ମାରିଲା ବିଜେପିର ମାଇଲେଜ୍ ରାଜନୀତି । ବିଜେପି ସଭାରେ ହଟହଟା ହୋଇଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା । ଅପ୍ରସଙ୍ଗକୁ ସବୁବେଳେ ପ୍ରସଙ୍ଗ କରୁଥିବା ବିଜେପିକୁ ପୁଣିଥରେ ହିନସ୍ତା ହେବାକୁ ପଡିଛି । କଳାହାଣ୍ଡି ସାଂସଦଙ୍କୁ ଅଞ୍ଚଳରେ ପୂରାଇ ଦେଲେନି ଲୋକ । ନିର୍ବାଚନ ଜିତିବାର ଏତେଦିନ ପରେ କଳାହାଣ୍ଡି ଯାଇଥିବାରୁ ପ୍ରଶ୍ନବାଣରେ ଘେରିଲେ ଜନସାଧାରଣ । ଏତେ ଦିନ କେଉଁଠି ଥିଲ ବୋଲି ପ୍ରଶ୍ନ କରିଛନ୍ତି ମହାଲିଙ୍ଗବାସୀ ।

ଆହୁରି ପଢ଼ନ୍ତୁ: ଯାଞ୍ଚ ବେଳେ ଗାଡ଼ିରୁ ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ, ଦୁଇ ଗିରଫ

୨୦୧୯ ନିର୍ବାଚନ ଜିତିବା ପେର ଅଞ୍ଚଳରେ ବିକାଶ ଓ ଶିକ୍ଷାର ଉନ୍ନତି ପାଇଁ କିଛିବି କରିନାହାନ୍ତି । କିନ୍ତୁ ମହାଲିଙ୍ଗ କଲେଜକୁ ବଦନାମ କରିବାକୁ ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ବିଜେପି ନେତା । ଏଭଳି ପ୍ରଶ୍ନରେ ଉତକ୍ଷୀପ୍ତ ହୋଇ ବସନ୍ତ ପଣ୍ଡା ସ୍ଥାନୀୟ ଲୋକଙ୍କ ସହ ଯୁକ୍ତିତର୍କ କରିଥିଲେ । ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାକୁ ମହାଲିଙ୍ଗ ଅଞ୍ଚଳର ଲୋକ ତୀବ୍ର ବିରୋଧ କରିଛନ୍ତି । ଗତକାଲି ଏକ ଭିଡିଓ ବାର୍ତ୍ତା ଜାରି କରି ମମିତାଙ୍କ ପରିବାର ଏହାକୁ ନେଇ ରାଜନୀତି ନକରିବାକୁ ଅନୁରୋଧ କରିଥିଲେ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

ମମିତା ଜଣେ ଭଲ ଝିଅ ଥିଲେ । ଏବଂ ମୃତ୍ୟୁକୁ ନେଇ ତାଙ୍କର ଚରିତ୍ର ସଂହାର କରାନଯାଉ । ପୋଲିସ ସଠିକ ଦିଗରେ ତଦନ୍ତ କରୁଛି । ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ଫାଷ୍ଟ୍ରାକ୍ କୋର୍ଟରେ ବିଚାର କାରଯାଇ ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବା ବୋଲି ଉତ୍ତରାଞ୍ଚଳ ଡିଆଇଜି କହିବା ପରେ ପରିବାର ପକ୍ଷରୁ ରାଜନୀତି ନକରିବାକୁ ସବୁ ରାଜନୈତିକ ଦଳକୁ ଅନୁରୋଧ କରାଯାଇଥିଲା । ତଥାପି ବ୍ୟକ୍ତିଗତ ସ୍ୱାର୍ଥ ଓ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି କଳାହାଣ୍ଡି ସାଂସଦ ମହାଲିଙ୍ଗରେ ଯେଉଁଭଳି ଆଚରଣ କଲେ ତାକୁ ବିଭିନ୍ନ ଅଞ୍ଚଳରେ ନିନ୍ଦା କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

07 Nov 2021 By The Sakala

ଫେଲ୍ ମାରିଲା ମାଇଲେଜ୍ ରାଜନୀତି: ବିଜେପି ସଭାରେ ହଟହଟା ହେଲେ ବିଜେପି ସାଂସଦ ବସନ୍ତ ପଣ୍ଡା

ଧର୍ମଗଡ଼: ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କୁ ମହାଲିଙ୍ଗବାସୀ ତୀବ୍ର ବିରୋଧ । ଫେଲ୍ ମାରିଲା ବିଜେପିର ମାଇଲେଜ୍ ରାଜନୀତି । ବିଜେପି ସଭାରେ ହଟହଟା ହୋଇଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା । ଅପ୍ରସଙ୍ଗକୁ ସବୁବେଳେ ପ୍ରସଙ୍ଗ କରୁଥିବା ବିଜେପିକୁ ପୁଣିଥରେ ହିନସ୍ତା ହେବାକୁ ପଡିଛି । କଳାହାଣ୍ଡି ସାଂସଦଙ୍କୁ ଅଞ୍ଚଳରେ ପୂରାଇ ଦେଲେନି ଲୋକ । ନିର୍ବାଚନ ଜିତିବାର ଏତେଦିନ ପରେ କଳାହାଣ୍ଡି ଯାଇଥିବାରୁ ପ୍ରଶ୍ନବାଣରେ ଘେରିଲେ ଜନସାଧାରଣ । ଏତେ ଦିନ କେଉଁଠି ଥିଲ ବୋଲି ପ୍ରଶ୍ନ କରିଛନ୍ତି ମହାଲିଙ୍ଗବାସୀ ।

୨୦୧୯ ନିର୍ବାଚନ ଜିତିବା ପେର ଅଞ୍ଚଳରେ ବିକାଶ ଓ ଶିକ୍ଷାର ଉନ୍ନତି ପାଇଁ କିଛିବି କରିନାହାନ୍ତି । କିନ୍ତୁ ମହାଲିଙ୍ଗ କଲେଜକୁ ବଦନାମ କରିବାକୁ ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ବିଜେପି ନେତା । ଏଭଳି ପ୍ରଶ୍ନରେ ଉତକ୍ଷୀପ୍ତ ହୋଇ ବସନ୍ତ ପଣ୍ଡା ସ୍ଥାନୀୟ ଲୋକଙ୍କ ସହ ଯୁକ୍ତିତର୍କ କରିଥିଲେ । ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାକୁ ମହାଲିଙ୍ଗ ଅଞ୍ଚଳର ଲୋକ ତୀବ୍ର ବିରୋଧ କରିଛନ୍ତି । ଗତକାଲି ଏକ ଭିଡିଓ ବାର୍ତ୍ତା ଜାରି କରି ମମିତାଙ୍କ ପରିବାର ଏହାକୁ ନେଇ ରାଜନୀତି ନକରିବାକୁ ଅନୁରୋଧ କରିଥିଲେ ।

ମମିତା ଜଣେ ଭଲ ଝିଅ ଥିଲେ । ଏବଂ ମୃତ୍ୟୁକୁ ନେଇ ତାଙ୍କର ଚରିତ୍ର ସଂହାର କରାନଯାଉ । ପୋଲିସ ସଠିକ ଦିଗରେ ତଦନ୍ତ କରୁଛି । ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ଫାଷ୍ଟ୍ରାକ୍ କୋର୍ଟରେ ବିଚାର କାରଯାଇ ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବା ବୋଲି ଉତ୍ତରାଞ୍ଚଳ ଡିଆଇଜି କହିବା ପରେ ପରିବାର ପକ୍ଷରୁ ରାଜନୀତି ନକରିବାକୁ ସବୁ ରାଜନୈତିକ ଦଳକୁ ଅନୁରୋଧ କରାଯାଇଥିଲା । ତଥାପି ବ୍ୟକ୍ତିଗତ ସ୍ୱାର୍ଥ ଓ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି କଳାହାଣ୍ଡି ସାଂସଦ ମହାଲିଙ୍ଗରେ ଯେଉଁଭଳି ଆଚରଣ କଲେ ତାକୁ ବିଭିନ୍ନ ଅଞ୍ଚଳରେ ନିନ୍ଦା କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର