ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ହୋଲି ଖେଳିବା ନେଇ ଲାଗିଲା କଟକଣା: ନିୟମ ନମାନିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ। କିଛି ଦିନ ପରେ ହଠାତ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ଦୁଇ ଦିନ ହେବ ଲଗାତର ୨୦୦ ଶହ ଉପରେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ପୁଣିଥରେ କରୋନା ଚିନ୍ତା ବଢାଇଥିବା ବେଳେ ଆଗକୁ ଆସୁଥିବା ରଙ୍ଗର ପର୍ବ ହୋଲି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ହୋଲି କଟକଣାକୁ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ନିୟମ ଭାଙ୍ଗି […]

ଭୁବନେଶ୍ବର : ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ। କିଛି ଦିନ ପରେ ହଠାତ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ଦୁଇ ଦିନ ହେବ ଲଗାତର ୨୦୦ ଶହ ଉପରେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ପୁଣିଥରେ କରୋନା ଚିନ୍ତା ବଢାଇଥିବା ବେଳେ ଆଗକୁ ଆସୁଥିବା ରଙ୍ଗର ପର୍ବ ହୋଲି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ହୋଲି କଟକଣାକୁ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ନିୟମ ଭାଙ୍ଗି ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ ହେବ । ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ହୋଲି ଖେଳନ୍ତୁ । କମିଶନରେଟ୍ ପୁଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ହୋଲି ନାଁରେ ପ୍ରୋସେସନ ନ କରିବାକୁ ଟ୍ୱିନସିଟିବାସୀଙ୍କୁ ପରାମର୍ଶ ଦିଆଯାଇଛି । ଅତି କମ ସଂଖ୍ୟକ ଲୋକଙ୍କୁ ନେଇ ହୋଲି ଖେଳନ୍ତୁ। ସଂକ୍ରମଣ ବଢୁଥିବାରୁ ସଚେତନ କରୁଛୁ, ଏବେ କାର୍ଯ୍ୟାନୁଷ୍ଠାନ ହେବ । ଅମାନିଆଙ୍କ ଉପରେ ପୁଲିସ ନଜର ରଖିଛି । ପ୍ରଥମେ ଯେମିତି ସହଯୋଗ କରୁଥିଲେ, ସେମିତି ସହଯୋଗ ପାଇଁ ନିବେଦନ କରିଛନ୍ତି ପୁଲିସ କମିଶନର ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜରେ ଲଜ୍ଜ୍ୟା; ନାବାଳିକାକୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ, ୩ ଅଟକ

26 Mar 2021 By The Sakala

ହୋଲି ଖେଳିବା ନେଇ ଲାଗିଲା କଟକଣା: ନିୟମ ନମାନିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ। କିଛି ଦିନ ପରେ ହଠାତ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ଦୁଇ ଦିନ ହେବ ଲଗାତର ୨୦୦ ଶହ ଉପରେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ପୁଣିଥରେ କରୋନା ଚିନ୍ତା ବଢାଇଥିବା ବେଳେ ଆଗକୁ ଆସୁଥିବା ରଙ୍ଗର ପର୍ବ ହୋଲି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି।

ହୋଲି କଟକଣାକୁ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ନିୟମ ଭାଙ୍ଗି ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ ହେବ । ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ହୋଲି ଖେଳନ୍ତୁ । କମିଶନରେଟ୍ ପୁଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ହୋଲି ନାଁରେ ପ୍ରୋସେସନ ନ କରିବାକୁ ଟ୍ୱିନସିଟିବାସୀଙ୍କୁ ପରାମର୍ଶ ଦିଆଯାଇଛି । ଅତି କମ ସଂଖ୍ୟକ ଲୋକଙ୍କୁ ନେଇ ହୋଲି ଖେଳନ୍ତୁ। ସଂକ୍ରମଣ ବଢୁଥିବାରୁ ସଚେତନ କରୁଛୁ, ଏବେ କାର୍ଯ୍ୟାନୁଷ୍ଠାନ ହେବ । ଅମାନିଆଙ୍କ ଉପରେ ପୁଲିସ ନଜର ରଖିଛି । ପ୍ରଥମେ ଯେମିତି ସହଯୋଗ କରୁଥିଲେ, ସେମିତି ସହଯୋଗ ପାଇଁ ନିବେଦନ କରିଛନ୍ତି ପୁଲିସ କମିଶନର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର