ବଜାରରେ କାହିଁକି ବୁଲୁଛୁ ପଚାରିବାରୁ ପୋଲିସ ବାବୁଙ୍କୁ ଆକ୍ରମଣ

The Sakala Picture
Published On

ସଟଡାଉନରେ ମାସ୍କ କାହିଁକି ପିନ୍ଧିନ ପଚାରିବାରୁ ପୋଲିସ ଉପରକୁ ଆକ୍ରମଣ କଲା ବୁଲା ବିକାଳୀ । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବଳଙ୍ଗା ବଜାରରେ ।  ସୂଚନା ଅନୁଯାୟୀ ରବିବାର ସକାଳ ସମୟରେ ବଳଙ୍ଗା ପୋଲିସ ପକ୍ଷରୁ ବଳଙ୍ଗା ବଜାର ପ୍ରବେଶ ପଥ ଠାରେ ମାସ୍କ ଚେକିଂ ସହ ସଟଡାଉନ ପାଇଁ କଡାକଡ଼ି ଚେକିଂ ଚାଲିଥିଲା । ସେହି ସମୟରେ ବଳଙ୍ଗା ବଜାରର ଅଜୟ ପ୍ରଧାନ ନାମକ ଜଣେ ଯୁବକ ସାଇକେଲରେ ଏକ […]

ସଟଡାଉନରେ ମାସ୍କ କାହିଁକି ପିନ୍ଧିନ ପଚାରିବାରୁ ପୋଲିସ ଉପରକୁ ଆକ୍ରମଣ କଲା ବୁଲା ବିକାଳୀ । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବଳଙ୍ଗା ବଜାରରେ ।  ସୂଚନା ଅନୁଯାୟୀ ରବିବାର ସକାଳ ସମୟରେ ବଳଙ୍ଗା ପୋଲିସ ପକ୍ଷରୁ ବଳଙ୍ଗା ବଜାର ପ୍ରବେଶ ପଥ ଠାରେ ମାସ୍କ ଚେକିଂ ସହ ସଟଡାଉନ ପାଇଁ କଡାକଡ଼ି ଚେକିଂ ଚାଲିଥିଲା ।

ଆହୁରି ପଢ଼ନ୍ତୁ: ଦଳର ବିଧାୟକ ପ୍ରାର୍ଥୀଙ୍କ ସହ ନବୀନଙ୍କ ବୈଠକ: ଏସ୍‌ଆଇଆର୍‌ ସମୟରେ ସତର୍କ ଓ ସଜାଗ ରହିବାକୁ ପରାମର୍ଶ

ସେହି ସମୟରେ ବଳଙ୍ଗା ବଜାରର ଅଜୟ ପ୍ରଧାନ ନାମକ ଜଣେ ଯୁବକ ସାଇକେଲରେ ଏକ କଦଳୀ କାନ୍ଦି ଧରି ବିନା ମାସ୍କରେ ଆସୁଥିଲେ । ପୋଲିସ ତାଙ୍କୁ ଅଟକାଇ ସଟଡାଉନ ସମୟରେ କୁଆଡେ ଯାଉଛ ବୋଲି ପଚାରିବାରୁ ପୋଲିସ ସହ ଯୁକ୍ତିତର୍କ କରିବା ସହ ପାଖରେ ଥିବା ଏକ ଧାରୁଆ ଅସ୍ତ୍ରରେ ଯୁବକ ଜଣକ ପୋଲିସକୁ ଆକ୍ରମଣ କରିଥିଲା ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ଛଉ ନୃତ୍ୟଗୁରୁ ପାଗୁଲୁ ଜେନାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ପରେ ଅନ୍ୟ ପୋଲିସ କର୍ମଚାରୀ ମିଶି ଯୁବକ ଜଣକୁ କାବୁ କରିଥିଲେ । ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇ ଥିବା ବେଳେ ଆକ୍ରମଣ କରିଥିବା ଯୁବକକୁ ବଳଙ୍ଗା ପୋଲିସ ଗିରଫ କରିଛି । ପୂର୍ଵରୁ ମଧ୍ୟ ୨୦୧୪ ମସିହାରେ ଯୁବକ ଜଣକ ସେହି ଥାନାର ଜଣେ ASI ଙ୍କୁ ଆକ୍ରମଣ କରିଥିବା ବଳଙ୍ଗା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଫେରାର୍‌ ପ୍ରେମିକ ମୟୂରଭଞ୍ଜରୁ ଗିରଫ

09 May 2021 By The Sakala

ବଜାରରେ କାହିଁକି ବୁଲୁଛୁ ପଚାରିବାରୁ ପୋଲିସ ବାବୁଙ୍କୁ ଆକ୍ରମଣ

ସଟଡାଉନରେ ମାସ୍କ କାହିଁକି ପିନ୍ଧିନ ପଚାରିବାରୁ ପୋଲିସ ଉପରକୁ ଆକ୍ରମଣ କଲା ବୁଲା ବିକାଳୀ । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବଳଙ୍ଗା ବଜାରରେ ।  ସୂଚନା ଅନୁଯାୟୀ ରବିବାର ସକାଳ ସମୟରେ ବଳଙ୍ଗା ପୋଲିସ ପକ୍ଷରୁ ବଳଙ୍ଗା ବଜାର ପ୍ରବେଶ ପଥ ଠାରେ ମାସ୍କ ଚେକିଂ ସହ ସଟଡାଉନ ପାଇଁ କଡାକଡ଼ି ଚେକିଂ ଚାଲିଥିଲା ।

ସେହି ସମୟରେ ବଳଙ୍ଗା ବଜାରର ଅଜୟ ପ୍ରଧାନ ନାମକ ଜଣେ ଯୁବକ ସାଇକେଲରେ ଏକ କଦଳୀ କାନ୍ଦି ଧରି ବିନା ମାସ୍କରେ ଆସୁଥିଲେ । ପୋଲିସ ତାଙ୍କୁ ଅଟକାଇ ସଟଡାଉନ ସମୟରେ କୁଆଡେ ଯାଉଛ ବୋଲି ପଚାରିବାରୁ ପୋଲିସ ସହ ଯୁକ୍ତିତର୍କ କରିବା ସହ ପାଖରେ ଥିବା ଏକ ଧାରୁଆ ଅସ୍ତ୍ରରେ ଯୁବକ ଜଣକ ପୋଲିସକୁ ଆକ୍ରମଣ କରିଥିଲା ।

ପରେ ଅନ୍ୟ ପୋଲିସ କର୍ମଚାରୀ ମିଶି ଯୁବକ ଜଣକୁ କାବୁ କରିଥିଲେ । ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇ ଥିବା ବେଳେ ଆକ୍ରମଣ କରିଥିବା ଯୁବକକୁ ବଳଙ୍ଗା ପୋଲିସ ଗିରଫ କରିଛି । ପୂର୍ଵରୁ ମଧ୍ୟ ୨୦୧୪ ମସିହାରେ ଯୁବକ ଜଣକ ସେହି ଥାନାର ଜଣେ ASI ଙ୍କୁ ଆକ୍ରମଣ କରିଥିବା ବଳଙ୍ଗା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର