ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ
ଭୁବନେଶ୍ବର: ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ। ବିଜେପି ରାଜ୍ୟ ସଭାପତି ଚୟନ ବିଳମ୍ୱ ନେଇ ବର୍ଷିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ପାଟିରେ ଯେଉଁ ମାନେ ନିଷ୍ପତ୍ତି ନେଉଛନ୍ତି ତାହା ଭିତରେ ମୁଁ ନାହିଁ ବୋଲି ସେ କହିଛନ୍ତି। ବିଜେପିକୁ ବିଧାୟକ ଦରକାର ନାହିଁ। ବିଜେପି ପ୍ରବକ୍ତା ଏ ବିଷୟରେ କହିବେ। ପାଟିକୁ କେବଳ କାର୍ଯ୍ୟକର୍ତ୍ତା ଦରକାର। ବରିଷ୍ଠରେ କି ମୂଲ୍ୟ ଅଛି ବୋଲି ସେ କହିଛନ୍ତି। ମତେ ପାଟି ବିଷୟରେ […]
ଭୁବନେଶ୍ବର: ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ। ବିଜେପି ରାଜ୍ୟ ସଭାପତି ଚୟନ ବିଳମ୍ୱ ନେଇ ବର୍ଷିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ପାଟିରେ ଯେଉଁ ମାନେ ନିଷ୍ପତ୍ତି ନେଉଛନ୍ତି ତାହା ଭିତରେ ମୁଁ ନାହିଁ ବୋଲି ସେ କହିଛନ୍ତି। ବିଜେପିକୁ ବିଧାୟକ ଦରକାର ନାହିଁ। ବିଜେପି ପ୍ରବକ୍ତା ଏ ବିଷୟରେ କହିବେ। ପାଟିକୁ କେବଳ କାର୍ଯ୍ୟକର୍ତ୍ତା ଦରକାର। ବରିଷ୍ଠରେ କି ମୂଲ୍ୟ ଅଛି ବୋଲି ସେ କହିଛନ୍ତି। ମତେ ପାଟି ବିଷୟରେ କିଛି ପଚାରନା ବୋଲି ଜୟ ନାରାୟ କହିଛନ୍ତି।