ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ: ୧୭ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ୧୭ଟି ପ୍ରସ୍ତାବରେ କ୍ଯାବିନେଟ ମୋହର ବାଜିଛି। ଓଡ଼ିଶା ଆଇିଟି ପଲିସି ପ୍ରସ୍ତାବକୁ କ୍ଯାବିନେଟ ମଞ୍ଜୁରୀ ମିଳିଛି । ଲୋକାୟୁକ୍ତ ରିପୋର୍ଟ ୨୦୨୧, ଓଡ଼ିଶା ମୋବାଇଲ ଟାୱାର, OFC, ଟେଲିକମ ଭିତ୍ତିଭୂମି ନୀତି ୨୧୦୭ରେ ସଂଶୋଧନକୁ କ୍ଯାବିନେଟ ମୋହର ବାଜିଛି। ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇଦେବାରକୁ ସରକାର ପ୍ରାଥମିକତା ଦେଇଛନ୍ତି। JJM  ଯୋଜନାରେ କୋରାପୁଟରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ୧୭ଟି ପ୍ରସ୍ତାବରେ କ୍ଯାବିନେଟ ମୋହର ବାଜିଛି। ଓଡ଼ିଶା ଆଇିଟି ପଲିସି ପ୍ରସ୍ତାବକୁ କ୍ଯାବିନେଟ ମଞ୍ଜୁରୀ ମିଳିଛି । ଲୋକାୟୁକ୍ତ ରିପୋର୍ଟ ୨୦୨୧, ଓଡ଼ିଶା ମୋବାଇଲ ଟାୱାର, OFC, ଟେଲିକମ ଭିତ୍ତିଭୂମି ନୀତି ୨୧୦୭ରେ ସଂଶୋଧନକୁ କ୍ଯାବିନେଟ ମୋହର ବାଜିଛି। ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇଦେବାରକୁ ସରକାର ପ୍ରାଥମିକତା ଦେଇଛନ୍ତି। JJM  ଯୋଜନାରେ କୋରାପୁଟରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କ୍ଯାବନେଟ ଅନୁମୋଦନ ମିଳିଛି। ନୂତନ ରାଜ୍ଯ କ୍ଷେତ୍ର ଯୋଜନାକୁ ଅନୁମୋଦନ। ମନରେଗା ଯୋଜନାରେ ରାଜ୍ଯ ସହାୟତାକୁ ମଧ୍ଯ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏ ନେଇ ଗୃଗରେ ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିସହ ପୁରୀ ବାସେଳୀସାହି ଧର୍ମଶାଳା  ପ୍ରକଳ୍ପକୁ ମଧ୍ଯ କ୍ଯାବିନେଟ ମଞ୍ଜୁରୀ ମିଳିଛି। ରାଜ୍ଯ ସରକାରଙ୍କ ଅବଢା ଯୋଜନାରେ ଏହି ଧର୍ମଶାଳା ନିର୍ମାଣ ହେବ। ପାଇକ ସ୍ମାରକୀ ପାଇଁ ୯.୬୮ ଏକର ଜମି  ଯୋଗାଇ ଦେଇଛନ୍ତି ରାଜ୍ଯସରକାର।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର