ସୁବର୍ଣ୍ଣରେଖା ସିଷ୍ଟମରେ ବଡ ବନ୍ୟା ଆଶଙ୍କା, ୨ ଜିଲ୍ଲାକୁ ଆଲର୍ଟ କଲେ ଏସଆରସି

The Sakala Picture
Published On

ଭୁବନେଶ୍ବର: ସୁବର୍ଣ୍ଣରେଖା ସିଷ୍ଟମରେ ବଡ ବନ୍ୟା ଆଶଙ୍କା କରାଯାଉଛି। ଝାଡଖଣ୍ଡ ଗାଲୁଡିହ ବ୍ଯାରେଜରୁ ଅଧିକ ପାଣି ଛଡାଯାଇଛି। ରାତି ୮ଟାରେ ୧୪ଟି ଗେଟ୍ ଦେଇ ସାଢେ ୩ଲକ୍ଷ କ୍ଯୁସେକ ଜଳ ଛାଡିଛି। ଏହାରି ପ୍ରଭାବରେ ସୁବର୍ଣ୍ଣରେଖା ସିଷ୍ଟମରେ ବଡ ବନ୍ୟା ଆଶଙ୍କା କରାଯାଉଛି। ଏ ନେଇ ବାଲେଶ୍ବର ଓ ମୟୁରଭଞ୍ଜ  ଜିଲ୍ଲାପାଳ ମାନଙ୍କୁ ଆଲର୍ଟ କରାଯାଇଛି। ମୁକାବିଲ ପାଇଁ ଅତିିରିକ୍ତ ୨ଟି ଲେଖାଏଁ ଓଡ୍ରାଫ ଓ ଏନଡିଆରଏଫ ଟିମ ପଠାଯାଇଛି। ୮ଟି ଅଗ୍ନିଶମ ବାହିନୀ ଟିମ୍ ମଧ୍ଯ […]

ଭୁବନେଶ୍ବର: ସୁବର୍ଣ୍ଣରେଖା ସିଷ୍ଟମରେ ବଡ ବନ୍ୟା ଆଶଙ୍କା କରାଯାଉଛି। ଝାଡଖଣ୍ଡ ଗାଲୁଡିହ ବ୍ଯାରେଜରୁ ଅଧିକ ପାଣି ଛଡାଯାଇଛି। ରାତି ୮ଟାରେ ୧୪ଟି ଗେଟ୍ ଦେଇ ସାଢେ ୩ଲକ୍ଷ କ୍ଯୁସେକ ଜଳ ଛାଡିଛି। ଏହାରି ପ୍ରଭାବରେ ସୁବର୍ଣ୍ଣରେଖା ସିଷ୍ଟମରେ ବଡ ବନ୍ୟା ଆଶଙ୍କା କରାଯାଉଛି। ଏ ନେଇ ବାଲେଶ୍ବର ଓ ମୟୁରଭଞ୍ଜ  ଜିଲ୍ଲାପାଳ ମାନଙ୍କୁ ଆଲର୍ଟ କରାଯାଇଛି। ମୁକାବିଲ ପାଇଁ ଅତିିରିକ୍ତ ୨ଟି ଲେଖାଏଁ ଓଡ୍ରାଫ ଓ ଏନଡିଆରଏଫ ଟିମ ପଠାଯାଇଛି। ୮ଟି ଅଗ୍ନିଶମ ବାହିନୀ ଟିମ୍ ମଧ୍ଯ ବାଲେଶ୍ବର ଜିଲ୍ଲାକୁ ତତ୍କାଳ ପଠାଯାଇଛି। ଏ ନେଇ ଏସଆରସି ପ୍ରଦୀପ ଜେନା ଟ୍ବିଟ କରି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

20 Aug 2022 By The Sakala

ସୁବର୍ଣ୍ଣରେଖା ସିଷ୍ଟମରେ ବଡ ବନ୍ୟା ଆଶଙ୍କା, ୨ ଜିଲ୍ଲାକୁ ଆଲର୍ଟ କଲେ ଏସଆରସି

ଭୁବନେଶ୍ବର: ସୁବର୍ଣ୍ଣରେଖା ସିଷ୍ଟମରେ ବଡ ବନ୍ୟା ଆଶଙ୍କା କରାଯାଉଛି। ଝାଡଖଣ୍ଡ ଗାଲୁଡିହ ବ୍ଯାରେଜରୁ ଅଧିକ ପାଣି ଛଡାଯାଇଛି। ରାତି ୮ଟାରେ ୧୪ଟି ଗେଟ୍ ଦେଇ ସାଢେ ୩ଲକ୍ଷ କ୍ଯୁସେକ ଜଳ ଛାଡିଛି। ଏହାରି ପ୍ରଭାବରେ ସୁବର୍ଣ୍ଣରେଖା ସିଷ୍ଟମରେ ବଡ ବନ୍ୟା ଆଶଙ୍କା କରାଯାଉଛି। ଏ ନେଇ ବାଲେଶ୍ବର ଓ ମୟୁରଭଞ୍ଜ  ଜିଲ୍ଲାପାଳ ମାନଙ୍କୁ ଆଲର୍ଟ କରାଯାଇଛି। ମୁକାବିଲ ପାଇଁ ଅତିିରିକ୍ତ ୨ଟି ଲେଖାଏଁ ଓଡ୍ରାଫ ଓ ଏନଡିଆରଏଫ ଟିମ ପଠାଯାଇଛି। ୮ଟି ଅଗ୍ନିଶମ ବାହିନୀ ଟିମ୍ ମଧ୍ଯ ବାଲେଶ୍ବର ଜିଲ୍ଲାକୁ ତତ୍କାଳ ପଠାଯାଇଛି। ଏ ନେଇ ଏସଆରସି ପ୍ରଦୀପ ଜେନା ଟ୍ବିଟ କରି ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର