ପୁରୀରେ ନିର୍ମାଣ ହେବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ

The Sakala Picture
Published On

ପୁରୀ: ପୁରୀରେ ଖୁବଶୀଘ୍ର ନିର୍ମାଣ କରାଯିବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ । ପିପିପି ମୋଡରେ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ । ଏହି କୋଭିଡ୍ ହସ୍ପିଟାଲକୁ ଭୁବନେଶ୍ୱର ସମ୍ ହସ୍ପିଟାଲ ପରିଚାଳନା କରିବ ବୋଲି ଜଣାପଡିଛି। ଏଥିରେ 20 ଟି ଆଇସିୟୁ ସହ 40 ଟି ସେମି ଆଇସିୟୁ ଓ 90ଟି ଅକ୍ସିଜେନ ଥିବା ସାଧାରଣ ବେଡ଼ ରହିବ। ସୂଚନା ଅନୁଯାୟୀ ଆବଶ୍ୟକତା ଅନୁସାରେ କୋଭିଡ ହସ୍ପିଟାଲରେ 300 ବେଡ଼ ସୁବିଧା ଉପଲବ୍ଧ କରାଯିବ […]

ପୁରୀ: ପୁରୀରେ ଖୁବଶୀଘ୍ର ନିର୍ମାଣ କରାଯିବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ । ପିପିପି ମୋଡରେ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ । ଏହି କୋଭିଡ୍ ହସ୍ପିଟାଲକୁ ଭୁବନେଶ୍ୱର ସମ୍ ହସ୍ପିଟାଲ ପରିଚାଳନା କରିବ ବୋଲି ଜଣାପଡିଛି। ଏଥିରେ 20 ଟି ଆଇସିୟୁ ସହ 40 ଟି ସେମି ଆଇସିୟୁ ଓ 90ଟି ଅକ୍ସିଜେନ ଥିବା ସାଧାରଣ ବେଡ଼ ରହିବ।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ସୂଚନା ଅନୁଯାୟୀ ଆବଶ୍ୟକତା ଅନୁସାରେ କୋଭିଡ ହସ୍ପିଟାଲରେ 300 ବେଡ଼ ସୁବିଧା ଉପଲବ୍ଧ କରାଯିବ । ପୁରୀରେ କୋଭିଡ୍ ହସ୍ପିଟାଲ ନିର୍ମାଣ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପରିଦର୍ଶନ କରିବା ସହ ଆନୁସଙ୍ଗିକ ସୁବିଧା ସୁଯୋଗର ସମୀକ୍ଷା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର