ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେନି ବାଚସ୍ପତି, କଂଗ୍ରେସ ବିଧାୟକଙ୍କ ବିରୋଧ…

The Sakala Picture
Published On

ଭୁବନେଶ୍ବର: କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଅଗ୍ରାହ୍ୟ। ଅନାସ୍ଥା ପ୍ରସ୍ତାବକୁ ବିଚାର କରିବାକୁ ଅନୁରୋଧ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ। ବାଚସ୍ପତି କହିଥିଲେ ଯେ, ଗୃହ ସ୍ୱାଭାବିକ ନ ଥିବାରୁ ଆଲୋଚନା ହୋଇପାରି ନ ଥିଲା। ଯେହେତୁ ଗୃହ ସ୍ୱାଭାବିକ ରହିଲା ନାହିଁ। ତେଣୁ ପ୍ରସ୍ତାବ ଅଗ୍ରାହ୍ୟ ରହିଲା ବୋଲି ବାଚସ୍ପତି କହିଥିଲେ। ଏହାକୁ ନେଇ ଗୃହ ମଧ୍ୟ ଭାଗରେ କଂଗ୍ରେସ ପ୍ରତିବାଦ କରିଥିଲା। ପରେ ଗୃହ ପରିତ୍ୟାଗ କରିଥିଲା କଂଗ୍ରେସ।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

22 Sep 2025 By The Sakala

ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେନି ବାଚସ୍ପତି, କଂଗ୍ରେସ ବିଧାୟକଙ୍କ ବିରୋଧ…

ଭୁବନେଶ୍ବର: କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଅଗ୍ରାହ୍ୟ। ଅନାସ୍ଥା ପ୍ରସ୍ତାବକୁ ବିଚାର କରିବାକୁ ଅନୁରୋଧ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ। ବାଚସ୍ପତି କହିଥିଲେ ଯେ, ଗୃହ ସ୍ୱାଭାବିକ ନ ଥିବାରୁ ଆଲୋଚନା ହୋଇପାରି ନ ଥିଲା। ଯେହେତୁ ଗୃହ ସ୍ୱାଭାବିକ ରହିଲା ନାହିଁ। ତେଣୁ ପ୍ରସ୍ତାବ ଅଗ୍ରାହ୍ୟ ରହିଲା ବୋଲି ବାଚସ୍ପତି କହିଥିଲେ। ଏହାକୁ ନେଇ ଗୃହ ମଧ୍ୟ ଭାଗରେ କଂଗ୍ରେସ ପ୍ରତିବାଦ କରିଥିଲା। ପରେ ଗୃହ ପରିତ୍ୟାଗ କରିଥିଲା କଂଗ୍ରେସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର