ହସ୍ପିଟାଲ୍ ପରିସରରେ ମା’ ସାମ୍ନାରେ ପୁଅକୁ ଵିଭତ୍ସ୍ୟଭାବେ ହତ୍ୟା କଲେ ୨ ଦୁର୍ବୃତ୍ତ

The Sakala Picture
Published On

ବଲାଙ୍ଗିର: ମା’ ସାମ୍ନାରେ ପୁଅକୁ ହତ୍ୟା । ପୁଅକୁ ହାଣୁଥିବା ଦେଖି ଅଟକାଇବାରୁ ମା’ କୁ ମଧ୍ୟ ଆକ୍ରମଣ କଲେ ଦୁର୍ବୃତ୍ତ। ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବାବେଳେ ମା’ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଵିଭତ୍ସ୍ୟ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ। ସୂଚନା ଅନୁସାରେ ଆଜି ସକାଳୁ ମା’ ପୁଅ ଡାକ୍ତରଖାନା ପରିସରକୁ ନିଜେ କରିଥିବା ଇଟିଲି ଦୋକାନ ଖୋଲିବାକୁ ଆସୁଥିବା ବେଳେ ଆକ୍ରମଣ କରିଥିଲେ […]

ବଲାଙ୍ଗିର: ମା’ ସାମ୍ନାରେ ପୁଅକୁ ହତ୍ୟା । ପୁଅକୁ ହାଣୁଥିବା ଦେଖି ଅଟକାଇବାରୁ ମା’ କୁ ମଧ୍ୟ ଆକ୍ରମଣ କଲେ ଦୁର୍ବୃତ୍ତ। ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବାବେଳେ ମା’ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଵିଭତ୍ସ୍ୟ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ। ସୂଚନା ଅନୁସାରେ ଆଜି ସକାଳୁ ମା’ ପୁଅ ଡାକ୍ତରଖାନା ପରିସରକୁ ନିଜେ କରିଥିବା ଇଟିଲି ଦୋକାନ ଖୋଲିବାକୁ ଆସୁଥିବା ବେଳେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ମୃତକ ହେଲେ ଅଜୁ ଦୋରା । ତେବେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ହତ୍ୟା କରି ଫେରାର ହୋଇଯାଇଛନ୍ତି । ବ୍ୟବସାୟୀକ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବଲାଙ୍ଗିର ଟାଉନ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର