ସାପ ଧରାଳିଙ୍କ ପାଇଁ ଖୁସି ଖବର : ବୀମା ଯୋଜନାରେ ହେବେ ସାମିଲ, ପ୍ରିମିୟମ ଭରିବେ ସରକାର

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ସାପ ଧରୁଥିବା ସ୍ନେକ୍ ହେଲ୍ପଲାଇନ ସଦସ୍ୟଙ୍କ ପାଇଁ ଖୁସି ଖବର। ବୀମା ଯୋଜନାରେ ସାମିଲ ହେବେ ସାପ ଧରାଳି। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସ୍ନେକ ହେଲପ ଲାଇନ ସଦସ୍ୟ ବୁଲି ବୁଲି ସାପ ଧରୁଛନ୍ତି । ତେଣୁ ଏହି ସାପ ଧରାଳିଙ୍କ ପାଇଁ ବୀମା ସୁବିଧା ଯୋଗାଇ ଦେବା ରାଜ୍ୟ ସରକାର। ଏଥି ସହିତ ସାପ ଧରାଳିଙ୍କ ବୀମା ପ୍ରିମିୟମ ଭରିବ ଜଙ୍ଗଲ […]

ଭୁବନେଶ୍ବର : ରାଜ୍ୟରେ ସାପ ଧରୁଥିବା ସ୍ନେକ୍ ହେଲ୍ପଲାଇନ ସଦସ୍ୟଙ୍କ ପାଇଁ ଖୁସି ଖବର। ବୀମା ଯୋଜନାରେ ସାମିଲ ହେବେ ସାପ ଧରାଳି। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସ୍ନେକ ହେଲପ ଲାଇନ ସଦସ୍ୟ ବୁଲି ବୁଲି ସାପ ଧରୁଛନ୍ତି । ତେଣୁ ଏହି ସାପ ଧରାଳିଙ୍କ ପାଇଁ ବୀମା ସୁବିଧା ଯୋଗାଇ ଦେବା ରାଜ୍ୟ ସରକାର। ଏଥି ସହିତ ସାପ ଧରାଳିଙ୍କ ବୀମା ପ୍ରିମିୟମ ଭରିବ ଜଙ୍ଗଲ ଓ ପରିବେଶ ବିଭାଗ ।

ଆହୁରି ପଢ଼ନ୍ତୁ: ବିଜେଡି ମିଡିଆ ସେଲ୍‌ର ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ

କେବଳ ସେତିକି ନୁହେଁ, ରାଜସ୍ୱ ବିଭାଗର ଓସଡ୍‌ମାକୁ ସାପ ଧରାଳିଙ୍କୁ ଟ୍ରେନିଂ ଦେବାକୁ ପ୍ରସ୍ତାବ ଦିଆଯିବ। କେତେ ଅର୍ଥ ଆବଶ୍ୟକ, କଣ ଟ୍ରେନିଂ ଦରକାର ସେ ନେଇ ପ୍ରସ୍ତାବ ଦେବେ, ତା ପରେ ଆମ ଟ୍ରେନିଂ କାର୍ୟ୍ୟକ୍ରମ ଆରମ୍ଭ ହେବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଯାତ୍ରୀବାହୀ ବସ୍ ଓଲଟି ୧୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର