ଆଜି ସନ୍ଧ୍ୟାରୁ ୧୮-୪୪ ବର୍ଷ ବୟସ ପାଇଁ କୋଓ୍ୱିନ୍ ପୋର୍ଟାଲ ମାଧ୍ୟମରେ ସ୍ଲଟ୍ ବୁକ୍

The Sakala Picture
Published On

ଭୁବନେଶ୍ୱର: ମେ’ ୧ ରୁ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ । ନୟାପଲ୍ଲୀରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏ ନେଇ ଡ୍ରାଏ ରନ୍ ମଧ୍ୟ କରାଯାଇଛି । ସୋମବାରଠୁ ଏହା ବ୍ୟାପକ ହେବ । ଟିନା ନେବା ଲାଗି ଆଜିଠୁ କୋୱିନ୍ ପୋର୍ଟାଲରେ ସ୍ଲଟ୍ ମିଳିବ । ବିନା ପଞ୍ଜିକରଣରେ କାହାକୁ ମିଳିବନି ଟିକା । ଭୁବନେଶ୍ୱରରେ ଟିକାର ଅଭାବ ନାହିଁ ବୋଲି କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସମ୍ପ୍ରତ୍ତି […]

ଭୁବନେଶ୍ୱର: ମେ’ ୧ ରୁ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ । ନୟାପଲ୍ଲୀରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏ ନେଇ ଡ୍ରାଏ ରନ୍ ମଧ୍ୟ କରାଯାଇଛି । ସୋମବାରଠୁ ଏହା ବ୍ୟାପକ ହେବ । ଟିନା ନେବା ଲାଗି ଆଜିଠୁ କୋୱିନ୍ ପୋର୍ଟାଲରେ ସ୍ଲଟ୍ ମିଳିବ । ବିନା ପଞ୍ଜିକରଣରେ କାହାକୁ ମିଳିବନି ଟିକା । ଭୁବନେଶ୍ୱରରେ ଟିକାର ଅଭାବ ନାହିଁ ବୋଲି କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସମ୍ପ୍ରତ୍ତି ରାଜ୍ୟରେ ୭୫୮୮ ଜଣ ସକ୍ରିୟ କରୋନା ରୋଗୀ ଭୁବନେଶ୍ବରରେ ରହିଛନ୍ତି। ଦୈନିକ ୧ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଏବେ ଭୁବନେଶ୍ବରରେ ଥିବା ବିଭିନ୍ନ ହସ୍ପିଟାଲରେ ୩୫୫୩ଟି ବେଡ୍ ଉପଲବ୍ଧ । ଏଥିରୁ ୫୩୧ ଆଇସିୟୁ, ୮୩୬ HUD, ୨୧୮୬ ସାଧାରଣ ବେଡ୍ ରହିଛି । ୯୫ ପ୍ରତିଶତ ସାଧାରଣ ବେଡ୍‌ ରହିଛି ଅକ୍ସିଜେନ୍ ସଂଯୋଗ । ୯୦% ଆଇସିୟୁ, ୫୦ % ଏଚ୍‌ୟୁଡି ଏବଂ ସାଧାରଣ ବେଡ୍‌ରେ ରୋଗୀ ଚିକିତ୍ସା ହେଉଛନ୍ତି । ୮୫ ପ୍ରତିଶତ ରୋଗୀ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତ । ଆରଆର୍ଟିମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପରାମର୍ଶ ଦେଉଛନ୍ତି। ମଧ୍ୟମ ଲକ୍ଷଣଧାରୀଙ୍କୁ ଫାବିଫିରାଭିର୍ ଔଷଧ ଦିଆଯାଉଛି । ହେଲ୍ପଲାଇନ୍ ନମ୍ବର ୧୯୨୯ ଏବଂ ୧୦୪ ମାଧ୍ୟମରେ ପରାମର୍ଶ । ହେଲ୍ପଲାଇନ୍ ନମ୍ବର ୧୯୨୯ ଏବଂ ୧୦୪ ମାଧ୍ୟମରେ ପରାମର୍ଶ । ଅନେକ ଲୋକ ଲକ୍ଷଣ ଥାଇବି ଟେଷ୍ଟ କରୁ ନାହାନ୍ତି । ୧୧ଟି ଘରୋଇ ଏବଂ ୨୪ଟି ସିଏଚ୍ସି ଓ ପିଏଚ୍ସିରେ ହେଉଛି ନମୁନା ପରୀକ୍ଷଣ । ପରୀକ୍ଷା ଶୀଘ୍ର କଲେ ରୋଗ ଶୀଘ୍ର ଭଲ ହେବା ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

01 May 2021 By The Sakala

ଆଜି ସନ୍ଧ୍ୟାରୁ ୧୮-୪୪ ବର୍ଷ ବୟସ ପାଇଁ କୋଓ୍ୱିନ୍ ପୋର୍ଟାଲ ମାଧ୍ୟମରେ ସ୍ଲଟ୍ ବୁକ୍

ଭୁବନେଶ୍ୱର: ମେ’ ୧ ରୁ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ । ନୟାପଲ୍ଲୀରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏ ନେଇ ଡ୍ରାଏ ରନ୍ ମଧ୍ୟ କରାଯାଇଛି । ସୋମବାରଠୁ ଏହା ବ୍ୟାପକ ହେବ । ଟିନା ନେବା ଲାଗି ଆଜିଠୁ କୋୱିନ୍ ପୋର୍ଟାଲରେ ସ୍ଲଟ୍ ମିଳିବ । ବିନା ପଞ୍ଜିକରଣରେ କାହାକୁ ମିଳିବନି ଟିକା । ଭୁବନେଶ୍ୱରରେ ଟିକାର ଅଭାବ ନାହିଁ ବୋଲି କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସମ୍ପ୍ରତ୍ତି ରାଜ୍ୟରେ ୭୫୮୮ ଜଣ ସକ୍ରିୟ କରୋନା ରୋଗୀ ଭୁବନେଶ୍ବରରେ ରହିଛନ୍ତି। ଦୈନିକ ୧ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଏବେ ଭୁବନେଶ୍ବରରେ ଥିବା ବିଭିନ୍ନ ହସ୍ପିଟାଲରେ ୩୫୫୩ଟି ବେଡ୍ ଉପଲବ୍ଧ । ଏଥିରୁ ୫୩୧ ଆଇସିୟୁ, ୮୩୬ HUD, ୨୧୮୬ ସାଧାରଣ ବେଡ୍ ରହିଛି । ୯୫ ପ୍ରତିଶତ ସାଧାରଣ ବେଡ୍‌ ରହିଛି ଅକ୍ସିଜେନ୍ ସଂଯୋଗ । ୯୦% ଆଇସିୟୁ, ୫୦ % ଏଚ୍‌ୟୁଡି ଏବଂ ସାଧାରଣ ବେଡ୍‌ରେ ରୋଗୀ ଚିକିତ୍ସା ହେଉଛନ୍ତି । ୮୫ ପ୍ରତିଶତ ରୋଗୀ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତ । ଆରଆର୍ଟିମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପରାମର୍ଶ ଦେଉଛନ୍ତି। ମଧ୍ୟମ ଲକ୍ଷଣଧାରୀଙ୍କୁ ଫାବିଫିରାଭିର୍ ଔଷଧ ଦିଆଯାଉଛି । ହେଲ୍ପଲାଇନ୍ ନମ୍ବର ୧୯୨୯ ଏବଂ ୧୦୪ ମାଧ୍ୟମରେ ପରାମର୍ଶ । ହେଲ୍ପଲାଇନ୍ ନମ୍ବର ୧୯୨୯ ଏବଂ ୧୦୪ ମାଧ୍ୟମରେ ପରାମର୍ଶ । ଅନେକ ଲୋକ ଲକ୍ଷଣ ଥାଇବି ଟେଷ୍ଟ କରୁ ନାହାନ୍ତି । ୧୧ଟି ଘରୋଇ ଏବଂ ୨୪ଟି ସିଏଚ୍ସି ଓ ପିଏଚ୍ସିରେ ହେଉଛି ନମୁନା ପରୀକ୍ଷଣ । ପରୀକ୍ଷା ଶୀଘ୍ର କଲେ ରୋଗ ଶୀଘ୍ର ଭଲ ହେବା ସମ୍ଭାବନା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର