କୋଭିଡ କଟକଣାକୁ ମାନି ବୈଦିକ ରୀତିନୀତିରେ ସମ୍ପନ୍ନ ହେଲା ଦେବଦମ୍ପତିଙ୍କ ବିବାହ

The Sakala Picture
Published On

ଭଦ୍ରକ/ଆରଡି : ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ବୈଦିକ ରୀତିନୀତିରେ ସମ୍ପନ୍ନ ହୋଇଛି ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ମନ୍ଦିରରେ ମଙ୍ଗଳବାର ଦିନତମାମ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତୀ। ଭୋର ମନ୍ଦିର ଦ୍ବାରଫିଟା ସରିବା ପରେ ମଙ୍ଗଳ ଆଳତୀ, ମଙ୍ଗୁଳାକାର୍ଯ୍ଯ, ଘର୍ଷଣଲାଗି କରାଯାଇଥିଲା, ପରେ ବରପିତା ଓ କନ୍ଯାପିତାଙ୍କ ଘରେ ହର ଗୌରୀଙ୍କୁ ବୈଦିକ ରୀତିନୀତି ଓ ଲୋକାଚାରରେ ମଙ୍ଗୁଳାକାର୍ଯ ସମ୍ପନ୍ନ ହେବା ପରେ ସକାଳ ୧୧ଟାରେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତୀପ୍ରତିମା ହରଙ୍କୁ ବରଣୀ କରିବା ପାଇଁ ମାତା […]

ଭଦ୍ରକ/ଆରଡି : ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ବୈଦିକ ରୀତିନୀତିରେ ସମ୍ପନ୍ନ ହୋଇଛି ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ମନ୍ଦିରରେ ମଙ୍ଗଳବାର ଦିନତମାମ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତୀ। ଭୋର ମନ୍ଦିର ଦ୍ବାରଫିଟା ସରିବା ପରେ ମଙ୍ଗଳ ଆଳତୀ, ମଙ୍ଗୁଳାକାର୍ଯ୍ଯ, ଘର୍ଷଣଲାଗି କରାଯାଇଥିଲା, ପରେ ବରପିତା ଓ କନ୍ଯାପିତାଙ୍କ ଘରେ ହର ଗୌରୀଙ୍କୁ ବୈଦିକ ରୀତିନୀତି ଓ ଲୋକାଚାରରେ ମଙ୍ଗୁଳାକାର୍ଯ ସମ୍ପନ୍ନ ହେବା ପରେ ସକାଳ ୧୧ଟାରେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତୀପ୍ରତିମା ହରଙ୍କୁ ବରଣୀ କରିବା ପାଇଁ ମାତା ପାର୍ବତୀଙ୍କ ଭ୍ରାତା ପବନପୁତ୍ର ହନୁମାନ ବାହାରିଥିଲେ ବରଧରା ହୋଇ। କୋଭିଡ ନିୟମ ଅନୁଯାୟୀ ସେବାୟତମାନେ ହନୁମାନଙ୍କୁ ଏକ ସୁସଜିତ ବିମାନରେ ବିଜେ କରାଇ ଘଣ୍ଟା, କର୍ତ୍ତନ, ଛତ୍ର, ଆଲଟ, ଚାମର, ଛତ୍ରୀ ଦ୍ବାରା ବରଘର ଅଭିମୁଖେ ନେଇଥିଲେ। ସେଠାରେ ଲୋକାଚାରରେ ବୈଦିକ ନୀତିରେ ବରଣୀ କାର୍ଯ୍ଯ ବ୍ରାହ୍ମଣଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଥିଲା। ପରେ ଦିଅ ମଙ୍ଗୁଳା ନୀତି ଭଣ୍ଡାରୀ ସେବିକାରୀଙ୍କ ପକ୍ଷରୁ ସମ୍ପନ ହେବା ପରେ ଏକ ବଣାଢ୍ଯ ପଟୁଆର ସହ ବର ବେଶରେ ବାହାରିଥିଲେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତୀପ୍ରତିମା ହର। ବାବାଙ୍କୁ ପୀଠର ନଗରୀ କରାଯାଇ ମନ୍ଦିର ଭିତରବେଢାରେ ପ୍ରସ୍ତୁତ ବିବାହ ବେଦୀକୁ ବିଜେ କରାଇଥିଲେ ସେବାୟତମାନେ। ସେଠାରେ ବ୍ରାହ୍ମଣ, ଜ୍ଯୋତିଷ୍ଯଙ୍କ ଦ୍ବାରା ବିବାହ କାର୍ଯ୍ଯ ସମ୍ପନ୍ନ ହୋଇଥିଲା। ମଧ୍ଯରାତ୍ରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦେବଦମ୍ପତି। ଗୋଟିଏଦିନ ବରପିତାଙ୍କ ଘରେ ଦେବଦମ୍ପତି ରହିବା ପରେ ବୁଧବାର ମନ୍ଦିରକୁ ପର୍ତ୍ତାବତନ କରିବେ।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

ଏଥିପାଇଁ ପୀଠରେ ଜିଲା ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଥିଲା। ଜଣେ ମ୍ଯାଜିଷ୍ଟ୍ରେଟଙ୍କ ସହ ଧୁଷୁରୀ ଥାନା ଅଧିକାରୀ, ଆରଡି ପୋଲିସ ଓ ୪ସେକ୍ସନ ଫୋର୍ସ ମୃତୟନ ରହିଥିଲେ।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

15 Jun 2021 By The Sakala

କୋଭିଡ କଟକଣାକୁ ମାନି ବୈଦିକ ରୀତିନୀତିରେ ସମ୍ପନ୍ନ ହେଲା ଦେବଦମ୍ପତିଙ୍କ ବିବାହ

ଭଦ୍ରକ/ଆରଡି : ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ବୈଦିକ ରୀତିନୀତିରେ ସମ୍ପନ୍ନ ହୋଇଛି ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ମନ୍ଦିରରେ ମଙ୍ଗଳବାର ଦିନତମାମ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତୀ। ଭୋର ମନ୍ଦିର ଦ୍ବାରଫିଟା ସରିବା ପରେ ମଙ୍ଗଳ ଆଳତୀ, ମଙ୍ଗୁଳାକାର୍ଯ୍ଯ, ଘର୍ଷଣଲାଗି କରାଯାଇଥିଲା, ପରେ ବରପିତା ଓ କନ୍ଯାପିତାଙ୍କ ଘରେ ହର ଗୌରୀଙ୍କୁ ବୈଦିକ ରୀତିନୀତି ଓ ଲୋକାଚାରରେ ମଙ୍ଗୁଳାକାର୍ଯ ସମ୍ପନ୍ନ ହେବା ପରେ ସକାଳ ୧୧ଟାରେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତୀପ୍ରତିମା ହରଙ୍କୁ ବରଣୀ କରିବା ପାଇଁ ମାତା ପାର୍ବତୀଙ୍କ ଭ୍ରାତା ପବନପୁତ୍ର ହନୁମାନ ବାହାରିଥିଲେ ବରଧରା ହୋଇ। କୋଭିଡ ନିୟମ ଅନୁଯାୟୀ ସେବାୟତମାନେ ହନୁମାନଙ୍କୁ ଏକ ସୁସଜିତ ବିମାନରେ ବିଜେ କରାଇ ଘଣ୍ଟା, କର୍ତ୍ତନ, ଛତ୍ର, ଆଲଟ, ଚାମର, ଛତ୍ରୀ ଦ୍ବାରା ବରଘର ଅଭିମୁଖେ ନେଇଥିଲେ। ସେଠାରେ ଲୋକାଚାରରେ ବୈଦିକ ନୀତିରେ ବରଣୀ କାର୍ଯ୍ଯ ବ୍ରାହ୍ମଣଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଥିଲା। ପରେ ଦିଅ ମଙ୍ଗୁଳା ନୀତି ଭଣ୍ଡାରୀ ସେବିକାରୀଙ୍କ ପକ୍ଷରୁ ସମ୍ପନ ହେବା ପରେ ଏକ ବଣାଢ୍ଯ ପଟୁଆର ସହ ବର ବେଶରେ ବାହାରିଥିଲେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତୀପ୍ରତିମା ହର। ବାବାଙ୍କୁ ପୀଠର ନଗରୀ କରାଯାଇ ମନ୍ଦିର ଭିତରବେଢାରେ ପ୍ରସ୍ତୁତ ବିବାହ ବେଦୀକୁ ବିଜେ କରାଇଥିଲେ ସେବାୟତମାନେ। ସେଠାରେ ବ୍ରାହ୍ମଣ, ଜ୍ଯୋତିଷ୍ଯଙ୍କ ଦ୍ବାରା ବିବାହ କାର୍ଯ୍ଯ ସମ୍ପନ୍ନ ହୋଇଥିଲା। ମଧ୍ଯରାତ୍ରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦେବଦମ୍ପତି। ଗୋଟିଏଦିନ ବରପିତାଙ୍କ ଘରେ ଦେବଦମ୍ପତି ରହିବା ପରେ ବୁଧବାର ମନ୍ଦିରକୁ ପର୍ତ୍ତାବତନ କରିବେ।

ଏଥିପାଇଁ ପୀଠରେ ଜିଲା ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଥିଲା। ଜଣେ ମ୍ଯାଜିଷ୍ଟ୍ରେଟଙ୍କ ସହ ଧୁଷୁରୀ ଥାନା ଅଧିକାରୀ, ଆରଡି ପୋଲିସ ଓ ୪ସେକ୍ସନ ଫୋର୍ସ ମୃତୟନ ରହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର