ଶ୍ରୀମନ୍ଦିରରୁ ହଟିଲା କରୋନା କଟକଣା; ଏଥର ରବିବାରରେ ବି ଶ୍ରଦ୍ଧାଳୁ କରିପାରିବେ ଜଗା ଦର୍ଶନ
ପୁରୀ: ଶ୍ରୀମନ୍ଦିରରୁ ହଟିଲା ରବିବାରିଆ କଟକଣା । ଏଣିକି ଭକ୍ତ ମାନଙ୍କ ପାଇଁ ରବିବାର ଖୋଲା ରହିବ ଶ୍ରୀମନ୍ଦିର । ଆସନ୍ତା ମାର୍ଚ୍ଚ ୨୦ ତାରିଖରୁ ରବିବାରରେ ମଧ୍ୟ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ କରିପାରିବେ ଜଗା ଦର୍ଶନ। ପୁରୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକରେ ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସୂଚନାଥାଉକି, କରୋନା କଟକଣା ଯୋଗୁ ପୂର୍ବରୁ ରବିବାରରେ ଶ୍ରୀମନ୍ଦିର ଭକ୍ତମାନଙ୍କ ପାଇଁ ବନ୍ଦ ରହୁଥିଲା ।

12 Mar 2022
By The Sakala

https://www.thesakala.in/latest-odisha-news/shree-mandir-will-open-on-sunday/article-9910