ପୋଲ ଉପରେ ସ୍କୁଟି ରଖି ବୈତରଣୀ ନଦୀକୁ ଡେଇଁ ଦୋକାନୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

The Sakala Picture
Published On

କେନ୍ଦୁଝର: ବୈତରଣୀ ନଦୀକୁ ଡେଇଁ ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା । ନଦୀରେ ଭାସୁଛି ବ୍ୟବସାୟୀଙ୍କ ମୃତଦେହ । ମୃତକ ଜଣକ ହେଲେ ବସନ୍ତ ପାତ୍ର। ଚମ୍ପୁଆ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଦୋକାନ କରିଥିବା ବସନ୍ତ ପାତ୍ର ରାତି ପ୍ରାୟ ୧୧ଟା ବେଳେ ପୋଲ ଉପରେ ନିଜ ସ୍କୁଟିକୁ ରଖି ନଦୀକୁ ଡେ଼ଇଁ ପଡ଼ିଥିଲେ । ଘଟଣାସ୍ଥଳରେ ଝାଡ଼ଖଣ୍ଡ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ କରୁଥିବା ଜଣାପଡ଼ିଛି। ଚମ୍ପୁଆ ଝାଡ଼ଖଣ୍ଡ ସୀମାରେ ଥିବା ବୈତରଣୀ ନଦୀରେ […]

କେନ୍ଦୁଝର: ବୈତରଣୀ ନଦୀକୁ ଡେଇଁ ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା । ନଦୀରେ ଭାସୁଛି ବ୍ୟବସାୟୀଙ୍କ ମୃତଦେହ । ମୃତକ ଜଣକ ହେଲେ ବସନ୍ତ ପାତ୍ର। ଚମ୍ପୁଆ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଦୋକାନ କରିଥିବା ବସନ୍ତ ପାତ୍ର ରାତି ପ୍ରାୟ ୧୧ଟା ବେଳେ ପୋଲ ଉପରେ ନିଜ ସ୍କୁଟିକୁ ରଖି ନଦୀକୁ ଡେ଼ଇଁ ପଡ଼ିଥିଲେ । ଘଟଣାସ୍ଥଳରେ ଝାଡ଼ଖଣ୍ଡ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ କରୁଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଚମ୍ପୁଆ ଝାଡ଼ଖଣ୍ଡ ସୀମାରେ ଥିବା ବୈତରଣୀ ନଦୀରେ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ଅନ୍ୟପଟେ ବସନ୍ତଙ୍କ ମୃତଦେହ ନଦୀର ଅପର ପାର୍ଶ୍ବରେ ଭାସୁଥିବା ଯୋଗୁଁ ଝାଡ଼ଖଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟିକୁ ଜବତ କରିଛି ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

31 Dec 2024 By The Sakala

ପୋଲ ଉପରେ ସ୍କୁଟି ରଖି ବୈତରଣୀ ନଦୀକୁ ଡେଇଁ ଦୋକାନୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କେନ୍ଦୁଝର: ବୈତରଣୀ ନଦୀକୁ ଡେଇଁ ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା । ନଦୀରେ ଭାସୁଛି ବ୍ୟବସାୟୀଙ୍କ ମୃତଦେହ । ମୃତକ ଜଣକ ହେଲେ ବସନ୍ତ ପାତ୍ର। ଚମ୍ପୁଆ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଦୋକାନ କରିଥିବା ବସନ୍ତ ପାତ୍ର ରାତି ପ୍ରାୟ ୧୧ଟା ବେଳେ ପୋଲ ଉପରେ ନିଜ ସ୍କୁଟିକୁ ରଖି ନଦୀକୁ ଡେ଼ଇଁ ପଡ଼ିଥିଲେ । ଘଟଣାସ୍ଥଳରେ ଝାଡ଼ଖଣ୍ଡ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ କରୁଥିବା ଜଣାପଡ଼ିଛି।

ଚମ୍ପୁଆ ଝାଡ଼ଖଣ୍ଡ ସୀମାରେ ଥିବା ବୈତରଣୀ ନଦୀରେ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ଅନ୍ୟପଟେ ବସନ୍ତଙ୍କ ମୃତଦେହ ନଦୀର ଅପର ପାର୍ଶ୍ବରେ ଭାସୁଥିବା ଯୋଗୁଁ ଝାଡ଼ଖଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟିକୁ ଜବତ କରିଛି ।

https://www.thesakala.in/latest-odisha-news/shopkeeper-commit-sucide-after-jumping-off-baitarani-river-in-champua/article-37656
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର