ସରିଲା ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ: ମନ୍ଦିରରେ ପ୍ରବେଶ କରିଛନ୍ତି ଦେବ ଦମ୍ପତି

The Sakala Picture
Published On

ଭୁବନେଶ୍ୱର: ସରିଛି ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ। ମନ୍ଦିରରେ ପ୍ରବେଶ କରିଛନ୍ତି ଦେବ ଦମ୍ପତି । ସୁସଜ୍ଜିତ ବିମାନରେ ମହାପ୍ରଭୁ ଲିଙ୍ଗରାଜ ଓ ମା ପାର୍ବତୀ ବିରାଟ ପଟୁଆରରେରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦେବ ଦମ୍ପତି ନଗର ପରିକ୍ରମା କରିବା ସହ ଶୀତଳ ଷଷ୍ଠୀ କମିଟି ପକ୍ଷରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ବାଦ୍ୟ ଯନ୍ତ୍ର ସହ ପାରମ୍ପରିକ ତୂରୀ, ଶଙ୍ଖ, ଧୋଲକି ବ୍ୟବସ୍ଥା କରାଯାଇଥିଲା । ହୁଳହୁଳିରେ ପ୍ରକମ୍ପିତ ହୋଇପଡିଥିଲା ପୂରା ପରିବେଶ । […]

ଭୁବନେଶ୍ୱର: ସରିଛି ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ। ମନ୍ଦିରରେ ପ୍ରବେଶ କରିଛନ୍ତି ଦେବ ଦମ୍ପତି । ସୁସଜ୍ଜିତ ବିମାନରେ ମହାପ୍ରଭୁ ଲିଙ୍ଗରାଜ ଓ ମା ପାର୍ବତୀ ବିରାଟ ପଟୁଆରରେରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦେବ ଦମ୍ପତି ନଗର ପରିକ୍ରମା କରିବା ସହ ଶୀତଳ ଷଷ୍ଠୀ କମିଟି ପକ୍ଷରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ବାଦ୍ୟ ଯନ୍ତ୍ର ସହ ପାରମ୍ପରିକ ତୂରୀ, ଶଙ୍ଖ, ଧୋଲକି ବ୍ୟବସ୍ଥା କରାଯାଇଥିଲା । ହୁଳହୁଳିରେ ପ୍ରକମ୍ପିତ ହୋଇପଡିଥିଲା ପୂରା ପରିବେଶ । ପାଖାପାଖି ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ୍ ହୋଇ ମହାପଭୁ ଲିଙ୍ଗରାଜ ଓ ମାଆ ପାର୍ବତୀଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

06 Jun 2022 By The Sakala

ସରିଲା ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ: ମନ୍ଦିରରେ ପ୍ରବେଶ କରିଛନ୍ତି ଦେବ ଦମ୍ପତି

ଭୁବନେଶ୍ୱର: ସରିଛି ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ। ମନ୍ଦିରରେ ପ୍ରବେଶ କରିଛନ୍ତି ଦେବ ଦମ୍ପତି । ସୁସଜ୍ଜିତ ବିମାନରେ ମହାପ୍ରଭୁ ଲିଙ୍ଗରାଜ ଓ ମା ପାର୍ବତୀ ବିରାଟ ପଟୁଆରରେରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦେବ ଦମ୍ପତି ନଗର ପରିକ୍ରମା କରିବା ସହ ଶୀତଳ ଷଷ୍ଠୀ କମିଟି ପକ୍ଷରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ବାଦ୍ୟ ଯନ୍ତ୍ର ସହ ପାରମ୍ପରିକ ତୂରୀ, ଶଙ୍ଖ, ଧୋଲକି ବ୍ୟବସ୍ଥା କରାଯାଇଥିଲା । ହୁଳହୁଳିରେ ପ୍ରକମ୍ପିତ ହୋଇପଡିଥିଲା ପୂରା ପରିବେଶ । ପାଖାପାଖି ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ୍ ହୋଇ ମହାପଭୁ ଲିଙ୍ଗରାଜ ଓ ମାଆ ପାର୍ବତୀଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର