୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଲେ ୯ ସଙ୍ଗଠନର କର୍ମକର୍ତ୍ତା

The Sakala Picture
Published On

ଭୁବନେଶ୍ୱର: ନବୀନ ନିବାସରେ ୫ଟି ଓ ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟର ଆଉ ୯ଟି ସରକାରୀ ଓ ବେସରକାରୀ ସଂଗଠନର କର୍ମକର୍ତ୍ତାମାନେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ବାସ୍ତବତା ରୂପଦେବା ପାଇଁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ପୂରଣ କରିବା ପାଇଁ ୫-ଟି ଅଧ୍ୟକ୍ଷ ଯେଉଁଭଳି ଭାବେ ପରିଶ୍ରମ କରୁଛନ୍ତି ଏହାକୁ ପ୍ରଶଂସା କରିବା ସହିତ ଏହି କାର୍ଯ୍ୟ ପୂରଣ ପାଇଁ ଶ୍ରୀ ପାଣ୍ଡିଆନ୍‌ଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିବା […]

ଭୁବନେଶ୍ୱର: ନବୀନ ନିବାସରେ ୫ଟି ଓ ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟର ଆଉ ୯ଟି ସରକାରୀ ଓ ବେସରକାରୀ ସଂଗଠନର କର୍ମକର୍ତ୍ତାମାନେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ବାସ୍ତବତା ରୂପଦେବା ପାଇଁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ପୂରଣ କରିବା ପାଇଁ ୫-ଟି ଅଧ୍ୟକ୍ଷ ଯେଉଁଭଳି ଭାବେ ପରିଶ୍ରମ କରୁଛନ୍ତି ଏହାକୁ ପ୍ରଶଂସା କରିବା ସହିତ ଏହି କାର୍ଯ୍ୟ ପୂରଣ ପାଇଁ ଶ୍ରୀ ପାଣ୍ଡିଆନ୍‌ଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିବା କର୍ମକର୍ତ୍ତାମାନେ କହିଛନ୍ତି । ଏହା ସହିତ ଏହି ଯାତ୍ରାରେ କର୍ମକକର୍ତ୍ତାମାନେ ସମସ୍ତ ପ୍ରକାର ସହାୟତା ଦେବା ପାଇଁ ସମର୍ଥନ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: SIR ପାଇଁ ସାମାନ୍ୟ ବିଳମ୍ବ ହୋଇପାରେ ପଞ୍ଚାୟତ ଓ ପୌର ନିର୍ବାଚନ, ଅକ୍ଟୋବରରୁ ଡୋର ଟୁ ଡୋର ସର୍ଭେ

ଏହି ଅବସରରେ ଶ୍ରୀ ପାଣ୍ଡିଆନ୍‌ ସାକ୍ଷାତ ପାଇଁ ଆସିଥିବା ବ୍ୟକ୍ତି ଓ ସଂଗଠନର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇବା ସହ ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ରୂପାନ୍ତରଣ ଯାତ୍ରା ଚାଲିଛି ବୋଲି କହିଛନ୍ତି । ଏହାସହିତ ସମସ୍ତେ ଏକ ହୋଇ ଓଡ଼ିଶା ଲୋକଙ୍କ ପାଇଁ କାମ କରିବା ଓ ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ଶାକାର କରିବା ପାଇଁ ଶ୍ରୀ ପାଣ୍ଡିଆନ୍‌ ଆହ୍ୱାନ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୫ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା

୫-ଟି ଅଧ୍ୟକ୍ଷଙ୍କୁ ଭେଟିଥିବା ସଂଗଠନ ଓ ବ୍ୟକ୍ତିଙ୍କ ମଧ୍ୟରେ ନିଖିଳ ଓଡ଼ିଶା ମଧ୍ୟାହ୍ଣ ଭୋଜନ ପାଚକ ଓ ପାଚିକା ମହାସଂଘ, ଉକ୍ରଳ ବାପଟିଷ୍ଟ ଚର୍ଚ୍ଚ ସଂଗଠନ, ଅଗ୍ରଗାମୀ ଅଘରିଆ ସଂଗଠନ, ସିଏମସି କର୍ମଚାରୀ ସଂଗଠନ, କଟକ ମାରୱାଡ଼ି ସମାଜ, ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ଓ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଟିମ୍‌ର ସଦସ୍ୟମାନେ ଭେଟିଥିଲେ ।

ଆହୁରି ପଢ଼ନ୍ତୁ: ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ହଜାର ହଜାର ଭକ୍ତ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ୍ ଜାମ୍

20 Nov 2023 By The Sakala

୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଲେ ୯ ସଙ୍ଗଠନର କର୍ମକର୍ତ୍ତା

ଭୁବନେଶ୍ୱର: ନବୀନ ନିବାସରେ ୫ଟି ଓ ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟର ଆଉ ୯ଟି ସରକାରୀ ଓ ବେସରକାରୀ ସଂଗଠନର କର୍ମକର୍ତ୍ତାମାନେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ବାସ୍ତବତା ରୂପଦେବା ପାଇଁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ପୂରଣ କରିବା ପାଇଁ ୫-ଟି ଅଧ୍ୟକ୍ଷ ଯେଉଁଭଳି ଭାବେ ପରିଶ୍ରମ କରୁଛନ୍ତି ଏହାକୁ ପ୍ରଶଂସା କରିବା ସହିତ ଏହି କାର୍ଯ୍ୟ ପୂରଣ ପାଇଁ ଶ୍ରୀ ପାଣ୍ଡିଆନ୍‌ଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିବା କର୍ମକର୍ତ୍ତାମାନେ କହିଛନ୍ତି । ଏହା ସହିତ ଏହି ଯାତ୍ରାରେ କର୍ମକକର୍ତ୍ତାମାନେ ସମସ୍ତ ପ୍ରକାର ସହାୟତା ଦେବା ପାଇଁ ସମର୍ଥନ ଜଣାଇଛନ୍ତି ।

ଏହି ଅବସରରେ ଶ୍ରୀ ପାଣ୍ଡିଆନ୍‌ ସାକ୍ଷାତ ପାଇଁ ଆସିଥିବା ବ୍ୟକ୍ତି ଓ ସଂଗଠନର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇବା ସହ ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ରୂପାନ୍ତରଣ ଯାତ୍ରା ଚାଲିଛି ବୋଲି କହିଛନ୍ତି । ଏହାସହିତ ସମସ୍ତେ ଏକ ହୋଇ ଓଡ଼ିଶା ଲୋକଙ୍କ ପାଇଁ କାମ କରିବା ଓ ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ଶାକାର କରିବା ପାଇଁ ଶ୍ରୀ ପାଣ୍ଡିଆନ୍‌ ଆହ୍ୱାନ ଦେଇଛନ୍ତି ।

୫-ଟି ଅଧ୍ୟକ୍ଷଙ୍କୁ ଭେଟିଥିବା ସଂଗଠନ ଓ ବ୍ୟକ୍ତିଙ୍କ ମଧ୍ୟରେ ନିଖିଳ ଓଡ଼ିଶା ମଧ୍ୟାହ୍ଣ ଭୋଜନ ପାଚକ ଓ ପାଚିକା ମହାସଂଘ, ଉକ୍ରଳ ବାପଟିଷ୍ଟ ଚର୍ଚ୍ଚ ସଂଗଠନ, ଅଗ୍ରଗାମୀ ଅଘରିଆ ସଂଗଠନ, ସିଏମସି କର୍ମଚାରୀ ସଂଗଠନ, କଟକ ମାରୱାଡ଼ି ସମାଜ, ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ଓ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଟିମ୍‌ର ସଦସ୍ୟମାନେ ଭେଟିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର