ଥାନା ନିକଟବର୍ତ୍ତି ୪ଟି ଦୋକାନରେ କଳାକନା ବୁଲାଇଲେ ଲୁଟେରା, ସିସିଟିଭିରେ କଏଦ ହେଲା ଦୃଶ୍ଯ

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ସିରିଜ୍ ଲୁଟ୍। ଥାନାର ମାତ୍ର ୫୦ ମିଟର ଦୂରରେ ଥିବା ଦୋକାନ ଗୁଡିକରୁ ଚୋରି । ଏକକାଳୀନ ୪ଟି ଦୋକାନରେ କଳାକନା ବୁଲାଇଲେ ଲୁଟେରା । ଏଭିଳି ଘଟଣା ଘଟିଛି ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ରାସ୍ତାରେ। ସୂଚନା ଅନୁଯାୟୀ, ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ରାସ୍ତାରେ ଥିବା ୪ଟି ଦୋକାନରୁ ଲୁଟେରା ମାନେ ଲୁଟ କରି ନେଇଛନ୍ତି। ଦୋକାନ ସଟର ତାଡି ବିଭିନ୍ନ ସାମଗ୍ରୀ ଲୁଟି ନେଇଛନ୍ତି । ଏହି ଲୁଟର ସବୁ ଦୃଶ୍ୟ ସିସିଟିଭିରେ […]

ଭୁବନେଶ୍ବର: ରାଜଧାନୀରେ ସିରିଜ୍ ଲୁଟ୍। ଥାନାର ମାତ୍ର ୫୦ ମିଟର ଦୂରରେ ଥିବା ଦୋକାନ ଗୁଡିକରୁ ଚୋରି । ଏକକାଳୀନ ୪ଟି ଦୋକାନରେ କଳାକନା ବୁଲାଇଲେ ଲୁଟେରା । ଏଭିଳି ଘଟଣା ଘଟିଛି ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ରାସ୍ତାରେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ସୂଚନା ଅନୁଯାୟୀ, ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ରାସ୍ତାରେ ଥିବା ୪ଟି ଦୋକାନରୁ ଲୁଟେରା ମାନେ ଲୁଟ କରି ନେଇଛନ୍ତି। ଦୋକାନ ସଟର ତାଡି ବିଭିନ୍ନ ସାମଗ୍ରୀ ଲୁଟି ନେଇଛନ୍ତି । ଏହି ଲୁଟର ସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

08 Sep 2021 By The Sakala

ଥାନା ନିକଟବର୍ତ୍ତି ୪ଟି ଦୋକାନରେ କଳାକନା ବୁଲାଇଲେ ଲୁଟେରା, ସିସିଟିଭିରେ କଏଦ ହେଲା ଦୃଶ୍ଯ

ଭୁବନେଶ୍ବର: ରାଜଧାନୀରେ ସିରିଜ୍ ଲୁଟ୍। ଥାନାର ମାତ୍ର ୫୦ ମିଟର ଦୂରରେ ଥିବା ଦୋକାନ ଗୁଡିକରୁ ଚୋରି । ଏକକାଳୀନ ୪ଟି ଦୋକାନରେ କଳାକନା ବୁଲାଇଲେ ଲୁଟେରା । ଏଭିଳି ଘଟଣା ଘଟିଛି ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ରାସ୍ତାରେ।

ସୂଚନା ଅନୁଯାୟୀ, ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ରାସ୍ତାରେ ଥିବା ୪ଟି ଦୋକାନରୁ ଲୁଟେରା ମାନେ ଲୁଟ କରି ନେଇଛନ୍ତି। ଦୋକାନ ସଟର ତାଡି ବିଭିନ୍ନ ସାମଗ୍ରୀ ଲୁଟି ନେଇଛନ୍ତି । ଏହି ଲୁଟର ସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର