ମୋ ବସ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ ରହିବ ସିଟ୍ ସଂରକ୍ଷଣ, ଭଡ଼ା ଉପରେ ୫୦% ଛାଡ଼

The Sakala Picture
Published On

ଭୁବନେଶ୍ବର: କ୍ରୁଟ ପକ୍ଷରୁ ବଡ଼ ପଦକ୍ଷେପ। ବରିଷ୍ଠଙ୍କ ପାଇଁ ୫୦% ଭଡ଼ା ରିହାତି ସୁବିଧା କରିଛି। ମୋ ବସ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ ବସ୍ ଭଡ଼ା ଉପରେ ୫୦ ପ୍ରତିଶତ ଛାଡ଼ କରାଯାଇଛି। ଏଥିସହ ମୋ ବସ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସିଟ୍ ସଂରକ୍ଷଣ ରହିବ। ନିରାପଦ ଓ ସୁବିଧାଦାୟକ ଯାତ୍ରା ଉପରେ ଗୁରୁତ୍ବ ଦିଆଯାଇଛି। ଏନେଇ କ୍ରୁଟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। We make every effort to ensure that your travel […]

ଭୁବନେଶ୍ବର: କ୍ରୁଟ ପକ୍ଷରୁ ବଡ଼ ପଦକ୍ଷେପ। ବରିଷ୍ଠଙ୍କ ପାଇଁ ୫୦% ଭଡ଼ା ରିହାତି ସୁବିଧା କରିଛି। ମୋ ବସ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ ବସ୍ ଭଡ଼ା ଉପରେ ୫୦ ପ୍ରତିଶତ ଛାଡ଼ କରାଯାଇଛି। ଏଥିସହ ମୋ ବସ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସିଟ୍ ସଂରକ୍ଷଣ ରହିବ। ନିରାପଦ ଓ ସୁବିଧାଦାୟକ ଯାତ୍ରା ଉପରେ ଗୁରୁତ୍ବ ଦିଆଯାଇଛି। ଏନେଇ କ୍ରୁଟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର