୫୦ ହଜାର ଟଙ୍କା ପାଇଁ ଶିଶୁ ପୁତ୍ରକୁ ବିକ୍ରି

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ୫୦ ହଜାର ଟଙ୍କା ପାଇଁ ଶିଶୁ ପୁତ୍ରକୁ ବିକ୍ରି କରାଯାଇଥିବା ଅଭିଯୋଗ । ଶିଶୁ ପୁତ୍ରକୁ କିଣିଥିବା ଶ୍ରୀନିବାସ ଜେନାଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତକୁ ନୟାଗଡ଼ରୁ ଗିରଫ କଲା ନୟାପଲ୍ଲୀ ପୋଲିସ । ୫୦ ହଜାର ଟଙ୍କାରେ ବାପା ପୁତ୍ରଟିକୁ ବିକ୍ରି କରିଥିବା ସୂଚନା ରହିଛି । ତେବେ ଏଯାଏଁ ବାପା ଫେରାର ଅଛି । ପୋଲିଓ ଟିକା ଦେବାକୁ ନେଇ ଦୁଇ ବର୍ଷ ତଳେ ବିକିଥିଲା ହୃଦୟହୀନ ବାପା । […]

ଭୁବନେଶ୍ୱର: ରାଜଧାନୀରେ ୫୦ ହଜାର ଟଙ୍କା ପାଇଁ ଶିଶୁ ପୁତ୍ରକୁ ବିକ୍ରି କରାଯାଇଥିବା ଅଭିଯୋଗ । ଶିଶୁ ପୁତ୍ରକୁ କିଣିଥିବା ଶ୍ରୀନିବାସ ଜେନାଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତକୁ ନୟାଗଡ଼ରୁ ଗିରଫ କଲା ନୟାପଲ୍ଲୀ ପୋଲିସ । ୫୦ ହଜାର ଟଙ୍କାରେ ବାପା ପୁତ୍ରଟିକୁ ବିକ୍ରି କରିଥିବା ସୂଚନା ରହିଛି । ତେବେ ଏଯାଏଁ ବାପା ଫେରାର ଅଛି । ପୋଲିଓ ଟିକା ଦେବାକୁ ନେଇ ଦୁଇ ବର୍ଷ ତଳେ ବିକିଥିଲା ହୃଦୟହୀନ ବାପା । ଏ ନେଇ ଶିଶୁଟିର ମା’ ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ପାଇବା ପରେ ତନାଘନା କରିଥିଲା  ପୋଲିସ । ଅଭିଯୁକ୍ତ ବାପା ତପନ ପଲେଇକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି । ତେବେ ଏଯାଏଁ ଶିଶୁ ପୁତ୍ରଟି ଉଦ୍ଧାର ହୋଇପାରିନାହିଁ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

16 May 2021 By The Sakala

୫୦ ହଜାର ଟଙ୍କା ପାଇଁ ଶିଶୁ ପୁତ୍ରକୁ ବିକ୍ରି

ଭୁବନେଶ୍ୱର: ରାଜଧାନୀରେ ୫୦ ହଜାର ଟଙ୍କା ପାଇଁ ଶିଶୁ ପୁତ୍ରକୁ ବିକ୍ରି କରାଯାଇଥିବା ଅଭିଯୋଗ । ଶିଶୁ ପୁତ୍ରକୁ କିଣିଥିବା ଶ୍ରୀନିବାସ ଜେନାଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତକୁ ନୟାଗଡ଼ରୁ ଗିରଫ କଲା ନୟାପଲ୍ଲୀ ପୋଲିସ । ୫୦ ହଜାର ଟଙ୍କାରେ ବାପା ପୁତ୍ରଟିକୁ ବିକ୍ରି କରିଥିବା ସୂଚନା ରହିଛି । ତେବେ ଏଯାଏଁ ବାପା ଫେରାର ଅଛି । ପୋଲିଓ ଟିକା ଦେବାକୁ ନେଇ ଦୁଇ ବର୍ଷ ତଳେ ବିକିଥିଲା ହୃଦୟହୀନ ବାପା । ଏ ନେଇ ଶିଶୁଟିର ମା’ ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ପାଇବା ପରେ ତନାଘନା କରିଥିଲା  ପୋଲିସ । ଅଭିଯୁକ୍ତ ବାପା ତପନ ପଲେଇକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି । ତେବେ ଏଯାଏଁ ଶିଶୁ ପୁତ୍ରଟି ଉଦ୍ଧାର ହୋଇପାରିନାହିଁ ।

https://www.thesakala.in/latest-odisha-news/selling-to-a-baby-boy-for-rs-50000/article-2222
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର