ରଥଯାତ୍ରାର ଆଜି ଦ୍ବିତୀୟ ଦିନ: ଅଧାରେ ଅଟକିଥିବା ତିନିରଥକୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଟାଣିନେବେ ଭକ୍ତ…

The Sakala Picture
Published On

ପୁରୀ: ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀଗୁଣ୍ଡିଚା ଅଭିମୁଖେ ଦାରୁଦିଅଁ । ୫୩ ବର୍ଷ ପରେ ପଡ଼ିଛି ଦୁର୍ଲ୍ଲଭ ଯୋଗ । ଗତକାଲି ଅଣସର ଘରୁ ପହଣ୍ଡି ହୋଇ ଆସିଥିଲେ ମହାପ୍ରଭୁ । ପରେ ନବଯୌବନ ଦର୍ଶନ ନହୋଇ ରଥାଋଢ ଠାକୁରଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ଗତକାଲି ପ୍ରଥମ ଦିନରେ ରଥଟଣା ହୋଇଥିବାବେଳେ ମରିଚିକୋଟ ଛକରେ ତାଳଧ୍ବଜ ରଥ, ରାଜ ନଅର ସମ୍ମୁଖରେ ଦର୍ପଦଳନ ଓ ଶ୍ରୀମନ୍ଦିର ଦୁଇପାଦ ଆଗରେ ଅଟକି […]

ପୁରୀ: ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀଗୁଣ୍ଡିଚା ଅଭିମୁଖେ ଦାରୁଦିଅଁ । ୫୩ ବର୍ଷ ପରେ ପଡ଼ିଛି ଦୁର୍ଲ୍ଲଭ ଯୋଗ । ଗତକାଲି ଅଣସର ଘରୁ ପହଣ୍ଡି ହୋଇ ଆସିଥିଲେ ମହାପ୍ରଭୁ । ପରେ ନବଯୌବନ ଦର୍ଶନ ନହୋଇ ରଥାଋଢ ଠାକୁରଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ଗତକାଲି ପ୍ରଥମ ଦିନରେ ରଥଟଣା ହୋଇଥିବାବେଳେ ମରିଚିକୋଟ ଛକରେ ତାଳଧ୍ବଜ ରଥ, ରାଜ ନଅର ସମ୍ମୁଖରେ ଦର୍ପଦଳନ ଓ ଶ୍ରୀମନ୍ଦିର ଦୁଇପାଦ ଆଗରେ ଅଟକି ରହିଛନ୍ତି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ଆଜି ରଥ ଉପରେ ଶ୍ରୀଜିଉଙ୍କ ନୀତିକାନ୍ତି ପରେ ପୁଣି ରଥଟଣା ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

08 Jul 2024 By The Sakala

ରଥଯାତ୍ରାର ଆଜି ଦ୍ବିତୀୟ ଦିନ: ଅଧାରେ ଅଟକିଥିବା ତିନିରଥକୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଟାଣିନେବେ ଭକ୍ତ…

ପୁରୀ: ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀଗୁଣ୍ଡିଚା ଅଭିମୁଖେ ଦାରୁଦିଅଁ । ୫୩ ବର୍ଷ ପରେ ପଡ଼ିଛି ଦୁର୍ଲ୍ଲଭ ଯୋଗ । ଗତକାଲି ଅଣସର ଘରୁ ପହଣ୍ଡି ହୋଇ ଆସିଥିଲେ ମହାପ୍ରଭୁ । ପରେ ନବଯୌବନ ଦର୍ଶନ ନହୋଇ ରଥାଋଢ ଠାକୁରଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ଗତକାଲି ପ୍ରଥମ ଦିନରେ ରଥଟଣା ହୋଇଥିବାବେଳେ ମରିଚିକୋଟ ଛକରେ ତାଳଧ୍ବଜ ରଥ, ରାଜ ନଅର ସମ୍ମୁଖରେ ଦର୍ପଦଳନ ଓ ଶ୍ରୀମନ୍ଦିର ଦୁଇପାଦ ଆଗରେ ଅଟକି ରହିଛନ୍ତି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ଆଜି ରଥ ଉପରେ ଶ୍ରୀଜିଉଙ୍କ ନୀତିକାନ୍ତି ପରେ ପୁଣି ରଥଟଣା ଆରମ୍ଭ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର