୪୮ ଘଣ୍ଟା ପାଇଁ ସିଲ୍ ହେଲା ମାର୍କେଟ ବିଲ୍ଡିଂ

The Sakala Picture
Published On

ଭୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି।  ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ଯା ତୀବ୍ର ରହିଥିବା ବେଳେ ଅମାନିଆମାନେ କିନ୍ତୁ ଗାଇଡଲାଇନ୍ ପାଳନ କରୁ ନ ଥିବା ଦେଖିବାକୁ ମିଳୁଛି। କୋଭିଡ୍ ନିୟମ ପାଳନ ନ ହେଉଥିବାରୁ ଭୁବନେଶ୍ୱରର ମାର୍କେଟ ବିଲ୍ଡିଂକୁ ୨ଦିନ ପାଇଁ ସିଲ୍ କରାଯାଇଛି।  ବିଏମସି ଓ କମିସନରେଟ୍ ପୁଲିସ ମିଳିତ ଭାବେ ଏହି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତ କିଛି ଦିନ ଧରି ମାର୍କେଟ ବିଲ୍ଡିଂ ଅଂଚଳରେ ପ୍ରବଳ ଜନଗହଳି […]

ଭୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି।  ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ଯା ତୀବ୍ର ରହିଥିବା ବେଳେ ଅମାନିଆମାନେ କିନ୍ତୁ ଗାଇଡଲାଇନ୍ ପାଳନ କରୁ ନ ଥିବା ଦେଖିବାକୁ ମିଳୁଛି। କୋଭିଡ୍ ନିୟମ ପାଳନ ନ ହେଉଥିବାରୁ ଭୁବନେଶ୍ୱରର ମାର୍କେଟ ବିଲ୍ଡିଂକୁ ୨ଦିନ ପାଇଁ ସିଲ୍ କରାଯାଇଛି।  ବିଏମସି ଓ କମିସନରେଟ୍ ପୁଲିସ ମିଳିତ ଭାବେ ଏହି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ଗତ କିଛି ଦିନ ଧରି ମାର୍କେଟ ବିଲ୍ଡିଂ ଅଂଚଳରେ ପ୍ରବଳ ଜନଗହଳି ଦେଖିବାକୁ ମିଳୁଥିଲା । ଲୋକଙ୍କ ସହିତ କିଛି ଦୋକାନୀ ମଧ୍ୟ ଖୋଲାଖୋଲି ନିୟମ ଉଂଲ୍ଲଘନ ଖରୁଥିଲେ। ଯାହା ବିଏମସି କାନକୁ ଯିବା ପରେ ପ୍ରଶାସନ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

28 Apr 2021 By The Sakala

୪୮ ଘଣ୍ଟା ପାଇଁ ସିଲ୍ ହେଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି।  ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ଯା ତୀବ୍ର ରହିଥିବା ବେଳେ ଅମାନିଆମାନେ କିନ୍ତୁ ଗାଇଡଲାଇନ୍ ପାଳନ କରୁ ନ ଥିବା ଦେଖିବାକୁ ମିଳୁଛି। କୋଭିଡ୍ ନିୟମ ପାଳନ ନ ହେଉଥିବାରୁ ଭୁବନେଶ୍ୱରର ମାର୍କେଟ ବିଲ୍ଡିଂକୁ ୨ଦିନ ପାଇଁ ସିଲ୍ କରାଯାଇଛି।  ବିଏମସି ଓ କମିସନରେଟ୍ ପୁଲିସ ମିଳିତ ଭାବେ ଏହି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି।

ଗତ କିଛି ଦିନ ଧରି ମାର୍କେଟ ବିଲ୍ଡିଂ ଅଂଚଳରେ ପ୍ରବଳ ଜନଗହଳି ଦେଖିବାକୁ ମିଳୁଥିଲା । ଲୋକଙ୍କ ସହିତ କିଛି ଦୋକାନୀ ମଧ୍ୟ ଖୋଲାଖୋଲି ନିୟମ ଉଂଲ୍ଲଘନ ଖରୁଥିଲେ। ଯାହା ବିଏମସି କାନକୁ ଯିବା ପରେ ପ୍ରଶାସନ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର