ସାରଦାଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡ଼ି

The Sakala Picture
Published On

ଭୁବନେଶ୍ୱର: ମାହାଙ୍ଗା ହେଉଛି ଏକ ସଂସ୍କୃତି ସମ୍ପନ୍ନ ମାଟି, କିନ୍ତୁ ଜଣେ ଅଭ୍ୟାସଗତ, ମିଥ୍ୟାବାଦୀ ଓ ବୃତ୍ତିଗତ ଅପରାଧୀ ସାରଦା ପ୍ରଧାନ ସେହି ପବିତ୍ର ମାଟିର ଗାରିମାକୁ ଭୁଲୁଣ୍ଠିତ କରିବାକୁ ଉଦ୍ୟମ କରୁଛନ୍ତି। ମାହାଙ୍ଗାରୁ ବିଧାନସଭାର ନିର୍ବାଚନ ଲଢ଼ିଥିବା ସାରଦା ପ୍ରଧାନ ଏବେ ଭୁବନେଶ୍ୱରରେ ଆତଙ୍କରାଜ ଚଳାଇଛନ୍ତି। ଲୋକଙ୍କ ଘରେ ପଶି ଗୁଣ୍ଡାଗର୍ଦ୍ଦି କରୁଛନ୍ତି। ନୟାପଲ୍ଲୀ ଥାନା ଆଇଆରସି ଭିଲେଜ୍‍ ଏନ-୩ର ପ୍ଲାଟ ନଂ- ୨୧୧ ଘରେ ନିଜ ଅପରାଧିକ ସହଯୋଗୀଙ୍କୁ ଧରି ଜୋରଜବରଦସ୍ତ ପ୍ରବେଶ କରି […]

ଭୁବନେଶ୍ୱର: ମାହାଙ୍ଗା ହେଉଛି ଏକ ସଂସ୍କୃତି ସମ୍ପନ୍ନ ମାଟି, କିନ୍ତୁ ଜଣେ ଅଭ୍ୟାସଗତ, ମିଥ୍ୟାବାଦୀ ଓ ବୃତ୍ତିଗତ ଅପରାଧୀ ସାରଦା ପ୍ରଧାନ ସେହି ପବିତ୍ର ମାଟିର ଗାରିମାକୁ ଭୁଲୁଣ୍ଠିତ କରିବାକୁ ଉଦ୍ୟମ କରୁଛନ୍ତି। ମାହାଙ୍ଗାରୁ ବିଧାନସଭାର ନିର୍ବାଚନ ଲଢ଼ିଥିବା ସାରଦା ପ୍ରଧାନ ଏବେ ଭୁବନେଶ୍ୱରରେ ଆତଙ୍କରାଜ ଚଳାଇଛନ୍ତି। ଲୋକଙ୍କ ଘରେ ପଶି ଗୁଣ୍ଡାଗର୍ଦ୍ଦି କରୁଛନ୍ତି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ନୟାପଲ୍ଲୀ ଥାନା ଆଇଆରସି ଭିଲେଜ୍‍ ଏନ-୩ର ପ୍ଲାଟ ନଂ- ୨୧୧ ଘରେ ନିଜ ଅପରାଧିକ ସହଯୋଗୀଙ୍କୁ ଧରି ଜୋରଜବରଦସ୍ତ
ପ୍ରବେଶ କରି ଅଭଦ୍ରୋଚିତ ବ୍ୟବହାର, ଆକ୍ରମଣ, ସମ୍ପତ୍ତି ନଷ୍ଟ ଓ ଲୁଟ୍‍ ଭଳି ଜଘନ୍ୟ କାର୍ଯ୍ୟ କରିଥିବା ସମ୍ବନ୍ଧୀୟ ଅଭିଯୋଗ
ନୟାପଲ୍ଲୀ ଥାନା କେସ ନଂ-  ୧୪୫/୨୧ରେ ପଞ୍ଜିକୃତ ହୋଇଛି। ସାରଦା ପ୍ରଧାନ ଓରଫ ବୁଲୁଙ୍କ ନାମରେ ଅପରାଧିକ କାର୍ଯ୍ୟ ପାଇଁ
ମାହାଙ୍ଗା ଥାନାରେ କେସ ନଂ-୫୭/୯୯, ଜିଆର କେସ ନଂ- ୧୫୬/୨୦୦୨, ଜିଆର କେସ ନଂ- ୨୦୯/୯୯, ପିଏସ କେସ ନଂ
୪୬/୦୨ ମାମଲା ରୁଜୁ ହୋଇଛି। ଜିଆର କେସ ନଂ- ୨୦୯/୯୯ରେ ଗିରଫ ହୋଇ ୨୨ ଦିନ ଚୌଦ୍ୱାର ଜେଲ୍‍ରେ ରହିଥିଲେ।
ଇତିମଧ୍ୟରେ ନୟାପଲ୍ଲୀ ଥାନାରେ ଜନୈକ ଭଦ୍ରବ୍ୟକ୍ତିଙ୍କ ଘରେ ପଶି ସଙ୍ଗବଦ୍ଧ ଆକ୍ରମଣ ସହିତ ଡକାୟତି ମାମଲାରେ ଅଭିଯୁକ୍ତ
ସାରଦା ପ୍ରଧାନଙ୍କ ନାମରେ କେସ ନଂ- ୧୪୫/୨୧ ରୁଜୁ କରାଯାଇଛି। ବିପିଏଲ୍‍ ତାଲିକାଭୁକ୍ତ ଥିବା ସାରଦା ଖୁବ୍‍ କମ୍‍ ଦିନ
ଭିତରେ କିପରି କୋଟିପତି ହେଲେ ବୋଲି ବିଜେଡ଼ି ମୁଖପାତ୍ର ଶ୍ରୀ ଲେନିନ୍‍ ମହାନ୍ତି ପ୍ରଶ୍ନ କରିବା ସହ ଏହାର ନିରପେକ୍ଷ ତଦନ୍ତ
ଦାବି କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଆଜି ମାହାଙ୍ଗା ବ୍ଲକ ଚେୟାରମ୍ୟାନ୍‍ ଶରତ ନାୟକ, ନିଶ୍ଚିନ୍ତକୋଇଲି ବ୍ଲକ ଚେୟାରମ୍ୟାନ୍‍ ସବିତା
ଓଝା, ଉଭୟ ବ୍ଲକର ଭାଇସ୍‍ ଚେୟାରମ୍ୟାନ୍‍ ରସିଦା ବେଗମ ଓ ସବିତା ମହାନ୍ତିଙ୍କ ସମେତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜୁ
ଜନତା ଦଳର ଶତାଧିକ କର୍ମୀ ଓ ନେତୃମଣ୍ଡଳୀ ଭୁବନେଶ୍ୱର/କଟକ କମିଶନରେଟ୍‍ ପୋଲିସ୍‍ର କମିଶନରଙ୍କୁ ଭେଟି ଦାବିପତ୍ର ପ୍ରଦାନ
କରିଥିଲେ ଏବଂ ଉକେସ ନଂ- ୧୪୫/୨୧ରେ ଭାରତୀୟ ଦଣ୍ଡବିଧାନ ଆଇନ୍‍ର ଧାରା ୪୫୦ ଓ ୩୯୫ ଭଳି ସଙ୍ଗୀନ ଦଫାରେ
ଅଭିଯୁକ୍ତ ସାରଦା ପ୍ରଧାନ ଓରଫ ବୁଲୁଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଦାବି କରିଥିଲେ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଯେଉଁ ବ୍ୟକ୍ତି ୧୯୯୭ ମସିହାରେ ବିପିଏଲ୍‍ ତାଲିକାଭୁକ୍ତ ଥିଲେ ଏବେ ସେ କୋଟି କୋଟି
ଟଙ୍କା ସମ୍ପତ୍ତିର ଅଧିକାରୀ। ତାଙ୍କ ନିର୍ବାଚନୀ ସତ୍ୟପାଠରେ ସେ ଏହାକୁ ଉଲ୍ଲେଖ କରିଛନ୍ତି। ଏହି ଧନ କେଉଁ ଉତ୍ସରୁ ଅର୍ଜନ କରିଛନ୍ତି
ତାହା ତଦନ୍ତ ସାପେକ୍ଷ। ସାରଦା ପ୍ରଧାନଙ୍କ ନାମରେ ୨୦୦୨ରୁ ୨୦୨୦ ମଧ୍ୟରେ ଅନେକ ଫୌଜଦାରୀ ମାମଲା ମଧ୍ୟ ରୁଜୁ
ହୋଇଛି। ଧନୀ ଓ ଅପରାଧରେ ଜଡ଼ିତ ଲୋକଙ୍କ ପାଖରେ ମୂଲ୍ୟବାନ ସାମଗ୍ରୀ ପହଞ୍ଚାଇବା, ଓଆରଏଚଡିସିରେ ଅନିୟମିତତା
କରିବା, ଋଣ ଆଣି ଫେରସ୍ତ ନ କରିବା, ଦଳିତ ଲୋକଙ୍କ ଘରେ ପଶି ଆକ୍ରମଣ କରିବା ଭଳି ଅପରାଧରେ ସେ ଜଡ଼ିତ ଅଛନ୍ତି।
ଭାରତୀୟ ଜନତା ପାର୍ଟିର ସମର୍ଥନ ପାଇ ସାରଦା ପ୍ରଧାନ ଓରଫ ବୁଲୁଙ୍କର ଔଦ୍ଧତ୍ୟାମୀ ଦିନକୁ ଦିନ ଆହୁରି ବଢ଼ିଚାଲଛି। ଭାରତୀୟ
ଜନତା ପାର୍ଟି ଏକ ରାଷ୍ଟ୍ରୀୟ ଦଳ ହିସାବରେ ସମାଜକୁ କଳଙ୍କିତ କରୁଥିବା ଏକ ଘୃଣ୍ୟ ବ୍ୟକ୍ତିତ୍ୱକୁ ପ୍ରୋତ୍ସାହନ ନ ଦିଅନ୍ତୁ ବୋଲି ଶ୍ରୀ
ମହାନ୍ତି ଅନୁରୋଧ କରିଛନ୍ତି। ସମାଜର ବୃହତ୍ତର ସ୍ୱାର୍ଥ ପାଇଁ ଭାରତୀୟ ଜନତା ପାର୍ଟିର ନେତା ବୋଲାଉଥିବା ଶ୍ରୀ ସାରଦା ପ୍ରଧାନ
ଓରଫ ବୁଲୁଙ୍କୁ ତୁରନ୍ତ ଗିରଫ କରାଯାଉ।

20 Mar 2021 By The Sakala

https://www.thesakala.in/latest-odisha-news/sarada-should-be-arrested-immediately/article-856
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର