ସମ୍ବଲପୁର ବୁର୍ଲା ଭିସୁଟରେ ରାଗିଂ ଘଟଣା : ୭ଜଣ ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ

The Sakala Picture
Published On

ସମ୍ବଲପୁର : ସମ୍ବଲପୁର ବୁର୍ଲା ଭିସୁଟ ରାଗିଂ ଘଟଣାରେ କାର୍ଯ୍ଯାନୁଷ୍ଠାନ । ତଦନ୍ତ ପରେ କଡା ଆଭିମୁଖ୍ଯ ଗ୍ରହଣ କରିଛନ୍ତି ବିଶ୍ବବିଦ୍ଯାଳୟ କର୍ତ୍ତୃପକ୍ଷ । ଘଟଣାରେ ୭ଜଣ ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ଚତୁର୍ଥ ବର୍ଷର ୩ ଛାତ୍ରଙ୍କୁ ବର୍ଷେ ଯାଏଁ କ୍ଯାମ୍ପସରୁ ବହିଷ୍କାର କରାଯାଇଛି । ସେହିପରି ଅନ୍ଯ ୪ଜଣ ଛାତ୍ରଙ୍କୁ ୫ ହଜାର ଟଂକା ଲେଖାଏଁ ଜରିମାନା କରାଯାଇଛି । ସୂଚନା ଅନୁସାରେ ଗତ ୨୩ ତାରିଖ […]

ସମ୍ବଲପୁର : ସମ୍ବଲପୁର ବୁର୍ଲା ଭିସୁଟ ରାଗିଂ ଘଟଣାରେ କାର୍ଯ୍ଯାନୁଷ୍ଠାନ । ତଦନ୍ତ ପରେ କଡା ଆଭିମୁଖ୍ଯ ଗ୍ରହଣ କରିଛନ୍ତି ବିଶ୍ବବିଦ୍ଯାଳୟ କର୍ତ୍ତୃପକ୍ଷ । ଘଟଣାରେ ୭ଜଣ ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ଚତୁର୍ଥ ବର୍ଷର ୩ ଛାତ୍ରଙ୍କୁ ବର୍ଷେ ଯାଏଁ କ୍ଯାମ୍ପସରୁ ବହିଷ୍କାର କରାଯାଇଛି । ସେହିପରି ଅନ୍ଯ ୪ଜଣ ଛାତ୍ରଙ୍କୁ ୫ ହଜାର ଟଂକା ଲେଖାଏଁ ଜରିମାନା କରାଯାଇଛି । ସୂଚନା ଅନୁସାରେ ଗତ ୨୩ ତାରିଖ ବିଳମ୍ବିତ ରାତ୍ରିରେ ହଷ୍ଟେଲ ଭିତରେ ଜଣେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଆଣ୍ଟି ରାଗିଂ ସେଲ୍ ଓ ଶୃଙ୍ଖଳା କମିଟିର ମିଳିତ ତଦନ୍ତ ପରେ ଏହି କାର୍ଯ୍ଯାନୁଷ୍ଠାନ ହୋଇଛି ।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

29 Nov 2022 By The Sakala

ସମ୍ବଲପୁର ବୁର୍ଲା ଭିସୁଟରେ ରାଗିଂ ଘଟଣା : ୭ଜଣ ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ

ସମ୍ବଲପୁର : ସମ୍ବଲପୁର ବୁର୍ଲା ଭିସୁଟ ରାଗିଂ ଘଟଣାରେ କାର୍ଯ୍ଯାନୁଷ୍ଠାନ । ତଦନ୍ତ ପରେ କଡା ଆଭିମୁଖ୍ଯ ଗ୍ରହଣ କରିଛନ୍ତି ବିଶ୍ବବିଦ୍ଯାଳୟ କର୍ତ୍ତୃପକ୍ଷ । ଘଟଣାରେ ୭ଜଣ ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ଚତୁର୍ଥ ବର୍ଷର ୩ ଛାତ୍ରଙ୍କୁ ବର୍ଷେ ଯାଏଁ କ୍ଯାମ୍ପସରୁ ବହିଷ୍କାର କରାଯାଇଛି । ସେହିପରି ଅନ୍ଯ ୪ଜଣ ଛାତ୍ରଙ୍କୁ ୫ ହଜାର ଟଂକା ଲେଖାଏଁ ଜରିମାନା କରାଯାଇଛି । ସୂଚନା ଅନୁସାରେ ଗତ ୨୩ ତାରିଖ ବିଳମ୍ବିତ ରାତ୍ରିରେ ହଷ୍ଟେଲ ଭିତରେ ଜଣେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଆଣ୍ଟି ରାଗିଂ ସେଲ୍ ଓ ଶୃଙ୍ଖଳା କମିଟିର ମିଳିତ ତଦନ୍ତ ପରେ ଏହି କାର୍ଯ୍ଯାନୁଷ୍ଠାନ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର