ବୁର୍ଲାରେ ପିଜି ଡାକ୍ତର ଓ ସୁରକ୍ଷାକର୍ମୀ ମଧ୍ୟରେ ଗଣ୍ଡଗୋଳ

The Sakala Picture
Published On

ବୁର୍ଲା: ବୁର୍ଲାରେ ପିଜି ଡାକ୍ତର ଓ ସୁରକ୍ଷା କର୍ମୀ ମଧ୍ୟରେ ଗଣ୍ଡଗୋଳ। ଗଣ୍ଡଗୋଳରେ ଉଭୟ ପକ୍ଷରୁ ଜଣେ ଲେଖାଏଁ ଆହତ ହୋଇଥିବା ଜଣାପଡ଼ିଛି।ତେବେ ଘଟଣା ପରେ ବୁର୍ଲା ମେଡିକାଲରେ ବ୍ୟାପକ ପୁଲିସ ମୂତୟନ ହୋଇଛନ୍ତି। ସୁଚନା ଅନୁଯାୟୀ, ବିଳମ୍ବିତ ରାତ୍ରିରେ କୌଣସି କଥାକୁ ନେଇ ଜଣେ ପିଜି ଡାକ୍ତର ଓ ଜଣେ ସୁରକ୍ଷାର୍ମୀ ମଧ୍ୟରେ ଗଣ୍ଡଗୋଳ ହେବା ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଏଥିରେ ଜଣେ ସୁରକ୍ଷାକର୍ମୀ ଆହତ ହେବା ସହ ଜଣେ […]

ବୁର୍ଲା: ବୁର୍ଲାରେ ପିଜି ଡାକ୍ତର ଓ ସୁରକ୍ଷା କର୍ମୀ ମଧ୍ୟରେ ଗଣ୍ଡଗୋଳ। ଗଣ୍ଡଗୋଳରେ ଉଭୟ ପକ୍ଷରୁ ଜଣେ ଲେଖାଏଁ ଆହତ ହୋଇଥିବା ଜଣାପଡ଼ିଛି।ତେବେ ଘଟଣା ପରେ ବୁର୍ଲା ମେଡିକାଲରେ ବ୍ୟାପକ ପୁଲିସ ମୂତୟନ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ

ସୁଚନା ଅନୁଯାୟୀ, ବିଳମ୍ବିତ ରାତ୍ରିରେ କୌଣସି କଥାକୁ ନେଇ ଜଣେ ପିଜି ଡାକ୍ତର ଓ ଜଣେ ସୁରକ୍ଷାର୍ମୀ ମଧ୍ୟରେ ଗଣ୍ଡଗୋଳ ହେବା ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଏଥିରେ ଜଣେ ସୁରକ୍ଷାକର୍ମୀ ଆହତ ହେବା ସହ ଜଣେ ପିଜି ଡାକ୍ତର ମଧ୍ୟ ଆହତ ହୋଇଛନ୍ତି। ତେବେ ଘଟଣା ପରେ କିଛି ସମୟ ଧରି ମେଡିକାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

05 Oct 2023 By The Sakala

ବୁର୍ଲାରେ ପିଜି ଡାକ୍ତର ଓ ସୁରକ୍ଷାକର୍ମୀ ମଧ୍ୟରେ ଗଣ୍ଡଗୋଳ

ବୁର୍ଲା: ବୁର୍ଲାରେ ପିଜି ଡାକ୍ତର ଓ ସୁରକ୍ଷା କର୍ମୀ ମଧ୍ୟରେ ଗଣ୍ଡଗୋଳ। ଗଣ୍ଡଗୋଳରେ ଉଭୟ ପକ୍ଷରୁ ଜଣେ ଲେଖାଏଁ ଆହତ ହୋଇଥିବା ଜଣାପଡ଼ିଛି।ତେବେ ଘଟଣା ପରେ ବୁର୍ଲା ମେଡିକାଲରେ ବ୍ୟାପକ ପୁଲିସ ମୂତୟନ ହୋଇଛନ୍ତି।

ସୁଚନା ଅନୁଯାୟୀ, ବିଳମ୍ବିତ ରାତ୍ରିରେ କୌଣସି କଥାକୁ ନେଇ ଜଣେ ପିଜି ଡାକ୍ତର ଓ ଜଣେ ସୁରକ୍ଷାର୍ମୀ ମଧ୍ୟରେ ଗଣ୍ଡଗୋଳ ହେବା ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଏଥିରେ ଜଣେ ସୁରକ୍ଷାକର୍ମୀ ଆହତ ହେବା ସହ ଜଣେ ପିଜି ଡାକ୍ତର ମଧ୍ୟ ଆହତ ହୋଇଛନ୍ତି। ତେବେ ଘଟଣା ପରେ କିଛି ସମୟ ଧରି ମେଡିକାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର