ଆଜିଠୁ ହୀରାକୁଦ ଜଳ ଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ

The Sakala Picture
Published On

ସମ୍ବଲପୁର – ଆଜି ସକାଳ ୬ ଟାରୁ ଆରମ୍ଭ ହୋଇଛି ହୀରାକୁଦ ଜଳ ଭଣ୍ଡାରରେ ପକ୍ଷୀ ଗଣନା। ହୀରାକୁଦ ବନ୍ୟଜନ୍ତୁ ଡିଭିଜନ ଓ ଝାରସୁଗୁଡା ଓ ବରଗଡର ନୋଡାଲ ଡିଭିଜନ ଏହି ପକ୍ଷୀଗଣନାରେ ସାମିଲ ହୋଇଛନ୍ତି। ହୀରାକୁଦରୁ ଛତିଶଗଡ ବୋଡର ପଯ୍ୟନ୍ତ ପକ୍ଷୀଗଣନା ପାଇଁ ୧୫ଟି ସେକ୍ଟର ତିଆରି କରାଯାଇଛିା ୩୦ ଗୋଟି ଟିମ୍ ଗଠନ କରାଯାଇଥିବାବେଳେ ୩୦ ଜଣ ବାର୍ଡ ଏକ୍ସପର୍ଟଙ୍କୁ ଏହି ଟିମରେ ସାମିଲ କରାଯାଇଥିବା ସୂଚନା ମିଳିଛି। ମୋଟ ଆଠୋଟି ଲୋକେସନରେ ସଂଧ୍ୟା […]

ସମ୍ବଲପୁର – ଆଜି ସକାଳ ୬ ଟାରୁ ଆରମ୍ଭ ହୋଇଛି ହୀରାକୁଦ ଜଳ ଭଣ୍ଡାରରେ ପକ୍ଷୀ ଗଣନା। ହୀରାକୁଦ ବନ୍ୟଜନ୍ତୁ ଡିଭିଜନ ଓ ଝାରସୁଗୁଡା ଓ ବରଗଡର ନୋଡାଲ ଡିଭିଜନ ଏହି ପକ୍ଷୀଗଣନାରେ ସାମିଲ ହୋଇଛନ୍ତି। ହୀରାକୁଦରୁ ଛତିଶଗଡ ବୋଡର ପଯ୍ୟନ୍ତ ପକ୍ଷୀଗଣନା ପାଇଁ ୧୫ଟି ସେକ୍ଟର ତିଆରି କରାଯାଇଛିା ୩୦ ଗୋଟି ଟିମ୍ ଗଠନ କରାଯାଇଥିବାବେଳେ ୩୦ ଜଣ ବାର୍ଡ ଏକ୍ସପର୍ଟଙ୍କୁ ଏହି ଟିମରେ ସାମିଲ କରାଯାଇଥିବା ସୂଚନା ମିଳିଛି। ମୋଟ ଆଠୋଟି ଲୋକେସନରେ ସଂଧ୍ୟା ୫ ଟା ପଯ୍ୟନ୍ତ ଚାଲିବ ପକ୍ଷୀ ଗଣନା।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର