ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ନେଇ ଗୁଜବ ପ୍ରଚାର କରାଯାଉଛି- ପ୍ରତାପ ଦେବ
ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ନେଇ ଗୁଜବ ପ୍ରଚାର କରାଯାଉଥିବା ବେଳେ ବିଧାନସଭାରେ ଏନେଇ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ବିବୃତି ରଖିଛନ୍ତି । ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଗୁଜବ ପ୍ରଚାର କରାଯାଉଛି । ଗଣମାଧ୍ୟମରେ ମିଥ୍ୟା ଖବର ପ୍ରଚାର କରାଯାଉଛି ବୋଲି ପ୍ରତାପ ଦେବ କହିଛନ୍ତି । ଏଥିସହ ସେ ବିଜେପିକୁ କଡ଼ା ସମାଲୋଚନା କରିବା ସହ ବିଜେପି ପ୍ରହେଳିକା ସୃଷ୍ଟି କରୁଛି । ପୁରୀ ସହରର ଅଧିକାଂଶ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର। […]
ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ନେଇ ଗୁଜବ ପ୍ରଚାର କରାଯାଉଥିବା ବେଳେ ବିଧାନସଭାରେ ଏନେଇ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ବିବୃତି ରଖିଛନ୍ତି । ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଗୁଜବ ପ୍ରଚାର କରାଯାଉଛି । ଗଣମାଧ୍ୟମରେ ମିଥ୍ୟା ଖବର ପ୍ରଚାର କରାଯାଉଛି ବୋଲି ପ୍ରତାପ ଦେବ କହିଛନ୍ତି ।
ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ଏଥିସହ ସେ ବିଜେପିକୁ କଡ଼ା ସମାଲୋଚନା କରିବା ସହ ବିଜେପି ପ୍ରହେଳିକା ସୃଷ୍ଟି କରୁଛି । ପୁରୀ ସହରର ଅଧିକାଂଶ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର। ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଯେଉଁ ଖବର ପ୍ରଚାର କରାଯାଉଛି, ତାହା ସମ୍ପୂର୍ଣ୍ଣ ମିଛ ବୋଲି ବିଜେଡି ବିଧାୟକ ପ୍ରତାପ ଦେବ ସ୍ପଷ୍ଟ କରିଛନ୍ତି ।






