ଷ୍ଟେସନ ଛାଡିବା ବେଳେ ଗଳି ପଡିଲେ ଦୁଇ ମହିଳା, ଜୀବନ ବଞ୍ଚାଇଲେ ଆରପିଏଫ ଯବାନ

The Sakala Picture
Published On

ଭୁବନେଶ୍ବର: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨ ଟ୍ରେନ ଯାତ୍ରୀ । ୨ ମହିଳାଙ୍କ ଜୀବନ ବଞ୍ଚାଇଲେ ଆରପିଏଫ ଯବାନ ସନାତନ ସେଠୀ । ପଲାସା-କଟକ ପାସେଞ୍ଜର ଟ୍ରେନରେ ଇଛାପୁରମରୁ ଦୁଇ ଜଣ ମହିଳା ଓ ସେମାନଙ୍କ ଦୁଇ ପୁଅ ଭୁବନେଶ୍ୱର ଆସୁଥିଲେ । ଭୁବନେଶ୍ୱର ଷ୍ଟେସନ ପ୍ଲାଟଫର୍ମ ନଂ-୩ରେ ଟ୍ରେନ ଛାଡୁ ଥିବା ସମୟରେ ଦୁଇ ଜଣ ମହିଳା ଯାତ୍ରୀ ତରବରରେ ଓହ୍ଲାଉ ଥିବା ବେଳେ ହଠାତ୍‌ ସେମାନଙ୍କର ଗୋଡ଼ ଖସି ଯାଇଥିଲା । ସେହି […]

ଭୁବନେଶ୍ବର: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨ ଟ୍ରେନ ଯାତ୍ରୀ । ୨ ମହିଳାଙ୍କ ଜୀବନ ବଞ୍ଚାଇଲେ ଆରପିଏଫ ଯବାନ ସନାତନ ସେଠୀ । ପଲାସା-କଟକ ପାସେଞ୍ଜର ଟ୍ରେନରେ ଇଛାପୁରମରୁ ଦୁଇ ଜଣ ମହିଳା ଓ ସେମାନଙ୍କ ଦୁଇ ପୁଅ ଭୁବନେଶ୍ୱର ଆସୁଥିଲେ । ଭୁବନେଶ୍ୱର ଷ୍ଟେସନ ପ୍ଲାଟଫର୍ମ ନଂ-୩ରେ ଟ୍ରେନ ଛାଡୁ ଥିବା ସମୟରେ ଦୁଇ ଜଣ ମହିଳା ଯାତ୍ରୀ ତରବରରେ ଓହ୍ଲାଉ ଥିବା ବେଳେ ହଠାତ୍‌ ସେମାନଙ୍କର ଗୋଡ଼ ଖସି ଯାଇଥିଲା । ସେହି ସମୟରେ ଜଣେ ଆରପିଏଫ ଯବାନ ନିଜର ଉପସ୍ଥିତି ବୁଦ୍ଧି ପାଇଁ ଦୁଇ ଦୁଇଟି ଜୀବନ ବଞ୍ଚିଯାଇଛି। ଘଟଣା ସମୟର ଦୃଶ୍ୟ ଭୁବନେଶ୍ୱର ରେଲୱେ ଷ୍ଟେସନର ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏଥିପାଇଁ ଆରପିଏଫ ଯବାନଙ୍କୁ ଭୁବନେଶ୍ଵର ରେଲୱେ ଷ୍ଟେସନ ପକ୍ଷରୁ ସାହସିକତା ପୁରସ୍କାର ଦିଆଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

11 May 2022 By The Sakala

ଷ୍ଟେସନ ଛାଡିବା ବେଳେ ଗଳି ପଡିଲେ ଦୁଇ ମହିଳା, ଜୀବନ ବଞ୍ଚାଇଲେ ଆରପିଏଫ ଯବାନ

ଭୁବନେଶ୍ବର: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨ ଟ୍ରେନ ଯାତ୍ରୀ । ୨ ମହିଳାଙ୍କ ଜୀବନ ବଞ୍ଚାଇଲେ ଆରପିଏଫ ଯବାନ ସନାତନ ସେଠୀ । ପଲାସା-କଟକ ପାସେଞ୍ଜର ଟ୍ରେନରେ ଇଛାପୁରମରୁ ଦୁଇ ଜଣ ମହିଳା ଓ ସେମାନଙ୍କ ଦୁଇ ପୁଅ ଭୁବନେଶ୍ୱର ଆସୁଥିଲେ । ଭୁବନେଶ୍ୱର ଷ୍ଟେସନ ପ୍ଲାଟଫର୍ମ ନଂ-୩ରେ ଟ୍ରେନ ଛାଡୁ ଥିବା ସମୟରେ ଦୁଇ ଜଣ ମହିଳା ଯାତ୍ରୀ ତରବରରେ ଓହ୍ଲାଉ ଥିବା ବେଳେ ହଠାତ୍‌ ସେମାନଙ୍କର ଗୋଡ଼ ଖସି ଯାଇଥିଲା । ସେହି ସମୟରେ ଜଣେ ଆରପିଏଫ ଯବାନ ନିଜର ଉପସ୍ଥିତି ବୁଦ୍ଧି ପାଇଁ ଦୁଇ ଦୁଇଟି ଜୀବନ ବଞ୍ଚିଯାଇଛି। ଘଟଣା ସମୟର ଦୃଶ୍ୟ ଭୁବନେଶ୍ୱର ରେଲୱେ ଷ୍ଟେସନର ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏଥିପାଇଁ ଆରପିଏଫ ଯବାନଙ୍କୁ ଭୁବନେଶ୍ଵର ରେଲୱେ ଷ୍ଟେସନ ପକ୍ଷରୁ ସାହସିକତା ପୁରସ୍କାର ଦିଆଯିବ ବୋଲି ଜଣାପଡ଼ିଛି।

https://www.thesakala.in/latest-odisha-news/rpf-jawan-saves-2-women-life-from-train-track-in-bbsr/article-11492
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର