ରେଲଓ୍ବେ ଆଣିଛି ବଡ ନିଯୁକ୍ତି: ଦଶମ ପାସ ସହ ଆଇଟିଆଇ ଛାତ୍ରଛାତ୍ରୀମାନେ କରିପାରିବେ ଆବେଦନ

The Sakala Picture
Published On

ଭୁବନେଶ୍ବର: ରେଲଓ୍ବେ ଆଣିଛି ବଡ ନିଯୁକ୍ତି ସୁଯୋଗ। ଭାରତୀୟ ରେଳବାଇ ପକ୍ଷରୁ ଏ ନେଇ ବିଜ୍ଞପ୍ତି  ପ୍ରକାଶ ପାଇଛି। ଏହି ନିଯୁକ୍ତି ଓ୍ବେଷ୍ଟର୍ଣ୍ଣ ରେଲଓ୍ବେ ପକ୍ଷରୁ ଜାରି କରାଯାଇଛି। ଇଚ୍ଛୁକ ଥିବା ସମସ୍ତ ଛାତ୍ରଛାତ୍ରୀ ରେଲଓ୍ବେର ଅଫିସିଆଲ ଓ୍ବେବସାଇଟକୁ ଯାଇ ଆବେଦନ କରିପାରିବେ। ଅଫିସିଆଲ ଓ୍ବେବସାଇଟଟି ହେଉଛି https://www.rrc-wr.com । ଆବେଦନ ପକ୍ରିୟା ଆଜିଠୁ ଅର୍ଥାତ ୨୫ ମେ ଦିନ ୧୧ଟାରୁ ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ତାରିଖ ୨୪ ଜୁନ ୨୦୨୧ ସନ୍ଧ୍ୟା ୫ଟା ଯାଏ […]

ଭୁବନେଶ୍ବର: ରେଲଓ୍ବେ ଆଣିଛି ବଡ ନିଯୁକ୍ତି ସୁଯୋଗ। ଭାରତୀୟ ରେଳବାଇ ପକ୍ଷରୁ ଏ ନେଇ ବିଜ୍ଞପ୍ତି  ପ୍ରକାଶ ପାଇଛି। ଏହି ନିଯୁକ୍ତି ଓ୍ବେଷ୍ଟର୍ଣ୍ଣ ରେଲଓ୍ବେ ପକ୍ଷରୁ ଜାରି କରାଯାଇଛି। ଇଚ୍ଛୁକ ଥିବା ସମସ୍ତ ଛାତ୍ରଛାତ୍ରୀ ରେଲଓ୍ବେର ଅଫିସିଆଲ ଓ୍ବେବସାଇଟକୁ ଯାଇ ଆବେଦନ କରିପାରିବେ। ଅଫିସିଆଲ ଓ୍ବେବସାଇଟଟି ହେଉଛି https://www.rrc-wr.com । ଆବେଦନ ପକ୍ରିୟା ଆଜିଠୁ ଅର୍ଥାତ ୨୫ ମେ ଦିନ ୧୧ଟାରୁ ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ତାରିଖ ୨୪ ଜୁନ ୨୦୨୧ ସନ୍ଧ୍ୟା ୫ଟା ଯାଏ ରହିଛି। ଆବେଦନ ପାଇଁ ଆପ୍ଲିକେସନ ଫି ୧୦୦ ଟଙ୍କା ରହିଥିବା ବେଳେ ଭିନ୍ନକ୍ଷମ, ଏସସି ଓ ଏସସଟି ବର୍ଗର ମହିଳା ଆବେଦନକାରୀଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିଛି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ମୋଟ ୩,୫୯୧ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ବିଭିନ୍ନ ଟ୍ରେଡ ପାଇଁ ବାଣ୍ଟି ହୋଇ ରହିଛି। ଏହାକୁ ଆବେଦନ କରିବାକୁ ହେଲେ ୧୦ ପାସ ସହ ୫୦ ପ୍ରତିଶତ ମାର୍କ ରହିଥିବା ଦରାକାର। ଏଥିସହ ଆଇଟିଆଇ ସାର୍ଟିଫିକେଟ ଥିବା ମଧ୍ୟ ଜରୁରୀ। ଏଥିପାଇଁ ବୟସ ସମୟ ସୀମା ୧୫ରୁ ୨୪ ବର୍ଷ ରହିଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର