ବେଦାନ୍ତ ଆଲୁମିନିୟମ ପକ୍ଷରୁ ସିଜିମାଳି ଖଣି ଚାରିପାଖରେ ଥିବା ଗାଁରେ ୧୨୦ରୁ ଅଧିକ ସ୍ୱାସ୍ଥ୍ୟଶିବିର ଆୟୋଜିତ

The Sakala Picture
Published On

ସିଜିମାଲି: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ସିଜିମାଳି ଖଣି ଚାରିପାଖରେ ଥିବା ଦୂରବର୍ତି ଗ୍ରାମରେ ମୋବାଇଲ ସ୍ୱାସ୍ଥ୍ୟସେବା ୟୁନିଟ ଶୁଭାରମ୍ଭ ପରଠାରୁ ୧୮ଟି ଗ୍ରାମରେ ୩୩୦୦ରୁ ଅଧିକ ଗୋଷ୍ଠୀ ସଦସ୍ୟଙ୍କ ନିକଟରେ ପହଁଚିଛି। କମ୍ପାନିର ଏକ ସଂପୂର୍ଣ୍ଣ ସଜ୍ଜିତ ମୋବାଇଲ ହେଲଥ ୟୁନିଟ ପ୍ରସ୍ତୁତ ହୋଇ ରହିଛି ଓ ଏହା ସଂପୃକ୍ତ ଅଂଚଳରେ ୧୨୦ରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିସାରିଛି। ଏହି ପଦକ୍ଷେପରେ ବାସିନ୍ଦାଙ୍କୁ ସେମାନଙ୍କ ଦ୍ୱାରଦେଶରେ ଆବଶ୍ୟକୀୟ […]

ସିଜିମାଲି: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ସିଜିମାଳି ଖଣି ଚାରିପାଖରେ ଥିବା ଦୂରବର୍ତି ଗ୍ରାମରେ ମୋବାଇଲ ସ୍ୱାସ୍ଥ୍ୟସେବା ୟୁନିଟ ଶୁଭାରମ୍ଭ ପରଠାରୁ ୧୮ଟି ଗ୍ରାମରେ ୩୩୦୦ରୁ ଅଧିକ ଗୋଷ୍ଠୀ ସଦସ୍ୟଙ୍କ ନିକଟରେ ପହଁଚିଛି। କମ୍ପାନିର ଏକ ସଂପୂର୍ଣ୍ଣ ସଜ୍ଜିତ ମୋବାଇଲ ହେଲଥ ୟୁନିଟ ପ୍ରସ୍ତୁତ ହୋଇ ରହିଛି ଓ ଏହା ସଂପୃକ୍ତ ଅଂଚଳରେ ୧୨୦ରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିସାରିଛି। ଏହି ପଦକ୍ଷେପରେ ବାସିନ୍ଦାଙ୍କୁ ସେମାନଙ୍କ ଦ୍ୱାରଦେଶରେ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଏମଏଚୟୁ ଗୁରୁତ୍ୱପୂର୍ଣ୍ଣ ଉପକରଣ, ଯୋଗ୍ୟ ଡାକ୍ତରୀ ତଥା ଫାର୍ମାସୀଙ୍କ ସହିତ ସଜ୍ଜିତ ଓ ଏହା ଅନେକ ପ୍ରକାର ସେବା ଯଥା ଚେକ୍ଅପ, ବ୍ଲଡ ସୁଗର ପରୀକ୍ଷା ଓ ମାଗଣା ଔଷଧପତ୍ର ବିତରଣ କରିଥାଏ। ସ୍ୱାସ୍ଥ୍ୟ ପ୍ରତିଷେଧକ ପାଇଁ ନିୟମିତ ସ୍ୱାସ୍ଥ୍ୟ ସଚେତନତା ଶିବିରମାନ ଆୟୋଜନ କରିଥାଏ।

ଏହି ପଦକ୍ଷେପ ଉପରେ ଶ୍ରୀମତି ବାସନ୍ତି ବାଘ, ସହବନ୍ଧିତ ସ୍ୱାସ୍ଥ୍ୟକର୍ମୀ(ଆଶା) ଏହାକୁ ପ୍ରଶଂସା କରି କହିଛନ୍ତି ଯେ ବେଦାନ୍ତର ମୋବାଇଲ ହେଲଥ ୟୁନିଟ ଏହି ଅଂଚଳରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଉଛି।

ଏହି ପଦକ୍ଷେପ ଉପରେ ଉପର ଅମ୍ବାପଦର ଗାଁର ବାସିନ୍ଦା ସାକର ମାଜୀ କହିଛନ୍ତି ଯେ ବେଦାନ୍ତର ଏହି ପଦକ୍ଷେପ ପ୍ରଶଂସନୀୟ, ମୁଁ ବେଦାନ୍ତକୁ ଧନ୍ୟବାଦ ଦେବାକୁ ଚାହିଁବି, କାରଣ ମୋବାଇଲ ହେଲଥ ୟୁନିଟ ଆମ ପାଇଁ ଏକ ଆଶୀର୍ବାଦ ପାଲଟିଛି।

ବେଦାନ୍ତର ମୋବାଇଲ ହେଲଥ ୟୁନିଟ ଓଡ଼ିଶା ରାଜ୍ୟରେ ସ୍ଥାୟୀ ବିକାଶ ଓ ଗୋଷ୍ଠୀ କଲ୍ୟାଣ ଦିଗରେ କଂପାନିର ବ୍ୟାପକ ପ୍ରତିବଦ୍ଧତାର ପ୍ରମାଣ। ଆଜି ସୁଦ୍ଧା ୧୦୦ରୁ ଅଧିକ ଗାଁର ୨ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି।

ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଗ୍ରାମୀଣ ଭିତିଭୂମି ଓ ତଅଣମୂଳ କ୍ରୀଡ଼ାର ଉନ୍ନତି ପାଇଁ ବେଦାନ୍ତ ଆଲୁମିନିୟମ ପ୍ରତିଶ୍ରୁତିବଦ୍ଧ। ଏହି ସବୁ ପଦକ୍ଷେପ ଗୁଡ଼ିକ କାର୍ଯ୍ୟକ୍ଷେତ୍ର ଓ ବାହାର ଗୋଷ୍ଠୀର ଜନଜୀବନରେ ବହୁ ପରିବର୍ତନ ଆଣିଛି। ସ୍ଥାନୀୟ କର୍ତୃପକ୍ଷ, କଲ୍ୟାଣ ସଂଗଠନ ଓ ଗୋଷ୍ଠୀ ସହଯୋଗରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ ଓ ଅର୍ତନୈତିକ ବିକାଶରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଛି।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା । ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା। ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।

24 Aug 2024 By The Sakala

https://www.thesakala.in/latest-odisha-news/rayagada/vedanta-aluminum-has-organized-more-than-120-health-camps-around-the-sijimali-mines/article-34647
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର