ପ୍ରେମିକାଙ୍କୁ ପାଇବା ପାଇଁ ୪ କି.ମି ରାସ୍ତାରେ ଧାରଣା ପଡିପଡି ମନ୍ଦିରରେ ପହଞ୍ଚିଲେ ଯୁବକ

Madhusudan Das Picture
Published On

ରାୟଗଡା: ପ୍ରେମ ପାଇଁ ମହାଶିବରାତ୍ରିରେ ଯୁବକଙ୍କ ନିଆରା ମାନସିକ। ପ୍ରେମିକାଙ୍କୁ ପାଇବା ପାଇଁ ୪ କି.ମି ରାସ୍ତାରେ ଧାରଣା ପଡିପଡି ମନ୍ଦିରରେ ପହଞ୍ଚିଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ଳାଭଟା କପିଳେଶ୍ୱର ମନ୍ଦିରରେ । ରାସ୍ତାରେ ଦଣ୍ତ ପ୍ରଣାମ କରି ସ୍ଥାନୀୟ ଅମ୍ବାଦଳା କପିଳେଶ୍ୱର ମନ୍ଦିରରକୁ ଯାଇଛନ୍ତି ଲୋକନାଥ ଡ଼ଙ୍ଗରି ।

ଆହୁରି ପଢ଼ନ୍ତୁ: ଜେଲ୍‌ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ

ସୂଚନା ଅନୁସାରେ, ମୁନିଗୁଡା ଡାଙ୍ଗବାଡ଼ି ଗ୍ରାମର ଲୋକନାଥ ଡ଼ଙ୍ଗରି ଜଣେ ଯୁବତିଙ୍କୁ ପ୍ରେମ କରୁଛନ୍ତି ଏବଂ ଅଜଣାରେ ଗୋଟିଏ ଭୁଲ କରିଦେଇଛନ୍ତି। ସେହି ଭୁଲକୁ ସୁଧାରିବା ପାଇଁ ଲୋକନାଥ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । ଲୋକନାଥ ନିଜ ପ୍ରେମକୁ ପାଇବା ପାଇଁ ଡାଙ୍ଗବାଡ଼ି ଠାରୁ ଅମ୍ବାଦଳା କପିଳେଶ୍ୱର ଶିବ ମନ୍ଦିରକୁ ପ୍ରାୟ ୪ କିଲୋମିଟର ରାସ୍ତା ଗଡି ଗଡି ଆସି ପ୍ରଭୁ ଶିବଙ୍କୁ ଦର୍ଶନ କରିଛନ୍ତି । ଭୋର ୩ଟାରୁ ଲୋକନାଥ ରାସ୍ତାରେ ପ୍ରାୟ ୮ ଘଣ୍ଟା ଗଡି ଗଡି ମନ୍ଦିରରେ ପହଁଚିଥିଲେ । ପୁଅର ଶାଶ୍ଵତ ପ୍ରେମକୁ ସାର୍ଥକ କରିବା ପାଇଁ ଉଭୟ ପିତା ମାତା ଓ ସଂପର୍କିୟ ରାସ୍ତାରେ ଗଡି ଗଡି ଯାଉଥିବା ସମୟରେ ବସ୍ତ୍ର ପକାଇ ସହାୟତା କରୁଥିବା ଦେଖିବାକୁ ମିଳିଥିଲା ।

ଆହୁରି ପଢ଼ନ୍ତୁ: କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ନିର୍ବାଚନ: ସମସ୍ତ ୧୪ ସିଟ୍‌ରେ ବିଜେଡିର ବାଜିମାତ୍‌

16 Feb 2026 By Madhusudan Das

ପ୍ରେମିକାଙ୍କୁ ପାଇବା ପାଇଁ ୪ କି.ମି ରାସ୍ତାରେ ଧାରଣା ପଡିପଡି ମନ୍ଦିରରେ ପହଞ୍ଚିଲେ ଯୁବକ

ରାୟଗଡା: ପ୍ରେମ ପାଇଁ ମହାଶିବରାତ୍ରିରେ ଯୁବକଙ୍କ ନିଆରା ମାନସିକ। ପ୍ରେମିକାଙ୍କୁ ପାଇବା ପାଇଁ ୪ କି.ମି ରାସ୍ତାରେ ଧାରଣା ପଡିପଡି ମନ୍ଦିରରେ ପହଞ୍ଚିଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ଳାଭଟା କପିଳେଶ୍ୱର ମନ୍ଦିରରେ । ରାସ୍ତାରେ ଦଣ୍ତ ପ୍ରଣାମ କରି ସ୍ଥାନୀୟ ଅମ୍ବାଦଳା କପିଳେଶ୍ୱର ମନ୍ଦିରରକୁ ଯାଇଛନ୍ତି ଲୋକନାଥ ଡ଼ଙ୍ଗରି ।

ସୂଚନା ଅନୁସାରେ, ମୁନିଗୁଡା ଡାଙ୍ଗବାଡ଼ି ଗ୍ରାମର ଲୋକନାଥ ଡ଼ଙ୍ଗରି ଜଣେ ଯୁବତିଙ୍କୁ ପ୍ରେମ କରୁଛନ୍ତି ଏବଂ ଅଜଣାରେ ଗୋଟିଏ ଭୁଲ କରିଦେଇଛନ୍ତି। ସେହି ଭୁଲକୁ ସୁଧାରିବା ପାଇଁ ଲୋକନାଥ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । ଲୋକନାଥ ନିଜ ପ୍ରେମକୁ ପାଇବା ପାଇଁ ଡାଙ୍ଗବାଡ଼ି ଠାରୁ ଅମ୍ବାଦଳା କପିଳେଶ୍ୱର ଶିବ ମନ୍ଦିରକୁ ପ୍ରାୟ ୪ କିଲୋମିଟର ରାସ୍ତା ଗଡି ଗଡି ଆସି ପ୍ରଭୁ ଶିବଙ୍କୁ ଦର୍ଶନ କରିଛନ୍ତି । ଭୋର ୩ଟାରୁ ଲୋକନାଥ ରାସ୍ତାରେ ପ୍ରାୟ ୮ ଘଣ୍ଟା ଗଡି ଗଡି ମନ୍ଦିରରେ ପହଁଚିଥିଲେ । ପୁଅର ଶାଶ୍ଵତ ପ୍ରେମକୁ ସାର୍ଥକ କରିବା ପାଇଁ ଉଭୟ ପିତା ମାତା ଓ ସଂପର୍କିୟ ରାସ୍ତାରେ ଗଡି ଗଡି ଯାଉଥିବା ସମୟରେ ବସ୍ତ୍ର ପକାଇ ସହାୟତା କରୁଥିବା ଦେଖିବାକୁ ମିଳିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର