ଟାଟା ମ୍ୟାଜିକ ଉପରେ ମାଡ଼ିଗଲା ମାଲ୍ ବୋଝେଇ ଟ୍ରକ୍: ୨ମୃତ

The Sakala Picture
Published On

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ଅନ୍ତର୍ଗତ ଚାଞ୍ଚରାଗୁଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଟାଟା ମ୍ୟାଜିକ ଉପରେ ଏକ ମାଲ୍ ବୋଝେଇ ଟ୍ରକ୍ ମାଡିଯାଇଛି । ଫଳରେ ଦୁର୍ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। । ଦୁର୍ଘଟଣାରେ ଟାଟା ମ୍ୟାଜିକ୍ ଭାଙ୍ଗିରୁଜି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକର ମଧ୍ୟ କିଛି ଅଂଶ ଭାଙ୍ଗିଯାଇଛି।  ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

20 Jun 2021 By The Sakala

ଟାଟା ମ୍ୟାଜିକ ଉପରେ ମାଡ଼ିଗଲା ମାଲ୍ ବୋଝେଇ ଟ୍ରକ୍: ୨ମୃତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ଅନ୍ତର୍ଗତ ଚାଞ୍ଚରାଗୁଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଟାଟା ମ୍ୟାଜିକ ଉପରେ ଏକ ମାଲ୍ ବୋଝେଇ ଟ୍ରକ୍ ମାଡିଯାଇଛି । ଫଳରେ ଦୁର୍ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। । ଦୁର୍ଘଟଣାରେ ଟାଟା ମ୍ୟାଜିକ୍ ଭାଙ୍ଗିରୁଜି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକର ମଧ୍ୟ କିଛି ଅଂଶ ଭାଙ୍ଗିଯାଇଛି।  ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

https://www.thesakala.in/latest-odisha-news/rayagada/rayagada-accident-2-death/article-3094
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର